Jyotish Shastra- ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୁକ୍ତ ଶିକ୍ଷା ଦିଆଯାଇଅଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ନୀତିଶିକ୍ଷା ଜରିଆରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀ ରେ ବସାଇଥିଲେ । ଆଜି ଆମ୍ଭେ ଜ୍ୟୋତିଷ ଶାସ୍ତ୍ର ର ବହୁତ ଅନୋଖା ଏବଂ ଅଦ୍ଭୁତ ଜ୍ଞାନ ସମ୍ବନ୍ଧରେ କହିବାକୁ ଯାଉଅଛୁ । କୁହାଯାଏ ଯେ ଗଙ୍ଗାଜଳ ଭଳି ପବିତ୍ର ସ୍ଵଭାବର ହୋଇଥାନ୍ତି ଏହି ୫ ନାମ ର ମହିଳା । ଆସନ୍ତୁ ସେମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

୧;- B ନାମ ଥିବା ମହିଳା, ଯେଉଁ ମହିଳା ଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ପାର୍ଟନର ପ୍ରତି ବହୁତ ବିଶ୍ଵସ୍ଥ ହୋଇଥାନ୍ତି । ଏହି ଝିଅ ମାନେ କୌଣସି ସ୍ଥିତି ରେ ମଧ୍ୟ ନିଜ ପାର୍ଟନର ଙ୍କ ହାତ ଛାଡନ୍ତି ନାହିଁ । ଏହା ସହିତ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ମାନାଯାଏ ।

୨;- N ନାମ ଥିବା ମହିଳା, ଯେଉଁ ମହିଳାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ପରିବାର ଏବଂ ପାର୍ଟନର ଙ୍କର ବହୁତ ଧ୍ୟାନ ରଖିଥାନ୍ତି । ମାତ୍ର ଏମାନେ କେବେ ସେଭଳି କମ କରନ୍ତି ନାହିଁ ଯାହା ଦ୍ଵାରା ନିଜ ପରିବାରର ନାମ ଖରାପ ହେଊ ଅଥବା ଏମାନଙ୍କ ପାର୍ଟନର ଙ୍କୁ କଷ୍ଟ ହେଉ । ଏହି ମହିଳା ମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।

୩;- P ନାମ ଥିବା ମହିଳା, ଯେଉଁ ମହିଳା ଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ସମ୍ପର୍କ କୁ ବାନ୍ଧି ରଖିବା ବହୁତ ଭଲରେ ଜାଣିଥାନ୍ତି । ଏହି ନାମର ମହିଳା ସମସ୍ତ ବ୍ୟକ୍ତି ଙ୍କ ଭାବନା ର ସଂପୂର୍ଣ୍ଣ ରୂପେ ଧ୍ୟାନ ରଖିଥାନ୍ତି । ଛୋଟ ହେଉ କି ବଡ ଏହି ମହିଳା ମାନେ କେବେ କାହାକୁ ଦୁଖ ପହଞ୍ଚାଇ ନଥାନ୍ତି । ସମସ୍ତଙ୍କ ସହିତ ପ୍ରେମରେ ହିଁ କଥା ହୋଇଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।

୪;- V ନାମ ଥିବା ମହିଳା, ଏହି ମହିଳା ମାନେ ସ୍ଵଭାବ ରେ ବହୁତ ସର୍ମିଳି ହୋଇଥାନ୍ତି । ମାତ୍ର ଏହାପରେ ମଧ୍ୟ ଏମାନେ ନିଜ ପରିବାର ର ମାନ ସନ୍ନମାନ ର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି । ସିଧା ଶବ୍ଦ ରେ କହିବାକୁ ଗଲେ ଏମାନେ ସବୁ ପ୍ରକାରରୁ ନିଜ ପରିବାରକୁ ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏହା ସହିତ ସେମାନଙ୍କ ଇଛା କୁ ମଧ୍ୟ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିଥାନ୍ତି ।

୫;- Y ନାମ ଥିବା ମହିଳା, ଏହିଭଳି ବହୁତ କମ ମହିଳା ରହିଥାନ୍ତି ଯାହାର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ । ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ଵଭାବ ଅନ୍ୟ ଅପେକ୍ଷା ବହୁତ ଭଲ ହୋଇଥାଏ । ଏହି ନାମର ମହିଳା ସମସ୍ତଙ୍କ ସହିତ ବହୁତ ସନ୍ନମାନ ଦେଇ କଥାବାର୍ତ୍ତା କରିଥାନ୍ତି । ଏହା ସହିତ ଏମାନେ କେବେ କାହାର ନିରାଦର କରି ନଥାନ୍ତି । ଏମାନେ ନିଜ ପାର୍ଟନର କୁ ଖୁସି ରେ ରଖିବା ନିମନ୍ତେ ସଂପୂର୍ଣ୍ଣ ଚେଷ୍ଟା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *