Ajira Upadesha- 5 ଟି ତୁଳସୀ ପତ୍ର ଘରର ଏହି ଜାଗାରେ ରଖି ଦିଅନ୍ତୁ, ଟଙ୍କାର ଅଭାବ ରହିବ ନାହିଁ, ଘରକୁ ଆସିବ ଧନ ସମ୍ପତି ସୁଖ ଓ ସୌଭାଗ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ନିଜର ଜୀବନରେ ସଫଳ ବ୍ୟକ୍ତିତ୍ବଟିଏ ହେବା ପାଇଁ ଚାହିଁଥାଏ । ନିଜ ଘରକୁ ଧନଧାନ୍ୟରେ ଭରିବା ସହ ଘରର ସୁଖ ସମୃଦ୍ଧି ବଢାଇବା ପାଇଁ ଚାହିଁଥାଏ । ତେବେ ନିଜର ତଥା ନିଜ ପରିବାରର ଉନ୍ନତି କରିବା ପାଇଁ ଚାହୁଁଥିଲେ । ନିହାତି ଭାବେ ଏହି ୨ ଟି ଅନୁଚିନ୍ତା ବା ଉପାୟକୁ କରନ୍ତୁ । ଦେଖିବେ ଘର ଅର୍ଥ ଜନିତ ସମସ୍ଯାର ଦୂରୀକରଣ ହୋଇବ ।

ଘର ଉପରେ ମା’ ଲକ୍ଷ୍ମୀଙ୍କର ଶୁଭ କୃପା ପଡିବ । ବନ୍ଧୁଗଣ ତୁଳସୀ ଗଛର ଉପକାରୀତା ସମ୍ପର୍କ ବିଷୟରେ ତ ବହୁତ ଲୋକ ଅବଗତ ଥାଆନ୍ତି । ଯେପରି କହିବାକୁ ଗଲେ ତୁଲସୀ ପତ୍ରର ଔଷଧୀୟ ଗୁଣାବଳୀ ସହ ଆଧ୍ୟାତ୍ମିକ ଚମତ୍କାରୀତା ମଧ୍ୟ ଘର ପାଇଁ ଅନେକ ରହିଥାଏ । କାରଣ ଯେଉଁ ଘରେ ମା’ ବୃନ୍ଦାବତୀଙ୍କର ଥାପନା କରାଯାଇ ତୁଳସୀ ପୂଜନ କରାଯାଇଥାଏ । ସେହି ଘର ପାଇଁ ବହୁତ ହିଁ ମଙ୍ଗଳ ହୋଇଥାଏ ।

କାରଣ ଭଗବାନ ନାରାୟଣଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ବସ୍ତୁ ହୋଇଥାଏ । ଯେଉଁ ମାନେ ନିଜ କାର୍ଯ୍ୟ କ୍ଷେତ୍ର ବା ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଥାନ୍ତି । ସେମାନେ ଏହି ପବିତ୍ର ତୁଳସୀକୁ ନେଇ ଏକ ବିଶେଷ ମହତ୍ଵପୂର୍ଣ୍ଣ ଉପଚାରଟିଏ ନିହାତି କରନ୍ତୁ । ଗୋଟିଏ ନାଲି କପଡାରେ ୫ ଟି ତୁଳସୀ ପତ୍ର ରଖି ତାହାକୁ ବାନ୍ଧି ଦିଅନ୍ତୁ ।

ତାପରେ ବ୍ୟକ୍ତି ନିଜର ବ୍ୟବସାୟ କ୍ଷେତ୍ରରେ ଯେଉଁ ଜାଗାରେ ଟଙ୍କା ରଖୁଥିବ । ସେହି ଟଙ୍କା ରଖିବା ବାସ୍କରେ ଏହି ନାଲି କପଡାରେ ବନ୍ଧା ହୋଇଥିବା ତୁଳସୀକୁ ନେଇ ରଖନ୍ତୁ । ତାପରେ ମା’ ବୃନ୍ଦାବତୀଙ୍କର ମନରେ ସ୍ମରଣ କରନ୍ତୁ । ଘରକୁ ଯିବା ସମୟରେ ସେହି ତୁଳସୀକୁ ସାଥିରେ ନେଇକି ଜାଆନ୍ତୁ । ଦେଖିବେ ଆପଣଙ୍କର ନିହାତି ଭାବରେ ବ୍ୟବସାୟରେ ଲାଭ ହୋଇପାରିବ ।

ଏହିପରି ସବୁବେଳେ କରିବା ଦ୍ଵାରା ମା’ ବୃନ୍ଦାବତୀଙ୍କ କୃପାରୁ ବ୍ୟବସାୟରେ ନିହାତି ଭାବରେ ଉନ୍ନତି ପ୍ରାପ୍ତ ହୋଇବ । ତୁଳସୀ ପତ୍ରକୁ ନେଇ ଦିତୀୟ ଉପଚାରଟି ହେଉଛି । ସକାଳୁ ଉଠି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଘର ଦ୍ଵାରା ପରିଷ୍କାର କରି ଦିଅନ୍ତୁ । ତାପରେ ନିତ୍ୟାଦି କାର୍ଯ୍ୟ ସାରି ଘରର ଦ୍ଵାରକୁ ପାଣିରେ ଧୋଇ କିମ୍ବା ପୋଛି ପରିଷ୍କାର କରନ୍ତୁ ।

ତାପରେ ଏକ ଜଳ ଭର୍ତ୍ତି ପାତ୍ରରେ ୫ ଟି ତୁଳସୀ ପକାଇ ତାହାକୁ ଦୁଆର ବନ୍ଧରେ ରଖନ୍ତୁ । ଏପରି କରିବା ଦ୍ଵାରା ଘରର ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଯାଇଥାଏ । ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *