Jyotish Shastra- କଣ ଆପଣଙ୍କ ନାମ ବି S, R, B, P, M, N ଅକ୍ଷର ରୁ ଆରମ୍ଭ ହେଉଛି ? ତ ଆପଣଙ୍କ ପାଇଁ ବଡ଼ ଖୁସି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଏହା ଜାଣିଛୁ ଯେ, ଆମ ଜୀବନ ରେ ଯେଉଁ ସବୁ ପରିବର୍ତ୍ତନ ହେଉଛି ତାହାର ସମ୍ବନ୍ଧ ମୁଖ୍ୟତଃ ଗ୍ରହର ଚଳନ ଦ୍ଵାରା ହେଉଛି । ଆଜି ର ସମୟରେ ସମସ୍ତଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ।

ଆମ ଜୀବନରେ କେତେ ପ୍ରକାର ସମସ୍ୟା ଓ ଖୁସି ବି ଆସିଥାଏ । ଯାହା ଗ୍ରହର ପରିବର୍ତ୍ତନ ଦ୍ୱାରା ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି କୌଣସି ଅଲଗା ପରିଚୟ ନେଇ ଜନ୍ମ ହୋଇ ନଥାଏ । କିନ୍ତୁ ସେହି ବ୍ୟକ୍ତି ର ରାଶି ଓ ଗ୍ରହ ର ପରିବର୍ତ୍ତନ ତା’ର ଜୀବନ ଶୈଳୀ କୁ ଭିନ୍ନ ବନାଇଥାଏ । ରାଶି ଓ ଗ୍ରହ ପରି ଜଣେ ବ୍ୟକ୍ତି ର ନାମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ବ୍ୟକ୍ତି ର ନାମ ଦ୍ୱାରା ହିଁ ତା’ର ପରିଚୟ ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ନାମ ଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅନ୍ୟ ଙ୍କ ଠାରୁ ଭିନ୍ନ ଓ ଖାସ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘S’ । ଏହି ନାମର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଯାହାଦ୍ୱାରା ଲୋକମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ଲାଜକୁରା ଓ ଗମ୍ଭୀର ହୋଇଥାନ୍ତି । କିନ୍ତୁ ପ୍ରପୋଜ କରି ପାରନ୍ତି ନାହିଁ । ଏହି ନାମର ବ୍ୟକ୍ତି ମସ୍ତିଷ୍କ ରୁ ତେଜ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ମନ ରୁ ଖରାପ ହୋଇ ନଥାନ୍ତି । କିନ୍ତୁ ଏମାନଙ୍କ କଥା କହିବା ଶୈଳୀ ଏମାନଙ୍କୁ ଅନ୍ୟ ମାନଙ୍କ ଆଗରେ ଖରାପ ବନାଇ ଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, ‘R’ । ଏହି ନାମର ବ୍ୟକ୍ତି ଅଧିକ ସୋସିଆଲ ଲାଇଫ ବଞ୍ଚିବା ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଜୀବନ ରେ ଧନ ର ଆଦୋୖ ଅଭାବ ନଥାଏ । ଏହି ନାମର ବ୍ୟକ୍ତି ଙ୍କ ପାଇଁ ପରିବାର ର ସବୁଠାରୁ ଅଧିକ ମହତ୍ତ୍ଵ ରହିଛି । ଏମାନେ ଏଭଳି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ଯାହା କେହିବି କରି ନାହାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, ‘B’ । ଏମାନେ ଜୀବନରେ ସର୍ବଦା ନୂଆନୂଆ ରାସ୍ତା ଖୋଜିବାରେ ବ୍ୟସ୍ତ ରୁହନ୍ତି । ଏମାନେ ସଂକୋଚିତ ସ୍ଵଭାବ ର ଅଟନ୍ତି । ଖୁବ ଶୀଘ୍ର ଏମାନେ କାହା ସହିତ ମିଶି ପାରନ୍ତି ନାହିଁ ଏବଂ ଅଧିକ ବନ୍ଧୁ ମଧ୍ୟ କରନ୍ତି ନାହିଁ । ଏମାନଙ୍କୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ ଏବଂ ଏମାନେ ସେନ୍ସିଟିଭ ସ୍ଵଭାବ ର ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି, ‘P’ । ଏହି ନାମର ବ୍ୟକ୍ତି ନିଜକୁ ହିଁ ସବୁଠାରୁ ଅଧିକ ଭଲ ପାଆନ୍ତି । ଏମାନେ ମୁକ୍ତ ବିଚାର ର ଅଟନ୍ତି । ଏମାନଙ୍କୁ ସବୁଠାରୁ ସୁନ୍ଦର ଜୀବନସାଥୀ ମିଳିଥାଏ । ଏମାନେ ସର୍ବଦା ନିଜ ଜୀବନସାଥୀ ଙ୍କ ସାଥ ଦେଇଥାନ୍ତି । ଏହି ନାମର ବ୍ୟକ୍ତି ସବୁ କାର୍ଯ୍ୟ କୁ ପର୍ଫେକ୍ଟ ଭାବରେ କରନ୍ତି । ଏମାନଙ୍କ ସ୍ଵଭାବ ଅନ୍ୟ ଙ୍କ ଠାରୁ ଅଳ୍ପ ଭିନ୍ନ ହୋଇଥାଏ । ଏମାନେ ବହୁତ କେୟାରିଂ ଅଟନ୍ତି ।

୫. ବନ୍ଧୁଗଣ ପଞ୍ଚମ ଅକ୍ଷର ଟି ହେଉଛି, ‘M’ । ଏହି ନାମର ବ୍ୟକ୍ତି କେବେବି ନିଜର ସମସ୍ୟା ଅନ୍ୟ କୁ କୁହନ୍ତି ନାହିଁ ଏବଂ ଏଥିପାଇଁ ଏମାନଙ୍କୁ ହଇରାଣ ମଧ୍ୟ ହେବାକୁ ପଡ଼ିଥାଏ । ଏମାନେ ନିଜ ପରିବାର କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ବ୍ୟକ୍ତି ଖର୍ଚ୍ଚ କରିବା ପୂର୍ବରୁ କେବେବି ଭାବି ନଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ ଅଟନ୍ତି ।

୬. ବନ୍ଧୁଗଣ ଷଷ୍ଠ ଅକ୍ଷର ଟି ହେଉଛି, ‘N’ । ଏହି ନାମର ବ୍ୟକ୍ତି କେତେବେଳେ କଣ କରିବା ଉଚିତ ତାହା ସ୍ୱୟଂ ମଧ୍ୟ ଜାଣି ନଥାନ୍ତି । ଏହି ବ୍ୟକ୍ତି ମାନେ କେବେବି ଅନ୍ୟ ସହିତ ଯୁକ୍ତି ତର୍କ କରିବାରେ ସମୟ ବର୍ବାଦ କରନ୍ତି ନାହିଁ । ଏହି ନାମର ବ୍ୟକ୍ତି ଙ୍କ ଜୀବନ ରେ କୌଣସି ଜିନିଷ ର ଅଭାବ ରହିନାହିଁ । ଏମାନଙ୍କ ପାଖରେ ଏଭଳି ଏକ ବ୍ୟକ୍ତିତ୍ବ ରହିଛି ଯାହା ସାମ୍ନା ଲୋକଙ୍କୁ ବହୁତ ଶୀଘ୍ର ପ୍ରଭାବିତ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *