Astrology- ଏହି 4 ଟି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ 

ନମସ୍କାର ବନ୍ଧୁଗଣ ,  ଆମ ହିନ୍ଦୁ ପରମ୍ପରା ଅନୁସାରେ ଝିଅମାନଙ୍କୁ ମା ‘ ଲକ୍ଷ୍ମୀଙ୍କର ଅବତାର ମାନା ଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ଝିଅ  ଜନ୍ମ ଗ୍ରହଣ କରେ ସେ ଘର ରେ ସୁଖ ସମବୃଦ୍ଧି , ଧନ ଭରପୁର ରହିଥାଏ । ଝିଅମାନଙ୍କ ରେ ସ୍ଵୟଂ ମା ‘ ଲକ୍ଷ୍ମୀଙ୍କର ବାସ ରହିଥାଏ । କିନ୍ତୁ ଏମିତି କିଛି ଲୋକମାନଙ୍କ  ଚିନ୍ତା ଧାରା ରହିଛି ଯେ ଝିଅ ଜନ୍ମ କୁ ବହୁତ ବୋଜ ମାନିଥାନ୍ତି । ଆଉ  କିଛି ଲୋକମାନେ ଝିଅ ଜନ୍ମ କୁ ପସନ୍ଦ କରିନଥାନ୍ତି , ଝିଅ ଅପେକ୍ଷା ପୁଅ ଲୋକମାନଙ୍କୁ ଅଧିକ ପ୍ରେମ ଶ୍ରଦ୍ଧା ଦେଇଥାନ୍ତି ।

ମାତ୍ର ସମୟ ଆସିଲେ ପୁଅ ନିଜର ଅସଲି ମୁଖ କୁ ଦେଖାଇଥାଏ ମାବାପାଙ୍କୁ ଛାଡି ଦେଇଥାନ୍ତି । ମାତ୍ର ଝିଅ ପର ଘର କୁ ଗଲେ ମଧ୍ୟ ମାବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟ କୁ  କରିଥାଏ । ଝିଅମାନେ ଯେକୋଣସି ଘର କୁ ଗଲେ ମଧ୍ୟ ନିଜର ବୁଦ୍ଧି , ଗୁଣ ବଳ ରେ ସେହି ଘର କୁ ସ୍ଵର୍ଗ ରେ ପରିଣତ କରିଥାନ୍ତି ।

ତେଣୁ କୁହାଯାଏ ସ୍ଵାମୀ ର ସଫଳତା ପଛେ ସ୍ତ୍ରୀ ସହଯୋଗ ନିଶ୍ଚିତ ରହିଥାଏ । ବିବାହ ପରେ ଯେଉଁ ଘରେ ଝିଅ ଜନ୍ମ ହୋଇଥାଏ ସେ ଘର ଧନ୍ୟ ହୋଇଥାଏ । ଜାରଣ ସେହି ଘର କୁ ମା ଲକ୍ଷ୍ମୀ ସ୍ଵୟଂ ଆସିଥାନ୍ତି ଔ ଯେଉଁ ଘରେ ମା ‘ ଲକ୍ଷ୍ମୀ ରହିଥାନ୍ତି ସେଠାରେ ଦୁଃଖ , କଷ୍ଟ ,  ଅସୁବିଧା ରହିନଥାଏ । ଏଥିପାଇଁ ଯେଉଁ ଘରେ ଝିଅ ଟି ଜନ୍ମ ହେଇଥାଏ ତେବେ କୁହାଯାଏ କି ମା ‘ ଲକ୍ଷ୍ମୀ ଟି ଆସିଛି ବୋଲି ।

ଜ୍ୟୋତିଷ ଅନୁସାରେ ଝିଅମାନଙ୍କ ଜନ୍ମ ର ଜନ୍ମମାସ ସହିତ ଭାଗ୍ୟ  ଯୋଡିତ ହୋଇ ରହିଛି । ଏହି ମାସରେ ଜନ୍ମିତ ହେଇଥିବା ଝିଅମାନେ ଭାଗ୍ୟବାନ ହେବା ସହିତ ସେମାନଙ୍କୁ ଭଲ ଶାଶୁ ଘର ମିଳିଥାଏ । ଏମାନେ ମା ‘ ଲକ୍ଷ୍ମୀଙ୍କ ସ୍ୱରୂପ ହେଇଥାନ୍ତି ଆଜି ଆମେ ଆପଣଙ୍କୁ  ଜଣାଇବୁ ଏହି ୪ ଟି ଶୁଭ ମାସ ବିଷୟରେ । ୧- ଫେବୃୟାରି ଏହି ମାସ ରେ ଜନ୍ମିତ ଝିଅମାନଙ୍କ ସ୍ଵଭାବ ବହୁତ ବିନମ୍ର ଓ ପରିଶ୍ରମୀ ହୋଇଥାନ୍ତି । ବିବାହ ପରେ ଏମାନଙ୍କୁ ଭଲ ଶାଶୁ ଘର ମିଳିଥାଏ ।

ଏମାନଙ୍କ ଗ୍ରହ ଚାଳନ ଘର କୁ ସୁଖ ସମବୃଦ୍ଧି ଆଣିଥାଏ । ୨- ଏପ୍ରିଲ ମାସରେ ଜନ୍ମିତ ଝିଅମନେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏହି ମାସ ବାହିତ ଭଲ ହୋଇଥାଏ ଓ ଏହି ମାସରେ ଜନ୍ମ ହେଇଥିବା ଝିଅମାନେ ଗୁଣବାନ , ଜ୍ଞାନୀ ହୋଇଥାନ୍ତି । ବୈବାହିକ ଜୀବନ କୁ ଜ୍ଞାନ ସହକାରେ ଚଳାନ୍ତି । ୩- ଜୁନ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି ।

ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସ ରେ ଜନ୍ମିତ ସନ୍ତାନ ଅଶୁଭ ହୋଇଥାଏ ମାତ୍ର ଝିଅ ର ଜନ୍ମ  ଶୁଭ ହୋଇଥାଏ ।  ୪ – ସେପ୍ଟମ୍ବର  ମାସରେ ଜନ୍ମିତ ଝିଅମାନଙ୍କ ଭାଗ୍ୟ ବହୁତ ଭଲ ଅଟେ  , ଏମାନେ ଭାଗ୍ୟ ସହକାରେ ଅଧିକ ଧନ ଉପାର୍ଜନ କରିଥାନ୍ତି । ଏମାନେ ଯେଉଁ ବି ଘର କୁ ଯାଇଥାନ୍ତି ଧନ ର ବର୍ଷା ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ  ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *