ଧନବାନ ହେବାର 10 ସହଜ ଉପାୟ ! ସ୍ଵୟଂ ମା’ ଲକ୍ଷ୍ମୀ ଆସି ଘରେ ଅବସ୍ଥାନ କରିବେ, ଘରକୁ ଏତେ ଟଙ୍କା ପଇସା ଆସିବ ଯେ ଗଣି ପାରିବେନି

ନମସ୍କାର ବନ୍ଧୁଗଣ, ଟଙ୍କା ପଇସା ତଥା ଧନ କେଉଁ ମଣିଷ ଚାହେନି ଏହି ଦୁନିଆରେ ଆପଣ ଖୋଜି ଆସିଲେ ମଧ୍ୟ ପାଇବେ ନାହିଁ । କାରଣ ଧନ ବିନା ବଞ୍ଚିବା ତ କଷ୍ଟକର ତେଣୁ ଧନ କାହାର ବା ଦରକାର ନାହିଁ । ତେଣୁ ଧନ କମାଇବା ପାଇଁ ସମସ୍ତେ ଦୌଡୁଛନ୍ତି ଜୀବନରେ । କିଛି ସଫଳ ହେଉଛନ୍ତି ତ ଆଉ କିଛି ଅସଫଳ । ସେହି ଧନ ରୋଜଗାର କରିବାରେ ଅସଫଳ ହେଉଥିବା ଲୋକଙ୍କ ପାଇଁ ରହିଛି ଏହି 10 ଉପାୟ ଯାହାକୁ ଆପଣ କରିବା ଦ୍ଵାରା ହୋଇପାରିବେ ସହଜରେ ଧନବାନ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ସବୁବେଳେ ଆପଣଙ୍କ ଘରର ଏରୁଣ୍ଡି ବନ୍ଧକୁ ପରିଷ୍କାର ଏବଂ ପବିତ୍ର କରି ରଖନ୍ତୁ । ତେଣୁ ଆପଣ ଦୁଆର ବନ୍ଧର ପୂଜା କରିବା ଆବଶ୍ୟକ । ଏହା ଫଳରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହେବ ଆପଣଙ୍କ ଘରେ । 2-  ଗାଈକୁ ଆପଣ ପ୍ରତ୍ୟକ ଦିନ ରୁଟି ଏବଂ ଗୁଡ ଖାଇବା ପାଇଁ ଦିଅନ୍ତୁ । ଆପଣ ଘରେ ବନାଉଥିବା ପ୍ରଥମ ରୁଟି ଉପରେ ଗାଈର ଅଧିକାର ହୋଇଥାଏ । ତେଣୁ ପ୍ରଥମ ରୁଟି ଗାଈକୁ ଖାଇବା ପାଇଁ ଦିଅନ୍ତୁ ।

3- ଶୁକ୍ରବାର ଦିନ ଆପଣ 5 କଉଡି, ଅଳ୍ପ କେଶର, ଚନ୍ଦିର ଏକ ମୁଦ୍ରା ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ । ଏବଂ ମାତା ଲକ୍ଷ୍ମୀଙ୍କ ସ୍ମରଣ କରି ଆପଣଙ୍କ ତିଜୋରି ତଥା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । 4- ଶୁକ୍ରବାର ଦିନ ଆପଣ ଅନ୍ନ ଦାନ ନିହାତି ଭାବରେ କରନ୍ତୁ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଘରୁ କେବେ ଲକ୍ଷ୍ମୀ ଯାଇନଥାନ୍ତି । ସର୍ବଦା ଆପଣଙ୍କ ଘରେ ରହି ଆପଣଙ୍କ ଉପରେ କୃପା ରଖିଥାନ୍ତି ।

5- ଶୁକ୍ରବାର ଦିନ ନିଶ୍ଚିନ୍ତ ଭାବରେ ଓସ୍ତ ଗଛର ପୂଜା କରନ୍ତୁ ଏବଂ ଓସ୍ତ ଗଛର ମୂଳରେ ଦୀପଟିଏ ନିଶ୍ଚୟ ଜଳାନ୍ତୁ । 6- ବୁଧବାର ଦିନ ଗଣେଶ ଭଗବାନଙ୍କ ପୂଜା କରି ଗୁଡ ଏବଂ ଚଣାର ପ୍ରସାଦ ଚଢାନ୍ତୁ । ପ୍ରସାଦକୁ ଆପଣ କନ୍ୟା ମାନଙ୍କୁ ବାଣ୍ଟିବା ସହ ନିଜେ ମଧ୍ୟ ଗ୍ରହଣ କରନ୍ତୁ । 7- ଆପଣ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମ ମାଳା ପିନ୍ଧାଇବା ସହ ତାଙ୍କ ବୀଜ ମନ୍ତ୍ର ଜପ କରନ୍ତୁ ।

8- ଦୀପାବଳି, ହୋଲି ଏବଂ ଦଶହରା ଏହି ତିନୋଟି ପର୍ବ ଭିତରୁ ଯେଉଁ ବି ପର୍ବରେ ହେଉ ନା କାହିଁକି ଆପଣଙ୍କୁ ଆପଣଙ୍କ ଘରେ ଅନୁଷ୍ଠାନ ରଖିବା ଉଚିତ । 9- ଆଖୁ ରସରେ ଶୁକ୍ରବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ଶ୍ରୀ ସୁକତମର ପାଠ କରି ଅଭିଷେକ କରିଥାନ୍ତିତାଙ୍କ ଘରେ କେବେ ମଧ୍ୟ ଦାରିଦ୍ରତା ଆସିନଥାଏ ।

10- ଆପଣ ପ୍ରତ୍ୟକ ଦିନ ଲକ୍ଷ୍ମୀ ନାରାୟଣଙ୍କୁ 108 ପଦ୍ମ ଫୁଲା ଚଢାନ୍ତୁ ନଚେତ କେବଳ ଶୁକ୍ରବାର ଦିନ ଚଢାନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ କେବଳ ଅମବାସ୍ୟା ଦିନ ମଧ୍ୟ ଚଢାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *