ପାଣି ପିଇବାର ସଠିକ ଉପାୟ ! ଏମିତି ପାଣି ପିଇ ଦେଖନ୍ତୁ ସୁନା ଭଳି ଚମକିବ ଆପଣଙ୍କ ଚେହେରା !

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ନିଜକୁ ସୁସ୍ଥ ରଖିବା ସହ ସୁନ୍ଦର ଦେଖା ଯିବା ପାଇଁ ବହୁତ ସଂଘର୍ଷ କରିବା ପାଇଁ ପଡୁଛି ବୋଲି ଆପଣ  ଭାବୁଛନ୍ତି । ଏହା ବି ଆପଣ ଭାବୁଛନ୍ତି କି ଜଳବାୟୁ ଖରାପ ହୋଇଗଲାଣି ସେଥିପାଇଁ ଏମିତି ହେଉଛି । କିନ୍ତୁ ମନେ ରଖିବେ ପ୍ରକୃତି ଆମ ପାଇଁ ବରଦାନ । ତେଣୁ ପ୍ରକୃତିରୁ ମିଳୁଥିବା ଉତ୍ସରୁ ହିଁ ଆପଣ ନିଜକୁ ସୁସ୍ଥ ଏବଂ ସୁନ୍ଦର ରଖିପାରିବେ । ସେଥିପାଇଁ ଆପଣଙ୍କୁ ଜାଣିବା ଉଚିତ ଆପଣ କିଭଳି ପାଣି ପିଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସକାଳୁ ଉଠିବା ପରେ ଆପଣ ପ୍ରତ୍ୟକ ଦିନ ବାସି ପାଣି ପିଇବା ଉଚିତ । ରାତିରେ ଆପଣ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ । ମାଟିର ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ । ଯଦି ପାରିବେ ତେବେ ଚାନ୍ଦିର ପାତ୍ରରେ ମଧ୍ୟ ପାଣି ଭର୍ତ୍ତି କରିପାରିବେ । ଆପଣ ଏହିସବୁ ପାତ୍ରରେ ରକ୍ଷା ଯାଇଥିବା ପାଣିକୁ ଯେତେ ପିଇଲେ ବି ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।

ଥଣ୍ଡା ଦିନରେ ତମ୍ବା ପାତ୍ରର ପାଣି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ସକାଳୁ ଆଖି ଖୋଲିବା ପରେ ବାସି ମୁହଁରେ ଆପଣ ପାଣି ପିଇବା ନିହାତି ଆବଶ୍ୟକ । ଆପଣଙ୍କୁ ସବୁବେଳେ ଠିଆ ହୋଇ ପାଣି ପିଇବା ଅନୁଚିତ । କେବଳ ଆପଣ ସକାଳ ସମୟରେ ଠିଆ ହୋଇ ପାଣି ପିଇପାରିବେ । ଯେଉଁ ମାନଙ୍କୁ ଅଲସର ଏବଂ ନିମୋନିଆ, ଯକ୍ଷ୍ମା ଆଦି ରୋଗ ହୋଇଥିବ ସେମାନଙ୍କୁ ଖାଲି ପେଟରେ ପାଣି ପିଇବା ଉଚିତ ନୁହେଁ ।

ପାଣି ପିଇବା ପାଇଁ ପ୍ରାୟ ଲୋକ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ । ତେଣୁ ଆପଣ ପ୍ଲାଷ୍ଟିକ ବୋତଲରେ ପାଣି ରଖି ପିଇବା ଅନୁଚିତ । ପାଣି ବହୁତ ଲୋକ ଏଏକା ନିଶ୍ଵାସରେ ଢକ ଢକ କରି ପିଇଦେଇଥାନ୍ତି । ଯାହାକି ଆପଣଙ୍କ ଶରୀର ପାଇଁ ଠି ହୋଇନଥାଏ ।

ତେଣୁ ଆପଣ ପାଣିକୁଆ ସର୍ବଦା ଚାହା ଭଳି ସିପ ସିପ କରି ଅଳ୍ପ ଅଳ୍ପ ପିଇବା ଆବଶ୍ୟକ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ । ଏହା ଫଳରେ ଆମ ପାଟିରୁ ବାହାରୁଥିବା ଭଲ ବ୍ୟକ୍ତରିଆ ଆମ ଶରୀର ଭିତରକୁ ପ୍ରବେଶ କରିଥାନ୍ତି ଏବଂ ଆମକୁ ସୁସ୍ଥ ରଖିବା ପାଇଁ ସଂଘର୍ଷ କରିଥାନ୍ତି ।

ପାଣିକୁ ଆପଣ ସକାଳୁ ସକାଳୁ ବିନା ବ୍ରସରେ ପିଇବା ଦ୍ଵାରା ହିଁ ଆପଣଙ୍କୁ ଅଧିକ ଫାଇଦା ମିଳିପାରିଥାଏ ପାଣିରୁ । ଏବଂ ପାଣି ଆପଣଙ୍କ ସ୍କିନକୁ ସତେଜ ରଖିଥାଏ । ପ୍ରାକୃତିକ ଉପାୟରେ ଆପଣଙ୍କ ଚେହରାରେ ଚମକ ଆଣିଦେଇଥାଏ । ତେଣୁ ପାଣିର ସେବନ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *