Astrology- କିଏ ଓ କିପରି ପିନ୍ଧିଲେ କଇଁଚ ମୁଦି ପିନ୍ଧିଲେ ବହୁତ କମ୍ ଦିନରେ ମଣିଷ ହୋଇଯାଏ ଧନି 

ନମସ୍କାର ବନ୍ଧୁଗଣ , ଆମ ବିଶ୍ଵରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି । ସମୁଦ୍ର ରେ ବାସ କରୁଥିବା ଜୀବ ମଧ୍ୟ ରୁ କଇଁଚ ର ବିଶେଷ ମହତ୍ଵ ରହିଛି । ଯେଉଁ ଘରେ କଇଁଚ ର ଫଟ ବା ମୁଦି ଥାଏ ସେ ଘରେ ମା ‘ ଲକ୍ଷ୍ମୀ ସଦା ସର୍ବଦା ବାସ କରିଥାନ୍ତି । କାରଣ ଶ୍ରୀ ହରିଙ୍କ ର ଏକ ଅବତାର ହେଉଛି କଇଁଚ ।ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି    ଶ୍ରୀ ହଋ ବିଷ୍ଣୁ କଇଁଚ ଅବତାର କୁ ଧାରଣ କରି ସମୁଦ୍ରମନ୍ଥନ ର ସମସ୍ତ ସମସ୍ୟା କୁ ଦୂର କରିଥିଲେ ।

ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଏ ଯେ ଯେଉଁ ଘରେ କଇଁଚ ରହିଥାଏ ସେ ଘରେ ମା ‘ ଲକ୍ଷ୍ମୀଙ୍କ ସହିତ ଭଗବାନ ଶ୍ରୀ ହରି ଙ୍କ ଅପର କୃପା ବର୍ଷୀ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ  କଇଁଚ ବା କଇଁଚ ଫଟ କୁ ଘରେ ରଖିବା ଦ୍ଵାରା କଣ ହୋଇଥାଏ ।କୁହାଯାଏ ଯେ ଗୁରୁବାର ଦିନ କଇଁଚ କୁ ଘର କୁ ଆଣି ତାହାର ଯତ୍ନ ନେବା ଦ୍ଵାରା କଇଁଚ ଯେତେ ଯେତେ ବଢିଥାଏ । ଘରେ ଥିବା ଦୁଃଖ କଷ୍ଟ ଦୂର ହୋଇ ଧନ ର ଅଭିବୃଦ୍ଧି ହୋଇଥାଏ ।

ସମସ୍ତକ ଘରେ କଇଁଚ କୁ ରଖିବା ଆପଣଙ୍କ ପକ୍ଷେ ସମ୍ଭବ ହୋଇନପାରେ । ତେଣୁ ଆପଣମାନେ ଘରେ  ଏହାର ପ୍ରତିମା କୁ ସ୍ଥାପନ କରିପାରିବେ ।ଆପଣମାନେ ଦେଖିଥିବେ ଯେ ଦୋକାନ ଓ ଘରମାନଙ୍କ ଏହା ର ଫଟ ରଖାଯାଇଥାଏ , ଏହା ବାସ୍ତୁ ଅନୁସାରେ ରଖାଯାଏ ଓ ଏହାର ମହତ୍ଵ ରହିଛି । କଇଁଚ  ଟି ଯେକୋଣସି  ଧାତୁ ର ହେଇପାରେ , କିନ୍ତୁ ଏହାକୁ ରଖିବାର ସଠିକ  ଦିଗ ହେଉଛି ପୂର୍ବ ।

କଇଁଚ କୁ ରଖିଥିବା ପାତ୍ରରେ ପୁରୁଣା ପାଣି କୁ ବାହାର କରି ଭଲ ପାଣି ପୁରାଇବା ଠିକ ହୋଇଥାଏ । ଯେଉଁ ପାଣିରେ ଆପଣ ରଖିବେ ସେଥିରେ ଗଙ୍ଗା ଜଳ କୁ ମିଶେଇବେ । ମାତ୍ର ଯେଉଁ କଇଁଚ କୁ ଶୋଇବା କଠୋରୀ ରେ ରଖିଥିବେ ସେଥିରେ ପାଣି ଦେବା ଅନୁଚିତ୍ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ଧାତୁ ର କଇଁଚ ଶୁଭ ହୋଇଥାଏ ଓ ଏହା ନାକାରାତ୍ମକ ଊର୍ଜା କୁ ଦୂର କରି ସାକାରାତ୍ମକ ଊର୍ଜା କୁ ଆମମାନଙ୍କ ଜୀବନ ଓ ଘରେ ବଢାଇଥାଏ ।

କଇଁଚ କୁ ଘରେ ଓ ଦୋକାନମାନଙ୍କ ରେ ରଖିବା ଦ୍ଵାରା ଧନ ର ବୃଦ୍ଧି ହୋଇଥାଏ । ପିଟି ଉପରେ କଇଁଛ ବସିଥିବା ଆଣିବା ଦ୍ଵାରା ସନ୍ତାନ ନ ଥିବା ପିତାମାତା ମାନେ ସନ୍ତାନ ପ୍ରାପ୍ତ କରିଥାନ୍ତି ।ଯେଉଁମାନଙ୍କ ର ଧନର ଅଭାବ ରହିଥାଏ ସେମାନେ ପିସ୍ଥାଲ ଧାତୁ ର କଇଁଚ କୁ ରଖିବା ଦ୍ଵାରା ଧନି ହୋଇଥାନ୍ତି । 

ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ମେଣ୍ଟନ କଇଁଚ କୁ ଘରେ କିମ୍ବା ଅଫିସ ରଖିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *