ଅଣ୍ଡା ଖାଇବା ପରେ ଏହି 2 ଟି ଜିନିଷ ଭୁଲ ରେ ବି ଖାଇବେ ନାହିଁ ନ ହେଲେ ଡକ୍ଟର ବି କିଛି କରି ପାରିବେନି – Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ ପୁଷ୍ଟିକର ଖାଦ୍ୟ କୁ ଖାଇଥାଉ । କିନ୍ତୁ କିଛି ଏଭଳି ଖାଦ୍ୟ ରହିଛି ଯାହା ଏକା ସହିତ ଖାଇବା ଉଚିତ ହୋଇନଥାଏ । ଏଭଳି ଖାଇବା ଡି ଆମ ଶରୀରକୁ ଲାଭ ମିଳିବା ବଦଳ ରେ କ୍ଷତି ହୋଇଥାଏ ।

ଆୟୁର୍ବେଦ ସର୍ବଦା ଉଚିତ ଖାଦ୍ୟ ର କମ୍ବିନେସନ ଗ୍ରହଣ କରିବାକୁ ପରାମର୍ଶ ଦେଇଥାଏ । ଅର୍ଥାତ ଭିନ୍ନ ନେଚର ଥିବା ଖାଦ୍ୟ କୁ ଏକା ସହିତ ଗ୍ରହଣ କରିବା ନିମନ୍ତେ ଆୟୁର୍ବେଦ ପରାମର୍ଶ ଦେଇ ନଥାଏ । ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହା ଏକା ସାଙ୍ଗରେ ଖାଇବା ଉଚିତ ନୁହେଁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଦହି ସହିତ ଖଟା ଫଳ ଖାଇବା ଆଦୋୖ ଉଚିତ ହୋଇ ନଥାଏ । ଆୟୁର୍ବେଦ ଅନୁସାରେ ଉଭୟ ର ଏନଯାଇମ ଭିନ୍ନ ହୋଇଥାଏ । ଯାହାଦ୍ୱାରା ଏହାକୁ ଏକାଠି ଖାଇବା ଦ୍ଵାରା ପାଚନ କ୍ରିୟା ରେ ଅସୁବିଧା ହୋଇଥାଏ । ଏହା ସହିତ ଦହି ସାଙ୍ଗରେ ମାଛ ଆଦୋୖ ଖାଇବା ଉଚିତ ନୁହେଁ । କାରଣ ଦହି ଥଣ୍ଡା ହୋଇଥାଏ ଏବଂ ମାଛ ଗରମ ଖାଦ୍ୟ ପଦାର୍ଥ ହୋଇଥାଏ । ତେଣୁ ଦହି ସହିତ କେବେବି ମାଛ ଓ ଖଟା ଫଳ ଏକାଠି ଖାଆନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କ୍ଷୀର ସହିତ କେବେବି ଲୁଣ ଜାତୀୟ ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ । ଏହା ସହିତ କ୍ଷୀର ଓ ଫଳ, ସବୁଜ ପରିବା ଗ୍ରହଣ କରିବା ଅନୁଚିତ ହୋଇଥାଏ । ଆୟୁର୍ବେଦ ଅନୁସାରେ ଅଣ୍ଡା, ମାଂସ ଓ ପନିର ଖାଇବା ପରେ କ୍ଷୀର ଖାଇବା ଉଚିତ ନୁହେଁ । କାରଣ ଏହା ସହଜରେ ହଜମ ହୋଇନଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଫଳ ମଧ୍ୟରୁ କଦଳୀ ଓ କମଳା କୁ କେବେବି ଏକାଠି ଖାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଫଳ ର ପୌଷ୍ଟିକତା କମି ଯାଇଥାଏ ଏବଂ ଏହା ଶରୀର କୁ ହାନୀ ପହଞ୍ଚାଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ସିଝା ଅଣ୍ଡା ଖାଇବା ବେଳେ ସେଥିରେ ସ୍ୱାଦ ବଢ଼ାଇବା ନିମନ୍ତେ ଲେମ୍ୱୁ ଚିପୁଡ଼ି ଖାଇଥାନ୍ତି । କିନ୍ତୁ ଏଭଳି ଖାଇବା ଆଦୋୖ ଉଚିତ ହୋଇନଥାଏ । ଅଣ୍ଡା ଓ ଲେମ୍ବୁ କୁ ଏକାଠି ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଏହାଦ୍ବାରା ହାର୍ଟ ଆଟାକ ହେବାର ମଧ୍ୟ ସମ୍ଭାବନା ଥାଏ ବ୍ଲଡ଼ ପ୍ରେସର ରୋଗୀ ଙ୍କୁ ଭୁଲ ରେ ବି ଅଣ୍ଡା ଓ ଲେମ୍ବୁ କୁ ଏକା ସହିତ ଖାଇବା ଉଚିତ ନୁହେଁ । ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ସିଝା ଅଣ୍ଡା ସହିତ କଦଳୀ କୁ ମଧ୍ୟ ଏକାଠି ଖାଇବା ଉଚିତ ହୋଇନଥାଏ । କ୍ଷୀର ସହିତ କଦଳୀ ଖାଇବା ଦ୍ଵାରା ଶରୀର କୁ ପ୍ରୋଟିନ ମିଳିଥାଏ । କିନ୍ତୁ ସିଝା ଅଣ୍ଡା ସହିତ କଦଳୀ ଖାଇବା ଦ୍ଵାରା ପେଟ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ । ଗ୍ୟାସ, କବ୍ଜ ଭଳି ସମସ୍ୟା ଦେଖାଯାଇଥାଏ । ଏହା ସହିତ ଅଣ୍ଡା ଓ ମାଛ କୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ । ଏହାଦ୍ବାରା ବଡି ରେ ରିଆକ୍ସନ ହୋଇଥାଏ । ତେଣୁ ନିଜ ଖାଦ୍ୟପେୟ କୁ ଆୟୁର୍ବେଦ ଦୃଷ୍ଟି ରେ ଗ୍ରହଣ କରିବା ଉଚିତ । ଏହାଦ୍ବାରା ଶରୀର କୁ ଲାଭ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *