ନିଜ ଅସଲ ଜୀବନରେ ବହୁତ ହିଁ ଗର୍ବୀ ଅଟନ୍ତି Bollywood ର ଏହି 4 ଜଣ Actress, କିଏ ମିଡିଆ ସହିତ କରେ ଝଗଡା ତ କିଏ ଫ୍ୟାନ୍ସ ଙ୍କ ସହ କରେ ଖରାପ ବ୍ୟବହାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ସାଧାରଣତଃ ସମସ୍ତ ବଲିଉଡ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଯେତେବେଳେ ସେମାନଙ୍କୁ ତାଙ୍କ ଜୀବନରେ ବଡ ସଫଳତା ହାସଲ ହୋଇଥାଏ ସେତେବେଳେ ସେମାନଙ୍କ ମନରେ ଗର୍ବ ଅହଙ୍କାର ଆସିଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ମାନନକ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କାଟ୍ରିନା କେଆଫ । ଆପଣ ମାନେ ସାମସ୍ତେ କାଟ୍ରିନାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ କାଟ୍ରିନା ରିଅଲ ଲାଇଫରେ ବହୁତ ଗର୍ବୀ ଅଟନ୍ତି । କାରଣ ଥରେ କାଟ୍ରିନା ଏକ ଛୁଆ ଉପରେ ଭଡକି ଯାଇଥିଲେ ଏହାର କାରଣ ହେଉଛି ସେ ଛୁଆଟି ତାଙ୍କ ସହ ଫଟୋ ଉଠାଇବା ପାଇଁ ଜିଦି କରୁଥିଲା ।

ଶ୍ରଦ୍ଧା କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ଶ୍ରଦ୍ଧା ହେଉଛନ୍ତି ବଲିଉଡ ଅଭିନେତା ଶକ୍ତି କପୁରଙ୍କ ଝିଅ  । ଶ୍ରଦ୍ଧା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶ୍ରଦ୍ଧାଙ୍କର ବହୁତ ଗର୍ବ ଅଛି ଓ ସେ ଛୋଟ ଛୋଟ କଥା ପାଇଁ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବଲିଉଡର କେତେକ ସୁପର ହିଟ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ମଧ୍ୟ ରୁହନ୍ତି । ହେଲେ ବନ୍ଧୁଗଣ ଅନୁସ୍କାଙ୍କର ବହୁତ ଗର୍ବ ଅଛି । ସେ ଛୋଟ ଛୋଟ କଥା ପାଇଁ ରାଗିଜାଇ ଥାନ୍ତି ଏହା ବ୍ଯତୀତ ଥରେ ସେ ମିଡିଆ ଉପରେ ମଧ୍ୟ ଭଡକି ଯାଇଥିଲେ ।

ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ହେମା ମାଳିନୀ । ହେମା ନିଜର ସୁନ୍ଦରତ ପାଇଁ ବର୍ତ୍ତମାନ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । ହେମା ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ହେମାଙ୍କର ବହୁତ ଅଧିକ ଗର୍ବ ରହିଛି । ବହୁତ ଥର ସେ ମିଡିଆ ସାମ୍ନାରେ ଖରାପ ବ୍ୟବହାର ପଦର୍ଶନ କରିଛନ୍ତି । ସେ ଛୋଟ ଛୋଟ କଥା ଉପରେ ମଧ୍ୟ ଚିଡି ଯାଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *