ସବୁଠୁ ଚମତ୍କାରୀ ମନ୍ତ୍ର ! ଯାହାକୁ ନିଜେ ହନୁମାନ ଜପିଥିଲେ, କେବଳ ଥରେ ଜପିଲେ ମନର ସବୁ ଇଚ୍ଛା ହେବ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭକ୍ତ ଓ ଭଗବାନଙ୍କର ଏକ ଅପୂର୍ବ ପବିତ୍ର ସମ୍ପର୍କ ରହିଥାଏ । ସବୁ ବ୍ୟକ୍ତି ଭଗବାନଙ୍କ ସହିତ ଅନ୍ତରରୁ ମିଳନ ହୋଇଥାଏ । ଯେଉଁ ବ୍ୟକ୍ତିମାନେ ଭଗବାନଙ୍କୁ ନିଷ୍ଟା ସହକାରେ ଡାକିଥାନ୍ତି । ସେମାନେ ସୁନିଶ୍ଚିତ ପ୍ରଭୁଙ୍କର ସାନିଧ୍ୟ ପ୍ରାପ୍ତ କରିପାରିଥାନ୍ତି । ସେଥିପାଇଁ ଭଗବାନଙ୍କୁ ନିଜ ମନ ମନ୍ଦିରରେ ରଖି ତାଙ୍କର ନିତ୍ୟ ପୂଜା କରିବା ଦରକାର । ଏହା ସହ ତାଙ୍କ ନାମକୁ ବାରମ୍ବାର ଜପ କରିବା ଉଚିତ ।

କାରଣ ପ୍ରଭୁଙ୍କ ନାମ ମୁଖରେ ଧରିବା ମାତ୍ରେ କେତେ ପାପର ଅନ୍ତ ହୋଇଯାଇଥାଏ । ସେଥିପାଇଁ ଆଜି ଆପଣ ମାନେ ଏପରି ଏକ ଚମତ୍କାରୀ ମନ୍ତ୍ର ବିଷୟରେ ଜାଣିବାକୁ ପାଇବେ । ଯାହାକୁ ନିଜ ତୁଣ୍ଡରେ ଉଚାରଣ କରିବା ତୁଣ୍ଡ ସୁତୁଣ୍ଡ ହୋଇଥାଏ । ତେଣୁ ସେହି ପାପବିନାଶକାରୀ ମନ୍ତ୍ରଟି ହେଉଛି ଶ୍ରୀରାମ ନାମର ଶବ୍ଦର ପ୍ରତ୍ଯେକ ଦିନ ଉଚାରଣ କରିବା ।

ଏହି ପବିତ୍ର ଶ୍ରୀରାମ ନାମର ଉଚାରଣ ଦ୍ଵାରା ଯମ ବ୍ୟକ୍ତିର ସମ୍ମୁଖରେ ଛିଡା ହୋଇଥିଲେ ମଧ୍ୟ ଯମରାଜ ବ୍ୟକ୍ତିକୁ ଦେଖି ଭୟ କରିବାକୁ ଲାଗିଥାଏ । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ରାମ ନାମର ଉଚାରଣ କରିଥାଏ । ସେହି ବ୍ୟକ୍ତି ଉପରେ ସର୍ବଦା ପ୍ରଭୁ ରାମ ଓ ପ୍ରଭୁ ହନୁମାନଙ୍କର କୃପାଦୃଷ୍ଟି ରହିଥାଏ ।

ପ୍ରତ୍ଯେକ ଦିନ ପ୍ରାତଃ ସକଳ ସମୟରେ ଶ୍ରୀରାମ ନାମର ଜପ କରନ୍ତୁ । ଯାହା ଦ୍ଵାରା ସଂପୂର୍ଣ୍ଣ ଦିନଟି ଭଲ ଯାଇଥାଏ । ଏହା ସହିତ କାମରେ ଉପୁଜୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ପ୍ରଭୁ ହନୁମାନ ରାମ ନାମର ଜପ କରିବା ଦ୍ଵାରା ହିଁ ହଜାର ଯୋଜନ ସମୁଦ୍ରକୁ ପାରି କରିପାରିଥିଲେ । ଏହା ବ୍ଯତୀତ ରାମ ନାମ ଧରି ପାଣିରେ ପକାଉଥିବା ପଥର ମଧ୍ୟ ସୋଲ ସଦୃଶ ପାଣିରେ ଭାସୁଥିଲା ।

ଏହା ସହିତ ରାମ ନାମ ଉଚାରଣ କରି ସଂପୂର୍ଣ୍ଣ ଲଙ୍କା ନଗରୀକୁ ଜଳାଇ ଧ୍ୱୋଂସାବଶେଷ କରିଦେଇଥିଲେ । ରାମ ନାମ ହିଁ ପାପନାଶକାରୀ ହୋଇଥାଏ। ଭଗବାନ ନାରାୟଣଙ୍କର ସହସ୍ର ନାମରୁ ଏହା ହିଁ ରାମ ନାମ ଏକ ଅଟେ । କେବଳ ରାମ ନାମ ଜପ କରି ପ୍ରଭୁ ହନୁମାନ ଓ ବିଭୀଷଣ ଅମର ହୋଇଯାଇଥିଲେ ।

ଏହା ସହିତ ସେମାନଙ୍କର କୀର୍ତ୍ତି ଚାରିଆଡେ ଆଲୋକ ପରି ଖେଳାଇ ହୋଇଯାଇଥିଲା । ରାମ ନାମର ସିଦ୍ଧି କରିବା ପାଇଁ ଦେଢ ଲକ୍ଷ ଥର ଏହାକୁ ଉଚାରଣ କରିବାକୁ ପଡିବ । ଯଦି ଥରକେ ଆପଣ ଦେଢ ଲକ୍ଷ ଥର ରାମ ନାମ ଉଚାରଣ କରିବା ସମ୍ଭବ ହୋଇନଥାଏ । ତେବେ ପ୍ରତ୍ଯେକ ଶନିବାର ୧୦୮ ଥର ରାମ ନାମ ଜପ କରନ୍ତୁ । ନିହାତି ପୂଣ୍ୟଫଳ ପ୍ରାପ୍ତ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *