Jyotish Shastra- ଦୀର୍ଘଦିନ ପରେ ଏହି ୨ ରାଶି ଉପରେ ପ୍ରଭୁ ଭୋଲେନାଥ ହେଲେ ପ୍ରସନ୍ନ, ଆସିଲା ଖୁସିର ଦିନ, ଯାହା ଚାହିଁବେ ତାହା ପାଇବେ

ମହାଦେବ ଏପରି ଏକ ଦେବ ଯାହାକୁ ଯିଏ ବି ସ୍ୱଚ୍ଛ ଓ ଅନ୍ତରରୁ ପୂଜା ଓ ପ୍ରାର୍ଥନା କରେ ସେ ସର୍ଵଦା ସେହି ବ୍ୟକ୍ତି ର ମନ ସ୍କାମନା ପୂର୍ଣ୍ଣ କରିଥାନ୍ତି । ମହାଦେବ ଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ତାଙ୍କୁ ସେତିକି ଅନ୍ତରରୁ ପୂଜା କରିବାକୁ ହୁଏ ।

କାରଣ ସେ ଅତ୍ୟନ୍ତ ସରଳ ଓ ଦୟାଳୁ କିନ୍ତୁ ମହାଦେବ ଙ୍କ କ୍ରୋଧ କୁ କେହି କେବେବି ସମ୍ଭାଳି ପାରି ନାହାନ୍ତି । ତାଙ୍କ କ୍ରୋଧ ସୀମା ହିନ । କିନ୍ତୁ ମହାଦେବ ଙ୍କୁ କେବେବି ଶୀଘ୍ର କ୍ରୋଧ ଆସି ନଥାଏ । ତେବେ ଦୀର୍ଘ ୫୦୦ ବର୍ଷ ପରେ ମହାଦେବଙ୍କ କୃପା ଦୃଷ୍ଟି ପଡିବ ଏହି ଦୁଇ ଟି ରାଶିର ବ୍ୟକ୍ତିଙ୍କ ଉପରେ । ଏମାନଙ୍କ ଜୀବନ ର ସବୁ ସମସ୍ୟା ଦୂର ହେବ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ ଅଶେଷ କୃପା ରହିବ। ଏହି ରାଶିର ବ୍ୟକ୍ତି ମାନଙ୍କ ର କଣ କଣ ଲାଭ ହେବ ମହାଦେବଙ୍କ କୃପା ରୁ ତାହା ଜାଣନ୍ତୁ ।

ଏହି ରାଶିର ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ଅଫିସ ରେ କୌଣସି ନୂଆ ପ୍ରୋଜେକ୍ଟ କୁ ନେଇ ଏମାନେ ଦେଇଥିବା ପ୍ଲାନ ର ପ୍ରଶଂସା କରାଯିବ । ଏମାନେ ପ୍ରତ୍ୟେକ କାର୍ଯ୍ୟ କୁ ସହଜ ଭାବେ ସମାପ୍ତ କରିବେ । ବ୍ୟବସାୟ ରେ ଉତ୍ତମ ଲାଭ ହେବ । ବ୍ୟବସାୟ ରେ ନୂଆ କିଛି ନିବେଶ କରିବାକୁ ଯଦି ଭାବୁଛନ୍ତି ତେବେ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । ନିବେଶ ର ସମ୍ପୂର୍ଣ୍ଣ ଲାଭ ଆପଣଙ୍କୁ ମିଳିବ ।

 

ଯଦି ଆପଣ କାହାକୁ ନିଜର ମନ କଥା ଖୋଲିକରି କହିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଭଲ ଅଟେ ଏହି କାର୍ଯ୍ୟ ପାଇଁ । ଯଦି ଆପଣ ପ୍ରେମ ଜୀବନ ଯାପନ କରୁଛନ୍ତି ତେବେ ଆପଣ ଓ ଆପଣଙ୍କ ପାର୍ଟନର ଙ୍କ ମଧ୍ୟରେ ମତାନ୍ତର ରହିବ ନାହିଁ । ବୈବାହିକ ଜୀବନ ଅତି ବାହିତ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏମାନଙ୍କ ଓ ଏମାନଙ୍କ ଜୀବନସାଥୀଙ୍କ ସମ୍ପର୍କରେ ମଧୁରତା ବଢିବ । ଆପଣ ଆପଣଙ୍କ ଜୀବନସାଥୀ ଙ୍କ କୌଣସି ସ୍ଥାନକୁ ଭ୍ରମଣ ନିମନ୍ତେ ଯାଇପାରନ୍ତି ।

କୌଣସି ଦର୍ଶନୀୟ ସ୍ଥାନ ମଧ୍ୟ ଯାଇପରନ୍ତି । ଆପଣଙ୍କ ର ଧନ ପ୍ରାପ୍ତି ଯୋଗ ଅଛି। ଘରେ ଖୁସି ର ପରିବେଶ ରହିବ। ଘର ର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ । କୌଣସି ନୂଆ ବାହନ ଆପଣ କିଣି ପାରନ୍ତି । ଚକିରୀ ରେ ପଦୋନ୍ନତି ହୋଇ ପାରେ । ବିଦ୍ୟର୍ଥୀ ମାନଙ୍କ ର କ୍ୟାରିୟର ରେ ଉନ୍ନତି ହେବ। କୌଣସି ପ୍ରବେଶିକା ପରୀକ୍ଷା ପାଇଁ ଯଦି ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ଏଥିରେ ସଫଳ ହେବେ।

ଏମାନଙ୍କ ର ପ୍ରତେକ କାର୍ଯ୍ୟ ରେ ଏମାନେ ଉନ୍ନତି ଓ ସଫଳତା ହାସଲ କରିବେ । ଏମାନଙ୍କ ଉପରେ ମହାଦେବ ଙ୍କ କୃପା ସହ ମା ଲଷ୍ମୀଙ୍କ କୃପା ମଧ୍ୟ ମିଳିବ । ଯାହା ଫଳ ରେ ଏମାନଙ୍କ ଆର୍ଥିକ ସ୍ଥିତି ରେ ପରିବର୍ତ୍ତନ ହେବ । ଏମାନେ ଯଦି କାହାକୁ ପଇସା ଧାର ଦେଇଥାନ୍ତି ତେବେ ତାହା ଏମାନଙ୍କୁ ମିଳିଯିବ। ଶରୀର ମଧ୍ୟ ସୁସ୍ଥ ରହିବ । ତେବେ ଏହି ଦୁଇ ଟି ରାଶି ହେଉଛି ସିଂହ ଓ କୁମ୍ଭ । ଏହି ଦୁଇ ଟି ରାଶି ଙ୍କ ଉପରେ ଆଗାମୀ ଦିନ ରେ ମହାଦେବ ଙ୍କ କୃପା ରହିବ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *