Jyotish Shastra- ଆଜି ରାତି ପରେ ଅଚାନକ ଚମକି ଉଠିବ ଏହି 5 ଟି ରାଶିର ଭାଗ୍ୟ, ହେବ ଧନ ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ସର୍ବଦା ଖୁସି ରେ ରହିବାକୁ ଏବଂ ତା’ର ଭବିଷ୍ୟତ ବହୁତ ସୁଖ ମୟ ଏବଂ ଆନନ୍ଦ ଓ ସୁବିଧା ରେ ଅତିବାହିତ ହେଉ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ରେ ଏହା କେବଳ ରାଶି ମାନଙ୍କ ର ସଠିକ ଚଳନ ଯୋଗୁଁ ହିଁ ସମ୍ଭବ । କାରଣ ଆମର ଜୀବନର ସମସ୍ତ ପରିବର୍ତ୍ତନ ଏବଂ ଘଟଣା ଆମର ରାଶି ନକ୍ଷତ୍ର ଉପରେ ହିଁ ନିର୍ଭର କରିଥାଏ । ରାଶି ମାନଙ୍କ ର ଭଲ ଚଳନ ରେ ଆମ ଜୀଵନ ମଧ୍ୟ ସୁଖମୟ ରୁହେ ଏବଂ ରାଶି ଚଳନ ଖରାପ ରହିଲେ ଆମ ଜୀଵନ ରେ ମଧ୍ୟ ଦୁଃଖ କଷ୍ଟ ଅସୁବିଧା ଦେଖା ଦିଏ । ତେବେ ଜୀବନର ସମସ୍ତ ଘଟଣା ସୁବିଧା ଅସୁବିଧା ସୁଖ ଦୁଃଖ କଷ୍ଟ ଆଦି ଆମ ରାଶି ଉପରେ ହି ନିର୍ଭର ରହିଥାଏ ।

ମେଷ ରାଶି – ଏହି ରାଶିର ଲୋକମାନେ ଅମାବାସ୍ୟା ପରେ ପରେ ଚାହୁଁ ଥିବା ପ୍ରତେକ କାର୍ଯ୍ୟ କରି ପାରିବେ । କିନ୍ତୁ ନିୟମ ଭିତରେ ରହି କାମ କରନ୍ତୁ । ନିଜର ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ସ୍ଥାପନା ହେବ । ଆପଣ ଯେଉଁ ଜାଗାକୁ ବି ଯିବେ ସେଠାରେ ଜୟଯୁକ୍ତ ହୋଇ ଆସିବେ ।

ମିନ ରାଶି – ଏହି ରାସିର ଲୋକମାନେ ଧନ ପ୍ରାପ୍ତି କରି ପାରିବେ । ନିଜର ପଡ଼ିଇଆର ସହ ଭଲ ସମୟ ଅତିବାହିତ କରିବେ । ଏହା ଛଡା ଆପଣ ଯଦି କିଛି ନୂଆ ବାଣିଜ୍ୟ ପାଇଁ ମନ ବଳାଉଛନ୍ତି ତେବେ ପରିସ୍ଥିତି କୁ ଦେଖିକି ଆପଣ ଏଭଳି କାମ କରନ୍ତୁ । ହୁଏତ ଏହା ଉଭୟ ଶୁଭ ଓ ଅଶୁବ ଫଳ ପ୍ରଦାନ କରିବ । ଯଦି ଆପଣ ନିଜର ଲୋକମାନଙ୍କ ସହ ଭଲରେ କଥା ହେବେ ତାହେଲେ ଜାଣି ପାରିବେ ଆପଣ ଏକା ନାହାନନ୍ତି । ନିଜର ଚିନ୍ତା କୁ କୁହନ୍ତୁ ।

ମକର ରାଶି – ଏହି ରାଶିର ଲୋକମାନେ ସାଧାରଣ ଭାବେ ଦେଖିବାକୂ ଗଲେ ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ନିଜର ପଢାରେ ଆଗୁଆ ରହିବେ । ସେମାନଙ୍କର ମନ ନିଜକୁ ନିଜ ସଠିକ ବାଟ ଖୋଜି ନେବ। ସକାଳୁ ଉଠି ଆପଣ ଗଣେଶ ଭଗବାନଙ୍କୁ ଧ୍ୟାଙ୍କରନ୍ତୁ ଦେଖିବେ ସର୍ବ କାମ ସିଦ୍ଧି ହେବ । ଆପଣ ଚାକିରି କରୁଥିଲେ ନିଜର ସହ କର୍ମୀ ମାନଙ୍କ ପାଖରୁ ଆପଣ ନିଶ୍ଚୟ ଭାବେ ସହୋଜଗ ପାଇବେ ।

ତୁଳା ରାଶି – ଏହି ରାସଶିର ଲୋକମାନେ ନିଜକୁ  ଓ ନିଜର ପରିବାରକୁ  ନେଇ କିଛି ଦାରମିକ କାମରେ ଲାଗିବେ ଯାହା ପାଇଁ ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ । କିଛି ଗରିବ ଲୋକଙ୍କୁ ଖାଇବା ଦେବା କିଛି ପଶୁ ଯେଉଁ ମାନେ ରାସ୍ତାରେ ବୁଲୁଛନ୍ତି ସେମାନଙ୍କୁ ଆପଣ ଖାଇବାକୁ ଦେବେ । ଏହା ଦ୍ଵାରା ଆପଣ ଅନେକ ପୂଣ୍ୟ କମେଇ ପାରିବେ। ଏହି ସମୟରେ ନିଜ ଘରେ ରହି ନିଜର ଧାର୍ମିକ କାମ କରନ୍ତୁ ।

କୁମ୍ଭ ରାଶି – ଆପଣ ମା ଲକ୍ଷ୍ମୀ ଙ୍କୁ ଖୁସି କରିବେ ଏହି ସମୟ ମଧ୍ୟରେ । ଯାହା ଦ୍ଵାରା ଆପଣ ବ୍ୟବସାୟ ହେଉ କି ନିଜର ଚାକିରି ହେଉ ସବୁ କ୍ଷେତ୍ରରେ ଆପଣ ବିଜୟୀ ହେବେ । ଆପଣ ନିଜର ନୂଆ ଜାଗା କିମ୍ବା ନୂଆ ବାହାନ କିଣି ପାରିବେ ।  ଆପଣ ନିଜର ସନ୍ତାନ ମାନଙ୍କ ପାଖରୁ ଏହି ସମୟରେ କିଛି ଶୁଭ ଖବର ପାଇ ପାରିବେ । ନିଜକୁ ଅନ୍ୟ ଆଗରେ ଅଧିକ ମାତ୍ରାରେ ପରିଚିତ କରାନ୍ତୁନି ଏହା ଦ୍ଵାରା ଆପଣ ନିଜେ ଅସୁବିଧା ଭୋଗ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *