Tarot Card Reading- ଜଣଙ୍କ ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

ବନ୍ଧୁଗଣ ଆପଣଙ୍କ ପର୍ସନ ଙ୍କ କରେଣ୍ଟ ଏନର୍ଜି କଣ ରହିଛି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆସନ୍ତୁ ଜାଣିବା ଯାହା ଆଜିର ଆମର ବିଷୟ ବସ୍ତୁ ରହିଛି । ଆପଣଙ୍କ ପର୍ସନ ଙ୍କ କଣ ଏନର୍ଜି ରହିଛି, ସେ ଆପଣଙ୍କ ବିଷୟାରେ କଣ ଧାରଣା ରଖୁଛନ୍ତି, ସେ ଆପଣଙ୍କର କେମିତି କେୟାର ନେଉଛନ୍ତି । ଆପଣ ୫ ଜଣ ଲୋକଙ୍କ ପାଇଁ ଅଲଗା ଅଲଗା କରି ଦେଖିପାରନ୍ତି । ତେଣୁ ୫ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ଚୁଜ କରନ୍ତୁ ।

ଆଉ ଜାଣନ୍ତୁ ଆପଣଙ୍କ ପର୍ଶନ ଙ୍କ ମନରେ କଣ ଚାଲିଛି । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଫିଲିଙ୍ଗ୍ସ ରହିଛି ଆସନ୍ତୁ ଜାଣିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ତାଙ୍କୁ କାହିଁକି ଏକା ଛାଡି ଦେଲେ ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କୁ ନେଇ ଦୁଖୀ ଅଛନ୍ତି ମିସ କରୁଛନ୍ତି । ସେ ଆପଣଙ୍କୁ ଭୁଲିପାରୁ ନାହାନ୍ତି । ବହୁତ ପସନ୍ଦ କରୁଛନ୍ତି କେୟାର ନେଉଛନ୍ତି ସେ ଆପଣଙ୍କର । ସେ ଆପଣଙ୍କର ଲଭ ପାର୍ଟନର ଅଟନ୍ତି । ସେ ଆପଣଙ୍କ ପାଇଁ ପଜେଟିଭ ଅଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଏକ ଲଭ ବା ଏଞ୍ଜଲ ଭାବେ ଦେଖୁଛନ୍ତି । ସେ ଆପଣଙ୍କୁ ପରିବାରର ମୁଖ୍ୟ ସଦସ୍ୟ ଭାବୁଛନ୍ତି । ଜୀବନରେ ଆପଣଙ୍କ ଛଡା କିଛି ଭାବୁ ନାହାନ୍ତି କି ଆଗକୁ ବଢିପାରିବେ ନାହି ଆପଣଙ୍କ ପର୍ଶନ । ଆପଣ ତାଙ୍କ ଜୀବନର ସାହାରା ହେବ ସହ ଆପଣଙ୍କ ତାଙ୍କର ଆରମ୍ଭ ଓ ଶେଷ ଏମିତି ସେ ଭାବୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ଆଶା ଭାବେ ଦେଖୁଛନ୍ତି । ଏମିତି କିଛି ଆପଣଙ୍କ ରିଲେସନରେ ଯାହା ପାଇଁ ଦୂରତା ବଢିଯାଇଛି । ଆପଣ ନିସ୍ପତି ଭାବି ଚିନ୍ତି ନେଇଥାନ୍ତି । ଲୋକଙ୍କ ହିସାବରେ ଚାଲୁଛନ୍ତି ଆପଣ । ଆପଣ ଲମ୍ବା ସମୟରୁ ରିଲେସନରେ ଅଛନ୍ତି କିନ୍ତୁ ଆପଣ ଦୁହେଁ ପରସ୍ପରକୁ ସମୟ ଦେଇ ନାହାନ୍ତି । ସେ ଆପଣଙ୍କ ଠାରୁ ଆଶା ରଖିଛନ୍ତି ଯାହା ହୋଇପାରି ନାହି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ଓ ସମ୍ପର୍କକୁ ସମୟ ଦେବାକୁ ଚାହୁଁଛନ୍ତି । ସେ ଆପଣଙ୍କର ଲଭ ବା ଲାଇଫ ପାର୍ଟନର ହୋଇପାରନ୍ତି । ସେ ନିଜକୁ ସାଇଡ କରି ରଖିଛନ୍ତି ଆଉ ଆପଣ କଣ ଚାହୁଁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି । ସେ ଭାବୁଛନ୍ତି ଆପଣ କେଉଁ ସ୍ଟେପ ନେବେ ଆଗାମୀ ସମୟରେ ସ୍ଥିତି କଣ ହେବ ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ଠାରୁ ବହୁତ ଆଶା ରଖିଛନ୍ତି ଆପଣଙ୍କ ପର୍ସନ କିନ୍ତୁ ଆପଣ ସେମିତି କରୁ ନାହାନ୍ତି । ସେ ନିରାଶ ଅଛନ୍ତି । ଆପଣ ଜୀବନରେ ଧିମା ଅଛନ୍ତି ଯାହା ତାଙ୍କୁ ପସନ୍ଦ ନୁହେଁ । ଆପଣ ଜୀବନରେ ନିଜ ହିସାବରେ କିଛି କରିପାରିବେ ନାହି । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *