କଣ ଆପଣ କଞ୍ଚା ଲଙ୍କା ଖାଉଛନ୍ତି କି ? ତ ଏହି ଖବର କେବଳ ଆପଣଙ୍କ ପାଇଁ, ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୂଚନା ଅନୁସାରେ ବ୍ୟକ୍ତି ସର୍ବଦା ପୌଷ୍ଟିକ ଯୁକ୍ତ ଖାଦ୍ୟ ଖାଇଥାଏ । ଯାହା ଦ୍ଵାରା ଶରୀରକୁ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ ମିଳିବା ସହିତ ଶରୀରରେ ସ୍ଵାସ୍ଥ ଜନିତ ବହୁତ କିଛି ଫାଇଦା ମଧ୍ୟ ହୋଇପାରିବ । ତେବେ ଆଜି ଚାଲନ୍ତୁ କଞ୍ଚା ଲଙ୍କାର ଆମ ଶରୀର ପାଇଁ ଥିବା ପୌଷ୍ଟିକ ଗୁଣ ବିଷୟରେ ଆଲୋଚନା କରିବା । ବହୁତ ଲୋକଙ୍କର କହିବା ଅନୁସାରେ ରାଗ ଜିନିଷ ଅଧିକ ମାତ୍ରାରେ ଖାଇବା ଦ୍ଵାରା ଏହା ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ ।

ଆପଣ କଣ ଜାଣିଛନ୍ତି ଏହା କି ଯେ କଞ୍ଚା ଲଙ୍କା ଖାଇବା ଦ୍ଵାରା ଶରୀରରେ ବହୁତ କିଛି ଫାଇଦା ମଧ୍ୟ ହୋଇଥାଏ । ଭିଟାମିନ-a, ଭିଟାମିନ- b6, ପୋଟାସିୟମ, ଆଇରନ, କପର ଓ ପ୍ରୋଟିନ ଭଳି ଅନେକ ପୋଷକ ତତ୍ଵ ମଧ୍ୟ ରହିଥାଏ ।

କଞ୍ଚା ଲଙ୍କାକୁ ନିଜ ଖାଦ୍ୟ ସହିତ ସାମିଲ କରି ଖାଇବା ଦ୍ଵାରା ଓ ଖାଲି କଞ୍ଚା ଲଙ୍କାକୁ ଚୋବାଇ ଖାଇବା ଦ୍ଵାରା ଶରୀରକୁ କ୍ୟାନ୍ସର ଭଳି ପ୍ରାଣଘାତୀ ରୋଗରୁ ସୁରକ୍ଷା ଦେଇଥାଏ । କାରଣ କ୍ୟାନ୍ସର ସେଲ୍ ର ବୃଦ୍ଧିକୁ କଞ୍ଚାଲଙ୍କାର ସେବନ ଦ୍ଵାରା ରୋକାଯାଇପାରିବ । ଏକ ରିସର୍ଚ ଅନୁସାରେ କଞ୍ଚା ଲଙ୍କା ହାର୍ଟକୁ ମଧ୍ୟ ସୁରକ୍ଷା ଦେବାରେ ସାହାଜ୍ଯ କରିଥାଏ ।

ହାର୍ଟ ରିଲେଟେଡ଼ ବହୁତ ପ୍ରକାର ସମସ୍ଯାରୁ ମଧ୍ୟ ଶରୀରକୁ ବଞ୍ଚାଇଥାଏ  ପୁରୁଷ ମାନେ ଯଦି କଞ୍ଚା ଲଙ୍କା ଖାଇଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ପ୍ରୋସଟେଟ କ୍ୟାନ୍ସର ହୋଇନଥାଏ । କଞ୍ଚା ଲଙ୍କାରେ ଆଣ୍ଟି ଏଜିଙ୍ଗ ଗୁଣ ରହିଥାଏ । ଯେଉଁ କାରଣରୁ ଚେହେରାରୁ ଦାଗ ବ୍ରଣ ଦୂର କରିବାରେ କଞ୍ଚା ଲଙ୍କା ସାହାଜ୍ଯ କରିଥାଏ । ଯେଉଁ ମାନେ କଞ୍ଚା ଲଙ୍କା ନିଜ ଖାଦ୍ୟ ସହିତ ସାମିଲ କରି ଖାଇଥାନ୍ତି ।

ସେମାନଙ୍କ ଚେହେରା ଦାଗମୁକ୍ତ ଓ ଚମକଦାର ହୋଇଥାଏ । କଞ୍ଚା ଲଙ୍କାକୁ ଯେଉଁ ମାନେ ନିଜ ଖାଦ୍ୟ ସହିତ ପ୍ରତିଦିନ ସେବନ କରିଥାନ୍ତି । ସେମାନଙ୍କ ମସ୍ତିସ୍କରେ ଥିବା ଆଣ୍ଡୋଫ୍ଲେନର ସଂଚାର କରିଥାଏ । ଯେଉଁ କାରଣକୁ ବ୍ରେନ ବହୁତ ସକ୍ରିୟ ହେବା ସହିତ ମନ ଚଞ୍ଚଳ ରହିଥାଏ । ବହୁତ ଲୋକଙ୍କର ଶରୀରରେ ଇମ୍ମୁନୀଟି ଅଭାବ କାରଣରୁ ଥଣ୍ଡା, କାଶ ଓ ସର୍ଦ୍ଧୀ ଭଳି ସମସ୍ଯା ଲାଗିରହୁଥାଏ ।

ତେବେ ସେମାନେ ନିଜ ଖାଦ୍ୟ ସହିତ ପ୍ରତିଦିନ ଅତି କମ୍ ରେ ଗୋଟିଏ ଲଙ୍କା ଖାଇବା ଆରମ୍ଭ କରିଦିଅନ୍ତୁ । କଞ୍ଚା ଲଙ୍କାରେ ଆଇରନ ଥିବାରୁ ଏହା ଶରୀରରେ ରକ୍ତହୀନତା ବା ଏନିମିଆ ଭଳି ସମସ୍ଯା ହେବାକୁ ମଧ୍ୟ ଦେଇନଥାଏ । ତେବେ କଞ୍ଚା ଲଙ୍କା ଖାଇବା ଦ୍ଵାରା ଶରୀରକୁ ବହୁତ କିଛି ସ୍ଵାସ୍ଥ ସହିତ ଜଡିତ ସମସ୍ଯାକୁ ଦୂର କରିଦେଇଥାଏ । ତେଣୁ ନିଜ ଖାଦ୍ୟ ସହ କଞ୍ଚା ଲଙ୍କା ଖାଇବା ମଧ୍ୟ ଦରକାର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *