ଘରେ ମଶା, ମୂଷା ଓ ଝିଟିପିଟି ଅଧିକ ହେଉଥିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆହୁରି 10ଟି ଅନୁଚିନ୍ତା

ଆପଣ ଯଦି ମାନଶୀକ ଚିନ୍ତାରେ ଅଛନ୍ତି ତେବେ ଆପଣ ଯେତେ ଅଧିକା ହେଉଛି ପାହାଚରେ ଚାଳନ୍ତୁ । ଦେଖିବେ ଆପଣଙ୍କ ଚିନ୍ତା ଦୂର ହୋଇଥାଏ । ଅଧିକ ଧୂମ୍ରପାନ କରିବା ଦ୍ଵାରା ଶରୀର ରେ ରକ୍ତ ସଞ୍ଚାଳନ ରେ ବାଧା ପ୍ରାପ୍ତି ହୁଏ ଏବଂ ଯୌନ କ୍ଷମତା ହ୍ରାଶ ପାଏ । ଆପଣ ମାନେ ସବୁ ବେଳେ ସକାଳୁ ଉଠି ଅଧିକ ଖାଇବା ଉଚ୍ଚିତ ଅଟେ । ଏହା ପରେ ଆପଣ ଦିନ ରେ ଆପଣ କମ ଖାଇବା ଉଚ୍ଚିତ ଓ ରାତିରେ ଖୁବ କମ ଖାଇବା ଉଚ୍ଚିତ ।

ଏହା ଆପଣ ଙ୍କୁ ସୁସ୍ଥ ଶରୀର ଦେଇ ଥାଏ । ବିନା ତକିଆ ରେ ଶୋଇବା ଭଲ ଅଟେ ଏହା କାଟିବା ଦ୍ଵାରା ଆପଣଙ୍କ ମେରୁଦଣ୍ଡ ସୃଦୁଢ ହେବା ପରେ ଏହା ଆପଣ ଅଣ୍ଟା ଦରଜ କୁ ମଧ୍ୟ ଭଲ କରି ଥାଏ । ସକାଳୁ ଆସୁଥିବା ସୂର୍ଯ୍ୟ କିରଣରେ ଆପଣ କିଛି ସମୟ ରହିବା କଥା । ସୂର୍ଯ୍ୟ କିରଣ ଅଧିକ ମାତ୍ରା ରେ ଶରୀର ଉପରେ ପଡିଲେ ମାନଶୀକ ଅବଶାଦ ଦୂର ହୁଏ ଏବଂ କାର୍ଯ୍ୟ ଦକ୍ଷତା ବଢେ ।

ରାତିରେ ବାମ ପାର୍ଶ୍ଵ ମାଡି ଶୋଇବା ଦ୍ଵାରା ଆମ ଶରୀର ରୁ ସବୁ ଦୂଷିତ ପଦାର୍ଥ ପରିସ୍ରାରେ ସହଜରେ ବାହାରିଯାଏ ଏବଂ ଲିଭର ସୁସ୍ଥ ରହେ । ରାତିରେ ଯଦି ନିଦ ହଉ ନଥାଏ ତେବେ ୯୯ ଠାରୁ ୧ ପର୍ଯ୍ୟନ୍ତ ମନରେ ଓଲଟା ଗଣନ୍ତୁ ଶୀଘ୍ର ନିଦ ହୋଇଥାଏ । ଆପଣଙ୍କ ଆଖିରେ ଯଦି କିଛି ରୋଗ ଥାଏ । ତେବେ ଏହା କୁ ଆପଣ ତ୍ରିଫଳା ପାଣିରେ ଧୋଇଲେ ଆଖିର ସମସ୍ଯା ଦୂର ହୋଇ ଜୀବ ।

ଗୁଆ ଘିଅକୁ ନାକରେ ୩ ବୁନ୍ଦା ଗରମ କରି ପକେଇବା ଦ୍ଵାରା ଆପଣ ଙ୍କ ମୁଣ୍ଡ ବିନ୍ଧା କମିବା ସହ ଆପଣଙ୍କ ନାକ ମଧ୍ୟ ଭଲ ରହେ ଆଖି ଭି ଭଲ ରହିଥାଏ । ପ୍ରତେକ ଦିନ କାନ, ପେଟ ଓ ମୁଣ୍ଡରେ ତେଲ ମାଳିଶ କଲେ ବାଲ ପାଚିବା ବନ୍ଦ ହୁଏ ଓ ଭଲ ନିଦ ହୁଏ ଓ ଶରୀର ସୁସ୍ଥ ରହେ ।  ବସିବା ବେଳେ ଆମେ ସିଧା ସଳଖ ହୋଇ ବସିବା ଭଲ ହୋଇ ଥାଏ ଏହା ଦ୍ଵାରା ଆପଣଙ୍କ ହାର୍ଟ ଓ ଲିଭର କୁ ଅମ୍ଳଜାନ ଭଲ ଭାବେ ପହଞ୍ଚିଥାଏ ଓ ଶରୀର ସୁସ୍ଥ ରହେ ।

ଯଦି କିଛି ଜାଗା ଆମର ଜଳି ଯାଇଥାଏ । ତେବେ ସାଙ୍ଗେ ସାଙ୍ଗେ କଦଳୀ ଚକଟି କି ଏଥିରେ ଲଗାଇ ବା ଦ୍ଵାରା ଆପଣଙ୍କ କ୍ଷତ ରେ ଫୋଟକା ହୋଇ ନଥାଏ । ପିଆଜ କୁ କାଟିକି ଯଦି ଆମେ ବଲ୍ବ ପାଖରେ ଲଗାଇଲେ ଝିଟିପିଟି ଓ ମସା ମାନେ ଦୂରେଇ ରୁହନ୍ତି । ପ୍ରତେକ ଦିନ ପାଚିଲା କଦଳୀ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହି ଥାଏ ଓ ବୁଦ୍ଧି ମଧ୍ୟ ଖୁବ ପ୍ରଖର ହୋଇ ଥାଏ।

ଆପଣ ମାନେ ଔଷଧ ଖାଇ ସାରିବା ପରେ କେବେବି ଅଙ୍ଗୁର କ୍ଷାନ୍ତୁ ନି ଏହା ଦେହ ପାଇଁ ଖୁବ ସମସ୍ଯା ସୃଷ୍ଟି କରିଥାଏ । ପିଲାମାନେ ଯଦି ଗାଡିରେ ଶୋଇବା ସମୟରେ ପରିସ୍ରା କରିଥାନ୍ତି ତେବେ ଆପଣ ମହୁ କୁ ପ୍ରତେକ ଦିନ ଶୋଇବା ପୂର୍ବ ରୁ ଖାଇବା ପାଇଁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ପିଲା  ଏହି ଅବ୍ୟାଶ ରୁ ମୁକ୍ତ ପାଇବେ । ଯଦି ଆପଣଙ୍କ କେଉଁ ଜାଗାରେ ଖଣ୍ଡିଆ କିମ୍ବା ଦରଜ ହୋଇ ଥାଏ ତେବେ ସେହି ଜାଗାରେ ଆପଣ ଚିନୀ ଲଗେଇବା ଦ୍ଵାରା ଆପଣଙ୍କ ଦରଜ ମଧ୍ୟ କମି ଯାଇଥାଏ ।

ଘରେ ମଶା ମୂଷା ଝିଟିପିଟି ଅଧିକ ହେଉଥିଲେ ପିଆଜକୁ କାଟି ଘରେ ଜଳୁଥିବା ବଲ ରେ ବାନ୍ଧିଲେ ମଶା ଝିଟିପିଟି ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *