ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ମଣିଷ ର ଇଛା ଥାଏ କି ସେ ଯେପରି ଅଧିକ ରୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉ ଓ ତାହାସହ ସେ ଯେପରି ଅଧିକ ଦିନ ଧରି ସୁସ୍ଥ ରହୁ । କିନ୍ତୁ ଶରୀର ରେ ମୋଟପା ଅଧିକ ଥିଲେ ଶରୀର ରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଘେରି ରହିଥାଏ । ଏପରି ରେ ମୋଟାପା କୁ ନେଇ ଅନେକ ଲୋକ ଚିନ୍ତିତ ହୋଇ ରହିଥାନ୍ତି। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,
ଏପରି ଏକ ଘରୋଇ ଉପଚାର ଯାହା ମାତ୍ର ତିନି ଦିନ ମଧ୍ୟରେ ଆପଣ ଙ୍କ ଶରୀର ର ଜମା ହୋଇଥିବା ଅଧିକ ରୁ ଅଧିକ ଚର୍ବି କୁ ମଧ୍ୟ ତରଳାଇ କମାଇ ବାହାର କରି ଦେବ। ବନ୍ଧୁଗଣ ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ ଏକ ଲିଟର ଜଳ ଦେଇ ଗ୍ଯାସ ଉପରେ ବସାଇ ଦିଅନ୍ତୁ ।
ଏହା ପରେ ଏଥିରେ ୩ ଟି ବା ୪ ଟି ତେଜ ପତ୍ର ଦେଇ ଦିଅନ୍ତୁ । ଏହା କେବଳ ମୋଟାପା ହିଁ ନୁହେଁ ଅପିତୁ ଆପଣ ଙ୍କର କେଶ ଓ ତ୍ଵଚା ପାଇଁ ମଧ୍ୟ ଖୁବ ଲାଭ ଦାୟୀ ହୋଇଥାଏ । ଏହା ପରେ ଆପଣ ଏହି ପାଣି ରେ ଦ୍ଵିତୀୟ ସାମଗ୍ରୀ ରୂପେ ଦୁଇଟି ଡାଲଚିନି ଖଣ୍ଡ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଦୁଇଟି ଗୁଜୁରାତି କୁ ଖୋଲି ପକାଇ ଦିଅନ୍ତୁ ।
ଏହା ପରେ ଏଥିରେ ଏକ ଚାମଚ ଜୀରା ପକାଇ ଭଲ ଭାବରେ କୀଚ ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ ।କିଛି ସମୟ ପରେ ଏହାକୁ ଗ୍ଯାସ ରୁ କାଢି ଆଣି ଏକ ପାତ୍ର ରେ ଛାଣି ନିଅନ୍ତୁ । ବର୍ତ୍ତମାନ ଏହି ଜଳ କୁ ଆପଣ ଏକ ଦିନ ରେ ତିନିଥର ସେବନ କରିବେ । ଏହି ଜଳ କୁ ଆପଣ ଏବନ ଅକ୍ରିୟାବ ଦ୍ଵାରା ଏହା ଆପଣ ଙ୍କ ଶରୀରରେ ଥିବା ମୋଟପା କୁ ଦୂର କରିବା ସହ ଏହା ଆପଣ ଙ୍କ ତ୍ଵଚା କୁ ଉଜ୍ଜ୍ଵଳତା ମଧ୍ୟ ପ୍ରଦାନ କରିଥାଏ ।
ଏହା ଏକ ପ୍ରାକୃତିକ ଓ ଏଫେକ୍ଟିଭ ରେମିଡି ଅଟେ । ଆପଣ ଙ୍କର କୌଣସି ବି ହେଲ୍ଥ ଜନିତ ଅସୁବିଧା ଥିଲେ ମଧ୍ୟ ଆପଣ ଏହାର ସେବନ କରି ପାରିବେ । ଏହାର ସେବନ ଦ୍ଵାରା ସ୍ଟ୍ରେସ ମଧ୍ୟ କମି ଯାଇଥାଏ । କେଶ ଜନିତ ସମସ୍ଯା କୁ ମଧ୍ୟ ଏହା ଭଲ କରି ଦେଇଥାଏ । ଶରୀର ରେ ପାଚନ କ୍ରିୟା କୁ ମଧ୍ୟ ଏହା ଠିକ ରଖିଥାଏ । ତେବେ ବନ୍ଧୁଗଣ ଏହି ଉପଚାର ଟି ଆପଣ ମାନଙ୍କୁ କିଅପରି ଲାଗିଲା, ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ