ମହିଳା ଓ ପୁରୁଷଙ୍କ ଜନନାଙ୍ଗ ମଧ୍ୟରେ ଫରକ କଣ ? କିପରି ଏହା କାମ କରେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ପ୍ରାଇଭେଟ ପାର୍ଟ ବା ଯ-ଔନାଙ୍ଗ ରହିଥାଏ । ତେବେ ଆଜି ପୁରୁଷଙ୍କର ଏହି ସମ୍ବଦ୍ଧିତ କିଛି ତଥ୍ୟ ଆଲୋଚନା କରିବା । ପୁରୁଷଙ୍କର ପ୍ରାଇଭେଟ ପାର୍ଟକୁ ମେଡିକାଲ ଟର୍ମରେ ଜେନିଟୋ ୟୁରିନାରୀ ସିଷ୍ଟମ ବା ୟୁରୋଜେନିଟାଲ ସିଷ୍ଟମ କୁହାଯାଇଥାଏ । ଏହି ନାମ ଅନୁସାରେ ଏହାର ପାର୍ଟକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି ।

ଯେପରି ପ୍ରଥମେ ୟୁରିନାରୀ ଓ ଅନ୍ୟଟି ଜେନିଟାଲ । ୟୁରିନାରୀ ସିଷ୍ଟମ ଅର୍ଥାତ ଯାହା ଶରୀରର ପରିସ୍ରା ନିଷ୍କାସନ ପାଇଁ ବ୍ୟବସ୍ତା ରହିଥାଏ । ଜେନିଟଲ ସିଷ୍ଟମ ଅର୍ଥାତ ଯାହା ରିପ୍ରଡକଟିଭ ସିଷ୍ଟମ ପାଇଁ ବ୍ୟବସ୍ତା ରହିଥାଏ । ତେବେ ୟୁରିନାରୀ ସିଷ୍ଟମ ଉପରେ ଚାଳନ୍ତୁ ଆଲୋଚନା କରିବା । ବ୍ୟକ୍ତି ପାନୀୟ ଆକାରରେ ଯାହା ସେବନ କରିଥାଏ ।

ତାହା ପରିସ୍ରା ଆକାରରେ ତାହା ୟୁରିନାରୀ ଟ୍ରାକ ମାଧ୍ୟମରେ ବାହାରକୁ ବାହାରିଥାଏ । ୟୁରିନାରୀ ଟ୍ରାକରେ ପ୍ରଥମେ ଆସିଥାଏ କିଡ୍ନୀ । ୨ ଟି କିଡ୍ନୀ ମଧ୍ୟରୁ ବାମ ଅପେକ୍ଷା ଡାହାଣ ପାଖଟି ବଡ ହୋଇଥାଏ । କିଡ୍ନୀ ଏକ ହାତ ମୁଠା ପରି ସଦୃଶର ହୋଇଥାଏ । ଯଦି ଜଣେ ବ୍ୟକ୍ତିର କିଡ୍ନୀ ଠିକ ଭାବରେ କାର୍ଯ୍ୟ କରୁଥାଏ । ତେବେ ସେ ୧ ମିନିଟରେ ପ୍ରାୟ ଅଧ କପ ବ୍ଲଡ଼ ଫିଲ୍ଟର କରିବାର କାର୍ଯ୍ୟ କରିଥାଏ ।

ଯେତେବେଳେ ବ୍ୟକ୍ତିର ବ୍ଲଡ଼ କିଡ୍ନୀ ମାଧ୍ୟମରେ ଫିଲ୍ଟର ହୋଇଯାଇଥାଏ । ତେବେ ବ୍ଲଡ଼ରେ ଦରକାର ନଥିବା ଅଦରକାରୀ ପଦାର୍ଥ ପରିସ୍ରା ହୋଇ ଶରୀରରୁ ବାହାରି ଆସିଥାଏ । ବ୍ଲଡ଼ରେ ଯେଉଁ ସବୁ ଦରକାରୀ ପଦାର୍ଥ ରହିଥାଏ । ତାହା ଶରୀରର ଶୋଷିତ କରି ଶରୀରର ବିଭିନ୍ନ ଅଙ୍ଗକୁ ପଠାଇବା ସହ ଅଦରକାରୀ ପଦାର୍ଥକୁ ମୁତ୍ର କରି ମୁତ୍ରନଳୀ ମାଧ୍ୟମରେ ଶରୀରରୁ ନିଷ୍କାସିତ କରିଦେଇଥାଏ ।

ମହିଳାଙ୍କ କ୍ଷେତ୍ରରେ ୟୁରିନାରୀ ସିଷ୍ଟମରେ ଯେଉଁ ବାଟ ଦେଇ ମୁତ୍ର ବାହାରିଥାଏ । ସେହି ବାଟ ଦେଇ ରିପ୍ରଡକଟିଭ  ସିଷ୍ଟମର କାର୍ଯ୍ୟ ହୋଇନଥାଏ । ଅର୍ଥାତ ମୁତ୍ର ଗୋଟିଏ ବାଟେ ବାହାରିଥାଏ ଏବଂ ଅନ୍ୟ ଏକ ବାଟେ ପିରିଅଡର ବ୍ଲଡ଼ ବାହାରିଥାଏ । ପୁରୁଷଙ୍କର ଠାରେ ଥିବା ୟୁରିନାରୀ ସିଷ୍ଟମରେ ଯେଉଁ ବାଟେ ପରିସ୍ରା ବାହାରିଥାଏ ।

ସେହି ସମାନ ବାଟ ଦେଇ ପୁରୁଷର ଶୂକ୍ରାଣୁ ମଧ୍ୟ ରିଲିଜ ହୋଇଥାଏ । ତେଣୁ ପୁରୁଷଙ୍କର ବ୍ଲାଡର ଦେଇ ପ୍ରୋସଟେଟ ଦେଇ ଯେଉଁ ବାଟେ ପରିସ୍ରା ଆସିଥାଏ ସେହିପଟେ ହିଁ ଶୂକ୍ରାଣୁ ବାହାରିକି ଚାଲିଆସିଥାଏ । ତେଣୁ ପୁରୁଷଙ୍କର ପ୍ରାଇଭେଟ ପାର୍ଟକୁ ଜେନିଟୋ-ୟୁରିନାରୀ ବା ୟୁରୋ-ଜେନିଟଲ କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *