କଣ କରଜ ସୁଝି ପାରୁ ନାହାଁନ୍ତି ? ଆଜି ହିଁ ହନୁମାନ ମନ୍ଦିରରେ କରନ୍ତୁ ଏହି 1 ଉପାୟ, କରଜ ରୁ ପାଇବେ ମୁକ୍ତି

ଅନେକ ସମୟରେ ଆମେ କରଜ ନେଇ ସାରିବା ପରେ କିପରି ତାକୁ ଶୁଝିବୁ ଚିନ୍ତାରେ ପଡିଯାଉ । କରଜ ନେବା ସମୟରେ କେତେ ଗୁଡିଏ ବିଷୟ ରହଛି ଯାହା ଆମେ ଅଣଦେଖା କରି ଦେଉ । ଯାହା ଫଳରେ ପରେ ବିପଦରେ ପଡିଥାଉ । କେବେ ମଧ୍ୟ ଶନିବାର ଦିନ ଭୁଲରେ କରଜ ନିଅନ୍ତୁ ନାହିଁ କିମ୍ବା ମାସର ୮, ୧୭ ଓ  ୨୬ ତାରିଖରେ ମଧ୍ୟ କରଜ ନିଅନ୍ତୁ ନାହିଁ କି କୌଣସି କରଜ ପତ୍ରରେ ସାଇନ କରନ୍ତୁ ନାହିଁ ।

କାରଣ ଶନିବାର ଦିନ ନେଇଥିବା କରଜ କେବେ ଶେଷ ହୁଏ ନାହିଁ ଓ ୮ ଅଙ୍କ ଶନିଙ୍କ ଅଙ୍କ ଅଟେ । ଏହି ଦିନ ମାନଙ୍କରେ କରଜ ନେଲେ ଆପଣ ସର୍ବଦା ଚିନ୍ତିତ ରହିବେ । ଯଦି ଆପଣ କରଜକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ପାନ ପତ୍ରର ଏକ ଛୋଟ ପ୍ରୟୋଗ ବିଷୟରେ କହିବୁ । ଯାହା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇ ପାରିବେ ।

ଧନ ସମସ୍ଯା ଦୂର କରିବାରେ ପାନ ପତ୍ର ଜାଦୁ ଭଳି କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ କରଜ ଶୁଝିବାର କୌଣସି ରାସ୍ତା ଦେଖା ଯାଉ ନାହିଁ, ତେବେ ପାନ ପତ୍ରର ଏପରି ପ୍ରୟୋଗ କରନ୍ତୁ । ଧ୍ୟାନ ରଖନ୍ତୁ ଆପଣ ଯେଉଁ ପାନ ପତ୍ର ବ୍ୟବହାର କରିବେ ତାହା ଯେପରି କଟି ନ ଥିବ ଓ ଏକଦମ ଗୋଟା ଏବଂ ସୁନ୍ଦର ଥିବା । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସ୍ବଚ୍ଛ ହୋଇ ପାନ ପତ୍ରରେ ଦୁଇରୁ ତିନୋଟି ଲବଙ୍ଗ ଓ ଗୋଟିଏ ଗୁଜୁରାତି ଦେଇ ଭାଙ୍ଗି ଦିଅନ୍ତୁ ଓ ଏହାକୁ ହନୁମାନ ମନ୍ଦିରରେ ଚଢାଇ ଦିଅନ୍ତୁ ।

ସେଦିନ ଆମିଷ ଭୋଜନ କରିବେ ନାହିଁ । ଏପରି ୩ ମାସ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କୁ ଶୀଘ୍ର କରଜ ଶୁଝିବାର ରାସ୍ତା ମିଳିଯିବା । ଯଦି ଆପଣ ଖୁବ ଜଟିଳ ଭାବେ କରଜରେ ବୁଡି ରହିଛନ୍ତି ଓ ସେଥିପାଇଁ ଆପଣ ବିବାହ କରି ପାରୁ ନାହାନ୍ତି, ଘର ବନେଇ ପାରୁ ନାହାନ୍ତି, ଘରେ ସମସ୍ଯା ଦେଖା ଦେଉଛି ଏପରି ବିଭିନ୍ନ ପ୍ରକାର ସମସ୍ଯା ଦେଖା ଦେଉଛି ତେବେ ମଙ୍ଗଳବାର ଦିନ ପାନ ପତ୍ରର ଆଉ ଗୋଟିଏ ପ୍ରୟୋଗ ମଧ୍ୟ କରି ପାରିବେ ।

ଏକ ସୁନ୍ଦର ପାନ ପତ୍ର ନେଇ ଡେମ୍ଫ ଛିଣ୍ଡାଇ ତାର ପଛ ପଟେ ଦୁଇଟି ଲବଙ୍ଗ ରଖିବେ ଓ ଏହାକୁ ଦୁଇ ହାତରେ ଧରି ନେଇ ପ୍ରବାହିତ ହେଉଥିବା ଜଳରେ ଭସାଇ ଦେବେ ଓ ହାତ ଯୋଡି ସମସ୍ଯା ସମାଧାନ ନିମନ୍ତେ ପ୍ରାର୍ଥନା କରିବେ । ଦେଖିବେ ୨-୩ ମାସ ମଧ୍ୟରେ ବହୁଥିବା ପାଣି ସହ ଆପଣଙ୍କର ସମସ୍ତ ସମସ୍ଯା ମଧ୍ୟ ସମାଧାନ ହୋଇଯିବ ।

କରଜରୁ ମୁକ୍ତି ନିମନ୍ତେ ମଙ୍ଗଳବାର ଦିନ ରାତିରେ ଆଉ ଏକ ବିଶେଷ ପ୍ରୟୋଗ ମଧ୍ୟ କରି ପାରିବେ । ଏହି ପ୍ରୟୋଗ କରିବା ଦିନ ସାତ୍ତ୍ଵିକ ଭୋଜନ କରନ୍ତୁ ଓ ସନ୍ଧବ ଲୁଣ ଖାଦ୍ଯରେ ପ୍ରୟୋଗ କରନ୍ତୁ । ରାତି ୧୧ଟା ରୁ ୧ଟା ମଧ୍ୟରେ ସ୍ନାନ କରି ହନୁମାନଙ୍କ ନିକଟରେ ସୋରିଷ କିମ୍ବା ଘିଅର ଏକ ଦୀପ ଜଳାଇ ହନୁମାନଙ୍କ ନିକଟରେ ବସି ୧୧ଥର ହନୁମାନ ଚାଳିଶା ପାଠ କରନ୍ତୁ ଓ ଏହିପରି ଭାବେ ଆପଣ ୧୧ଟା ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ ।

ଦେଖିବେ କରଜରୁ ଶୀଘ୍ର ମୁକ୍ତି ପାଇବେ । ମଙ୍ଗଳବାର ସନ୍ଧ୍ୟା ସମୟରେ ହନୁମାନଙ୍କୁ ଲାଲ ଫୁଲ ମଧ୍ୟ ଅର୍ପଣ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *