Health Tips- କାହିଁକି ହୋଇଥାଏ ପିରିୟଡ୍ସ ? ଏହା ଦ୍ଵାରା ଶରୀରରେ ଦେଖାଦିଏ କେଉଁ ସବୁ ପରିବର୍ତ୍ତନ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ଦମ୍ପତି ବିବାହ ପରେ ସନ୍ତାନ ପ୍ରାପ୍ତିର ଇଛା ରଖିଥାନ୍ତି । ଘର ପରିବାର ମଧ୍ୟ ଦମ୍ପତିଙ୍କୁ ବିବାହର ବହୁତ ଶୀଘ୍ର ହିଁ ସନ୍ତାନ ପ୍ରାପ୍ତି ବାଧ୍ୟ କରିଦେଇଥାନ୍ତି । ତେବେ ସନ୍ତାନ ତ ସମସ୍ତଙ୍କୁ ଦରକାର ହୋଇଥାଏ । ଏହି ସନ୍ତାନ ହେବା ପାଇଁ ଯେଉଁ ସବୁ ପ୍ରକ୍ରିୟା ତଥା ପିରିଅଡ୍ସ  ମହିଳା ଶରୀରରେ ହୋଇଥାଏ । ସେହି ବିଷୟରେ ସବିଶେଷ ଆଲୋଚନା କରିବା ।

ପିରିଅଡ୍ସ,,ମେନ୍ସଟୃଏସନ ବା ମାସିକ ଧର୍ମ ଏହା ପ୍ରତ୍ଯେକଟି ମହିଳାଙ୍କ ଶରୀରରେ ମାସକୁ ମାସ ହେଉଥିବା ଏକ ସାଧାରଣ ପ୍ରକ୍ରିୟା ହୋଇଥାଏ । ମହିଳାଙ୍କ ଶରୀରରେ ଥିବା ୨ ଟି ଓଭାରୀ ରହିଥାଏ । ସେଥିମଧ୍ୟରୁ କୌଣସି ଗୋଟିଏରୁ ଅଣ୍ଡା ସୃଷ୍ଟି ହୋଇଥାଏ । ତାପରେ ଅଣ୍ଡାଟି ମ୍ଯାଚର ହେଲା ପରେ ସେ ସେ ଓଭାରୀରୁ ବାହାରି ଟ୍ଯୂବ ମାଧ୍ୟମରେ ଆସି ଗର୍ଭାଶୟରେ ପହଞ୍ଚିଥାଏ ।

ତେବେ ଅଣ୍ଡା ଗର୍ଭାଶୟରେ ଥିବା ସମୟରେ ଯଦି ସେହି ମହିଳା ପୁରୁଷ ସହିତ ଶାରୀରିକ ସମ୍ପର୍କ ବନାଇଥାଏ । ତେବେ ମହିଳାର ଗର୍ଭାଶୟରେ ଥିବା ଅଣ୍ଡା ସହିତ ପୁରୁଷର ସ୍ପମ ସହିତ ମିଶି ଫର୍ଟିଲାଇଜେସନ ପ୍ରକ୍ରିୟା କରିଥାନ୍ତି । ଯେଉଁଥିରୁ ମହିଳା ଗର୍ଭବତୀ ହୋଇଥାଏ । ଯଦି ଗର୍ଭାଶୟରେ ଅଣ୍ଡା ଥିବା ସମୟରେ ଫର୍ଟିଲାଇଜେସନ ପ୍ରକ୍ରିୟା ହୋଇନଥାଏ ।

ତେବେ ଫର୍ଟିଲାଇଜେସନ ହୋଇନଥିବା ଅଣ୍ଡାଟି ବାହାରକୁ ଆସିଯାଇଥାଏ । ତାପରେ ମହିଳାର ପିରିଅଡ୍ ହୋଇଥାଏ ବୋଲି କୁହାଯାଇଥାଏ । ତେବେ ମହିଳାର ପ୍ରତି ମାସରେ ୨ ଟି ଅଭାରୀରୁ ମଧ୍ୟରୁ କୌଣସି ଗୋଟିଏ ଓଭାରୀରୁ ଗୋଟିଏ ହିଁ ଅଣ୍ଡା ରିଲିଜ ହୋଇଥାଏ । ଯଦି ସେହି ସମୟରେ ପୁରୁଷ ମହିଳା ଶାରୀରିକ ସମ୍ପର୍କ ବନାଇଥାନ୍ତି ।

ତେବେ ତାହା ଦ୍ଵାରା ମହିଳା କନସିବ କରିଥାଏ । ନଚେତ ଯଦି ଅଣ୍ଡା ଫର୍ଟିଲାଇଜେସନ ହୋଇପାରିନଥାଏ । ତେବେ ତାହା ମହିଳାର ଶରୀରରୁ ବ୍ଲଡ଼ ହୋଇ କିଛି କିଛି କରି ବ୍ଲିଡିଙ୍ଗ ହୋଇଥାଏ । ପ୍ରାୟତଃ ୫୦ ରୁ ୬୫ ମିଳିଲିଟର ବ୍ଲଡ଼ ହିଁ ବ୍ଲିଡିଙ୍ଗ ହୋଇଥାଏ । ତେବେ ତାହାକୁ ହିଁ ମହିଳାର ମେନ୍ସଟୃଏସନ ବା ପିରିଅଡ୍ସ କୁହାଯାଇଥାଏ ।

ତେବେ ଏହା ମହିଳା ଶରୀରରେ ପ୍ରତ୍ଯେକ ମାସରେ ହେଉଥିବା ସାଧାରଣ ଏକ ପ୍ରକ୍ରିୟା ହିଁ ହୋଇଥାଏ । ତେବେ ମହିଳା ପିରିଅଡ୍ସ ସମୟରେ ଯଦି ଅଧିକ ଅସୁସ୍ତି ଅନୁଭବ କରିନଥାଏ । ତେବେ ଏହି ସମୟରେ ଉଭୟ ମହିଳା ଓ ପୁରୁଷ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ମଧ୍ୟ କିଛି ଅସୁବିଧା ହୋଇନଥାଏ । ଏହା ସହିତ ମହିଳା ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ଆରାମରେ କରିପାରିବ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *