4 ଟି ସ୍ଥାନରେ ସିନ୍ଦୁର ଲଗାନ୍ତୁ ସ୍ଵାମୀଙ୍କ ଗୋଡରେ ବାଜିବନି କଣ୍ଟା, ଦାଂପତ୍ଯ ଜୀବନ ହେବ ସୁଖମୟ… 

ନମସ୍କାର ବନ୍ଧୁଗଣ , ସିନ୍ଦୁର ସ୍ତ୍ରୀଲୋକମାନଙ୍କ ମଥାରେ ଶୋଭନୀୟ ବିବାହ ପରେ ଏହା ସ୍ତ୍ରୀଲୋକମାନଙ୍କ ଆଭୂଷଣ ରେ ପରିଣତ ହୁଏ । ଯେପରି ଶରୀର ପାଇଁ ବସ୍ତ୍ର , ଖାଦ୍ୟ ଓ ପାନ୍ୟ ଠିକ ସେହି ପରି ସିନ୍ଦୁର ଅଟେ । କିନ୍ତୁ ଆଜିର  ମହିଳାମାନେ ପ୍ରାଚୀନ ସଭ୍ୟତା କୁ ଅପେଣାଇ ସିନ୍ଦୁର ଲଗେଇବା ପରିତ୍ୟାଗ କରୁଛନ୍ତି । ମାତ୍ର ଏହା କଣ ଆମ ସଂସ୍କୃତି  । ଶାସ୍ତ୍ର ଏହା ବିଷୟରେ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଯେ ମହିଳାମାନେ ସିନ୍ଦୁର କୁ ଛାଡି ଟିକିଲି କୁ ଲଗାଇବେ ।

ସିନ୍ଦୁର ସ୍ଵାମୀର ପ୍ରାଣ ରକ୍ଷା ଓ ଦୀର୍ଘାୟୁ ର ଚିହ୍ନ ହୋଇଥାଏ । ଆଜି ର ମହିଳାମାନେ ଯଦି ସିନ୍ଦୁର କୁ ଜୀବନ ର ଶେଷ ମୁହୁତ୍ତ ପର୍ଯ୍ୟନ୍ତ ଲଗାଇବେ , ତେବେ ସ୍ଵାମୀ ଗୋଡରେ ବାଜିବନି କଣ୍ଟା । ଅଥାର୍ଥ ସ୍ଵାମୀ ସୁରକ୍ଷିତ ଓ ସର୍ବଦା ଧନ ରେ ଭରପୁର ହୋଇ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ସିନ୍ଦୁର କୁ ଲଗେଇବା ଓ ଲଗେଇବା ସମୟରେ କେଉଁ ଦେବାଦେବୀ ମାନଙ୍କୁ ସ୍ମରଣ କରିବା  ଦ୍ଵାରା ସ୍ଵାମୀ ଦୀର୍ଘାୟୁ ରହିଥାଏ ।

ଶାସ୍ତ୍ର ଅନୁସାରେ ଚାରୋଟି ସ୍ଥାନରେ ସିନ୍ଦୁର ଲଗେଇବାର ବିଧି  ରହିଛି । 1 – ସିନଥି ବା ମଥାରେ ସିନ୍ଦୁର ଲଗେଇବା ବେଳେ ସାଗର କନ୍ୟା ଯଥା ମା ‘ ଲକ୍ଷ୍ମୀଙ୍କୁ ସ୍ମରଣ କରି ଲଗେଇବା ଦ୍ଵାରା ସ୍ଵାମୀରକେବେ ବି ଦରିଦ୍ର ହୋଇନଥାଏ , ଯେଉଁ ସ୍ତ୍ରୀମାନେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ପ୍ରତି ଦିନ  ସିନ୍ଦୁର ଧାରଣ କରନ୍ତି ତାଙ୍କ ସ୍ଵାମୀ ଅନ୍ୟ ଆଗରେ କେବେ ହାତ ପାତିନଥାନ୍ତି । ମା ‘ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

2-  କପାଳ ରେ ସିନ୍ଦୁର ଲଗେଇବା ବେଳେ ମା ‘ ଚଣ୍ଡୀ କୁ ସ୍ମରଣ କରି ମୋ ସ୍ଵାମୀକୁ ସବୁ ବେଳେ ଭଲ ରଖିବା ପାଇଁ ପ୍ରାଥନା କରିବା ଉଚିତ୍ ।  3 – କଣ୍ଟରେ ସିନ୍ଦୁର ଦେବା ବେଳେ ମା ‘ ସରସ୍ଵତୀଙ୍କୁ ସ୍ମରଣ କରି  ମା ‘ ମୋ ସ୍ଵାମୀ ମୁହଁ ରୁ କୋଣସି କଟୁ କଥା ନ  ବାହାରୁ ଓ ମୁଁ ମଧ୍ୟ ମୋ ସ୍ଵାମୀଙ୍କୁ କଟୁ କଥା ନ କୁହେ । କାରଣ ଆଧୁନିକ କଳି ଯୁଗ ରେ ସ୍ତ୍ରୀ ଓ ପୁରୁଷ ଉଭୟ ଖରାପ ଶବ୍ଦ ବ୍ୟବହାର କରି ଶାସ୍ତ୍ରୀୟ ବିଧି କି ଲଙ୍ଗନ କରାଇଥାନ୍ତି ।

ବିବାହ କୁ ସୁଖମୟ  ଭାବରେ ଚଳିବା ପାଇଁ ଆବଶ୍ୟକ ହୋଇଥାଏ ବିଶ୍ଵାସ , କଥାବାର୍ତ୍ତା ଶୈଳୀ ଓ ସତ୍ୟତା । ବୈବାହିକ ସମ୍ପକରେ ସବୁ ବେଳେ ଉଭୟ କୁ ସମ୍ମାନ ଦେବା ଉଚିତ୍ । ଯଦି କୋଣସି କାରଣଋ  ଭୁଲ ବୁଝାମୁଣା  ହୁଏ ତାଙ୍କୁ ତୁରନ୍ତ ଦୂର କରିବା ଉଚିତ୍ । ବୈବାହିକ ଜୀବନ ଚପଲ ପରି ଗୋଟାଏ  ବିନା ଆଉ ଗୋଟାଏ ର ମୂଲ୍ୟ କମି ଯାଇଥାଏ  ।

ସ୍ତ୍ରୀ ପାଖରେ ଏଭଳି ଶକ୍ତି ରହିଥାଏ ଯାହା ସ୍ଵାମୀକୁ ଯମରାଜଙ୍କ ଠାରୁ ବି ଆଣିପାରେ । ତେଣୁ ବିବାହିତ ସ୍ତ୍ରୀମାନେ ସମସ୍ତେ ସିନ୍ଦୁର କୁ ଧାରଣ କରନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *