ବିନା ବସ୍ତ୍ରରେ ଗାଧୋଇବା ଭଲ ନୁହେଁ କାରଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ନମସ୍କାର ବନ୍ଧୁଗଣ , ଏହି ସଂସାରରେ ଅନେକ ନିୟମମାନ ରହିଛି । ନିୟମ କୁ ପାଳନ କରିବା ଉଚିତ୍ , ମାତ୍ର ଆଜିର ଲୋକମାନେ କିଛି ନିୟମ ଗୁଡାକୁ ପାଳନ କରନ୍ତି ନାହିଁ । ସେମାନେ ପୁରାତନ ନିୟମ ଗୁଡାକୁ  ଅନ୍ଧ ବିଶ୍ଵାସ ମାନି ଥାନ୍ତି । ପ୍ରତ୍ୟେକ ଜିନିଷ ର ନିୟମ ଥାଏ ଏମିତିକି ଆମ ପ୍ରାଣର ମଧ୍ୟ ନିୟମମାନ ରହିଛି । ଇଶ୍ଵର ଏହି ସଂସାର କୁ ସୃଷ୍ଟି କରିବା ସମୟରେ ମଣିଷମାନଙ୍କୁ କିଛି ନିୟମମାନ ଦେଇଛନ୍ତି ଏବଂ ନିୟମ ଲଙ୍ଗନ କଲେ ତାହାର ପ୍ରତିଫଳ ମଧ୍ୟ ଭୋଗିବାକୁ ପଡିଥାଏ ।

ଯେବେ ଆମେ ନିୟମ କୁ ମାନିନଥାଉ ତେବେ ଆମ ଜୀବନରେ ଅନେକ ସମସ୍ୟା ଆସିଥାଏ । ଆମେ କିଛି ନିୟମ କୁ ଅଜ୍ଞାନରେ ଭାଗ୍ୟ ଥାଉ ତ ଆଉ କିଛି କୁ ଜାଣି କରିଥାଉ । ଶାସ୍ତ୍ର ରେ ଆମମାନଙ୍କ ପାଇଁ ଅନେକ ନିୟମମାନ ଦିଆଯାଇଅଛି । ଆଜି ଆମେ ତହି ମଧ୍ୟ ରୁ  ଗୋଟାଏ ନିୟମ ବିଷୟରେ ଆପଣମାନଙ୍କୁ କହିବୁ । ନିବସ୍ତ୍ର ହୋଇ ଗାଧୋଇବା ଦ୍ଵାରା କଣ ହୋଇଥାଏ ଆଜି ଆମେ ଆପଣଙ୍କୁ ଏକ ସତ୍ୟ କାହାଣୀ ମାଧ୍ୟମ ରେ କହିବୁ ।

ଶାସ୍ତ୍ର ରେ କୂଅ , ପୋଖରୀ ଓ ନଦୀ ର ସାନ୍ନ ବିଷୟରେ କୁହାଯାଇଛି । ନିବସ୍ତ୍ର ହୋଇ ସ୍ନାନ କରିବାକୁ ସର୍ବଦା ମନାକରାଯାଇଥାଏ । ପୁରାଣ ରେ ଶ୍ରୀ କୃଷ୍ଣ ଗୋପିକା ମନେ ନିବସ୍ତ୍ର ହୋଇ ସ୍ନାନ କାରିବା ସମୟରେ ସେମାନଙ୍କୁ ନିବସ୍ତ୍ର ସ୍ନାନ ବିଷୟରେ ଜ୍ଞାନ ଦେଇଛନ୍ତି । ଭଗବାନ ଶ୍ରୀ କୃଷ୍ଣ ସବୁ ବେଳେ ଲୀଳା କରିଥାନ୍ତି ଥରେ ଗୋପିକା ମାନେ ଗାଧୋଇବା ସମୟରେ ତାଙ୍କ ବସ୍ତ୍ର କୁ ଚୋରୀ କରି ନେଇଥିଲେ ଯେବେ ସେମାନେ ବସ୍ତ୍ର କୁ ଖୋଜନ୍ତି ।

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଗୋପିକା ମାନେ ଦେଖ ତୁମ ବସ୍ତ୍ର ଗଛ ଉପରେ ଅଛି । ଜଳ ରୁ ବାହାରକୁ ଆସି ନିଜ ବସ୍ତ୍ର ନିଅନ୍ତୁ ତେବେ ଗୋପିକାମାନେ କହିଲେ ଆମେ ନିବସ୍ତ୍ର ଅଛୁ ଓ ଆମେ ଯେବେ ନଦୀ କୁ ଆସିଥିଲୁ ତେବେ କେହି ନଥିଲେ । ଏହି କଥା ଶୁଣି ଭଗବାନ ଶ୍ରୀ କୃଷ୍ଣ କହିଲେ ତମେ ଭାବୁଛ କେହି ନ ଥିଲେ ବୋଲି , କିନ୍ତୁ ମୁଁ ତ ସବୁ ସ୍ଥାନରେ ଅଛି ।

ତୁମମନେ ଯେବେ ନିବସ୍ତ୍ର ହେଇ ନଦୀ କୁ ଗଲ ତେବେ ଆକାଶ ର ପକ୍ଷୀ ଓ ନଦୀ ର ଜୀବମାନେ ଆପଣଙ୍କୁ ଦେଖିଲେ । ଗରୁଡ ପୁରାଣ ରେ କୁହାଯାଏ ଯେ ଗାଧୋଇବା ସମୟରେ ଆପଣଙ୍କ ପିତୃପୁରୁଷମାନେ ଆପଣଙ୍କୁ ଦେଖିଥାନ୍ତି । ଆପଣଙ୍କୁ  ନିବସ୍ତ୍ର    ଦେଖିବା ଦ୍ଵାରା ସେମାନେ ରାଗିଯାଇଥାନ୍ତି ।

ଯାହା ଫଳରେ ଆପଣଙ୍କ ଧନ , ସମ୍ପତି ନଷ୍ଟ ହେଇଯାଇଥାଏ । ସେଥିପାଇ କେବେ ବି ନିବସ୍ତ୍ର ହେଇ ସ୍ନାନ କରିବା ଉଚିତ୍ ନୁହେଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *