Health Tips- କେମିତି କମିବା ବଡ ପେଟ, ପତଳା ହେବ ଶରୀର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପେଟରେ ଚର୍ବି ବଢିଯାଇ ପେଟର ଆକାର ବୃଦ୍ଧି ପାଇବାକୁ ମେଡିକାଲ ଟର୍ମରେ ବେଲି ଫ୍ୟାଟ ବୋଲି କୁହାଯାଇଥାଏ । ଉଭୟ ପୁଅ ଏବଂ ଝିଅଙ୍କର ପେଟ ଅଧିକ ମାତ୍ରାରେ ଫୁଲିଯିବା କାରଣରୁ ସେମାନେ ନିଜର ସେଲ୍ଫ କନଫିଡେଣ୍ଟ ହରାଇ ବସାଇଥାନ୍ତି । ସେଥିପାଇଁ ପେଟରେ ବଢୁଥିବା ଚର୍ବି କମାଇବା ପାଇଁ ବହୁତ ଲୋକ ଏକ୍ସରସାଇଜ କରିବା ସହିତ ଡାଏଟିଙ୍ଗ ମଧ୍ୟ କରିଥାନ୍ତି ।

ଯଦି ପେଟରେ ବେଲି ଫ୍ୟାଟ କମାଇବାକୁ ବହୁତ ଶୀଘ୍ର ଚାହୁଁଥାନ୍ତି । ତେବେ ନିହାତି ଏହି ସହଜ ଓ ସରଳ  ପଦ୍ଧତିରେ ଏକ ରେମିଡି ପ୍ରସ୍ତୁତ କରନ୍ତୁ । ଏହା ସହିତ ତାହାକୁ ନିଜ ଚର୍ବି ବଢିଥିବା ଜାଗାରେ ଲଗାଇ ନିଜର ଚର୍ବି କମାନ୍ତୁ । ଏହି ରେମିଡି ପାଇଁ ଆପଣଙ୍କୁ ୩ ଗୋଟି ସାମଗ୍ରୀର ଆବଶ୍ୟକତା ରହିଅଛି । ସେହି ୩ ଟି ସାମଗ୍ରୀ ହେଉଛି ନଡିଆ ତେଲ, କର୍ପୁର ଭିକ୍ଷ ଭାପୋରାବ ।

ଏହି ୩ ଟି ସାମଗ୍ରୀ ଆପଣଙ୍କୁ ଆପଣଙ୍କ ଘରେ ବହୁତ ସହଜରେ ଉପଲବ୍ଧ ହୋଇଯିବ । ଆପଣ ପ୍ରଥମେ କିଛି କର୍ପୁର ଆଣି ତାହାକୁ ଛେଚି ଛେଚି ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତାପରେ ତାହାକୁ ଏକ ପାତ୍ରରେ ରଖନ୍ତୁ । ତାପରେ ସେହି ପାତ୍ରରେ ୧ ଚାମଚ ଭିକ୍ଷ ଆଣି ମିଶାନ୍ତୁ । ତାପରେ ସେଥିରେ ୧ ଚାମଚ ନଡିଆ ତେଲ ଆଣି ମିଶାନ୍ତୁ ।

ଏହି ୩ ଟି ସାମଗ୍ରୀକୁ ଭଲ ଭାବରେ ମିଶାନ୍ତୁ । ତାପରେ ଏହି ୩ ଟି ସାମଗ୍ରୀର ମିଶ୍ରଣରେ ବହୁତ ଭଲ ଏକ ରେମିଡି ପ୍ରସ୍ତୁତ ହୋଇଯିବ । ଯାହାକୁ ଆପଣ ନିଜର ଚର୍ବି ହୋଇଥିବା ସ୍ଥାନରେ ତଥା ବିଶେଷ କରି ନିଜ ପେଟରେ ଲଗାଇ ଦେବେ । ଅଧିକ ମସାଜ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ଉପଚାରକୁ ନିଜ ପେଟରେ ଲଗାଇବା ଦ୍ଵାରା ଆପଣଙ୍କ ସେହି ସ୍ଥାନରେ ତାପ ଉତ୍ପନ ହେବ ।

ଯାହା ଯୋଗୁ ଚର୍ବି ହୋଇଥିବା ଜାଗାରୁ ଝାଳ ବାହାରିବା ଆରମ୍ଭ ହୋଇଯିବ । ଆପଣ ସମସ୍ତେ ନିହାତି ଜାଣିଥିବେ । ଯେ ଯେତେ ଶରୀରରୁ ଝାଳ ବାହାରିବ । ସେତେ ହିଁ ଶରୀରରେ ଚର୍ବି ତରଳିବ । ଏହିପରି ଆପଣ କିଛି ଦିନ କରିବା ଦ୍ଵାରା ଧୀରେ ଧୀରେ କରି ଆପଣଙ୍କ ଶରୀରରୁ ଅଯଥା ଚର୍ବି ନିହାତି କମିବାକୁ ଲାଗିବ ।

ଏହି ଉପଚାର କରିବା ସହିତ ଆପଣଙ୍କୁ ନିଜ ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଅଧିକ ତେଲ ଓ ମସଲାରୁ ପ୍ରସ୍ତୁତ ଜଙ୍କଫୁଡ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ଏହା ସହିତ ପ୍ରତିଦିନ ଏକ୍ସରସାଇଜ କରିବା ମଧ୍ୟ ନିହାତି ଉଚିତ । ଦେଖିବେ ଆପଣ କିଛି ଦିନ ଭିତରେ ସଂପୂର୍ଣ୍ଣ ସ୍ଲିମ ଓ ଫିଟ୍ ଶରୀରଟିଏ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *