Health Tips- ପ୍ରତିଦିନ କେବଳ 1 ପାତ୍ର ଖାଆନ୍ତୁ, ଆଂଠୁରେ ଗିରିଶ ବଢେଇବାର ସହଜ ଉପାୟ, Joint Pain ପୁରାପୁରି ଗାୟବ ହୋଇଯିବ

ବନ୍ଧୁଗଣ ଗଣ୍ଠି ମଧ୍ୟରେ ଗିରିଶ କମ ହୋଇଯିବା ଏକ ବହୁତ ବଡ କାରଣ ଅଟେ ଯେଉଁ କାରଣରୁ ବିଭିନ୍ନ ପ୍ରକାରର ଜଏଣ୍ଟ ସମସ୍ଯା ହୋଇପାରେ । ଏହି କାରଣରୁ ଜଏଣ୍ଟ ଫୁଲିପାରେ, କଷ୍ଟ ହୋଇପାରେ, ଚାଲିବା, ବୁଲିବା, ଉଠିବାରେ କଷ୍ଟ ହୋଇପାରେ । ଆଣ୍ଠୁରେ ଗିରିଶ କମ ହେବାରୁ ଯେଉଁ ହାଡ ଥାଏ ତାହା ପରସ୍ପର ମଧ୍ୟରେ ଘଷି ହେବା ଆରମ୍ଭ ହୋଇଯାଏ । ସେହି କାରଣରୁ ଅନେକ ପ୍ରାକାରର ସମସ୍ଯା ଭୋଗିବାକୁ ପଡିଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ପାଇ ହେବ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ହରଶିଙ୍ଗରା ପତ୍ର ବା ସିଙ୍ଗଡାହାର ପତ୍ର । ଏହାକୁ ପାରିଜାତ ଟ୍ରି ମଧ୍ୟ କୁହାଯାଏ । ଯାହା ଆପଣଙ୍କୁ ସହଜରେ ମିଳିଯିବ । ପ୍ରଥମେ ଅପାନ 8ରୁ 10ଟି ସିଙ୍ଗଡାହାର ପତ୍ର ନେଇ ଏହାକୁ ଭଲ ଭାବେ ସଫା କରନ୍ତୁ ।

ଏହା ପରେ ଏହାକୁ ବାଟି ଦିଅନ୍ତୁ । ଏବେ ଆପଣ ଏକ ପାତ୍ରରେ ଏକ ଗ୍ଳାସ ପାଣି ନେଇ ଅଳ୍ପ ଫୁଟାନ୍ତୁ । ତା ପରେ ପାଣିରେ ବାଟି ରଖିଥିବା ପତ୍ରକୁ ପକାଇ ଦିଅନ୍ତୁ । ଆପଣ ଏହି ରେମେଡିକୁ ଏହିପରି ପ୍ରସ୍ତୁତ କରିପାରିବେ । ଆପଣ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ମିଶାଇ ପାରିବେ ନ ହେଲେ କଞ୍ଚା ଅଦା ପକାଇ ପାରିବେ । ଆପଣ ଏହାକୁ 5ରୁ 7 ମିନିଟ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଭଲ ଭାବେ ଢାଙ୍କି ଦିଅନ୍ତୁ । 5ରୁ 7 ମିନିଟ ପରେ ଥଣ୍ଡା ହେବା ପରେ ଏହାକୁ ଛାଣି ନିଅନ୍ତୁ । ସକାଳୁ ଆପଣ ଖାଲି ପେଟରେ ଏହାର ସେବନ କରନ୍ତୁ ।

ସିଙ୍ଗଡାହାର ପତ୍ର ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ । ସେହି କାରଣରୁ ଏହା ଜଏଣ୍ଟ ରେ ଥିବା ଫୁଲାକୁ କମ କରିଥାଏ, କଷ୍ଟକୁ କମ କରିଥାଏ ଓ ଗିରୀଶ କୁ ବଢାଇବାର କାମ କରିଥାଏ । ଏହା ଛଡା ଅଖରୋଟ ବା ୱାଲନଟ ଖାଇବା ଉଚିତ । ଅଖରୋଟ ବହୁତ ବଢିଆ ଜିନିଷ ଅଟେ । ଏଥିରୁ ହେଲଥି ଫ୍ୟାଟ ମିଳିଥାଏ ।

ଏଥିରୁ କ୍ୟାଲସିୟମ, ଭିଟାମିନ ବି-3, ଓମେଗା-3 ଫେତି ଏସିଡି, ମିନେରାଲ୍ସ ମିଳିଥାଏ । ଏହି ସବୁ ଜିନିଷ ଜ୍ଯାନେଟ କୁ ସୁସ୍ଥ ବନାଇବା ପାଇଁ ଏବଂ ମଜବୁତ ପାଇଁ ବହୁତ ଜରୁରୀ ହୋଇଥାଏ । ଅଖରୋଟ ଡେଲି ଖାଇଲେ ଗିରିଶ ବଢିବାକୁ ଲାଗିଥାଏ । ପ୍ରତି ଦିନ 3ରୁ 4 ଟି ଅଖରୋଟ ଖାଇବା ଆବଶ୍ୟକ ।

ରାତିରେ ଏକ କପ ପାଣିରେ ଭିଯାଇ ରଖିକି ସକାଳୁ ଏହାକୁ ଚୋବାଇ ଖାଆନ୍ତୁ । ମାତ୍ର ଏକ ମାସ ଅଖରୋଟ ଖାଆନ୍ତୁ ଦେଖିବେ ଯେଉଁ ଜଏଣ୍ଟ ପେନ ସମସ୍ୟା ବଢ଼ୁଥିବ ତାହା ସବୁ ଦିନ ପାଇଁ ସେସ ହୋଇଯିବ । ଏହା ବାଦ ପଇଡ ପାଣି ନୀତି ଦିନ ପିଇବା ଉଚିତ । ନଡିଆ ପାଣି ବ୍ୟବହାର କରିଲେ ଆଁଠୁ ଗଣ୍ଠି ବିନ୍ଧା କମ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *