Vastu Shastra- ଏହି 3 ଟି ଘରକୁ ମା’ ଲକ୍ଷ୍ମୀ କେବେ ବି ଯାଆନ୍ତି ନାହିଁ , ଜୀବନରେ କେବେ ବି ପିଛା ଛାଡେ ନାହିଁ ଦରିଦ୍ରତା   

ନମସ୍କାର ବନ୍ଧୁଗଣ , ବସ୍ତୁ ଶାସ୍ତ୍ର ଅନୁସାରେ ଏହି ତିନୋଟି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଯଦି ଆପଣ ଯେତେ ଵ ପୂଜା ପାଠ , ଆରାଧନା କରିଥାନ୍ତି , ତେବେ ମଧ୍ୟ ଅଜଣା ରେ କରିଥିବା ଭୁଲ ଦ୍ଵାରା ମା ‘ ଲକ୍ଷ୍ମୀ ଆପଣଙ୍କ ଘରେ ଆସନ୍ତି ନାହିଁ । ଘରର ସ୍ତ୍ରୀ ଘରକୁ ସଫା ସୁତୁରା ରଖି ସଦସ୍ୟ ମାନଙ୍କର ଯତ୍ନ ନେଇ ଥାନ୍ତି । କିନ୍ତୁ ସ୍ତ୍ରୀ ଭୁଲରେ କରିଥିବା କାମ ପାଇଁ ସେହି ଘରକୁ ଭୋଗି ବାକୁ ପଡିଥାଏ  ଅନେକ ଅସୁବିଧା ।

ପ୍ରଥମରେ ଯେଉଁ ସ୍ତ୍ରୀ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବା ଏହି ବିଷୟ କୁ ନେଇ ଅନ୍ୟମାନଙ୍କ ଆଗରେ ଅଧିକ ବଢେଇ କହିବା ।  ନିଜର ସଂସାର ଠାରୁ ପଡୋଶୀ ଘର ପ୍ରତି ଧ୍ୟାନ ଦେବା ଆଦି ଯେଉଁ ସ୍ତ୍ରୀ କରିଥାଏ ସେହି ଘରେ ଧନ ହାନୀ ହୋଇଥାଏ , ବହୁତ କଷ୍ଟ ଆସିଥାଏ , ଘରେ ସବୁ ବେଳେ ଅଶାନ୍ତି ପରିବେଶ ଦେଖାଯାଇଥାଏ । ଏହି ଘରେ ମା ‘ ଲକ୍ଷ୍ମୀ ଆଦୌ ଯାଇନଥାନ୍ତି ।

ଯେଉଁ ଘରର ସ୍ତ୍ରୀମାନେ ଝାଡୁ ଉପରେ ଚଡିକି ଯାଇଥାନ୍ତି ବା ଗୋଡରେ ଝାଡୁ କୁ ଗୋଇଠା ମାରନ୍ତି । ଏହି ଘରମାନଙ୍କରେ  ମା ‘ ଲକ୍ଷ୍ମୀଙ୍କର ବାସ ନ ଥାଏ ଏମାନେ ସବୁ ବେଳେ ଦରିଦ୍ରତା ରେ ରହିଥାନ୍ତି । କାରଣ ଝାଡୁ ରେ ମା ‘ ଲକ୍ଷ୍ମୀଙ୍କର ବାସ ରହିଥାଏ , ତେଣୁ ଏହାକୁ ପାଦ ତଳେ ରଖିବା ଅନୁଚିତ୍ ଅଟେ । ତୃତୀୟରେ ଯେଉଁ ମହିଳା ରାତ୍ରିରେ ଅଇଠା ବାସନ ରଖିକି ଶୋଇଥାନ୍ତି , ତେବେ ସେମାନଙ୍କର ସମବୃଦ୍ଧି ହୋଇନଥାଏ ।

ଏହା ଦରିଦ୍ରତା ର କାରଣ ହୋଇଥାଏ । କାରଣ ଅଇଠା ବାସନ ମଧ୍ୟ ଆମକୁ ଅଭିଶାପ ଦେଇଥାଆନ୍ତି , ତେଣୁ ରନ୍ଧାଶାଳାରେ ଅଇଠା ବାସନ ରଖିକି ଶୋଇବେ ନାହିଁ । ଯେଉଁ ସ୍ତ୍ରୀ ଘରର କବାଟକୁ ଧୋକା ଦେଇ ଖୋଳିଥାନ୍ତି ସେହି ଘରେ ମା ‘ ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ଘରୁ ଚାଲିଯାଆନ୍ତି ।  ଯେଉଁ ଘରେ ସ୍ତ୍ରୀ ବାହାରେ କବାଟ ସାମନାରେ ବସି ଭୋଜନ କରନ୍ତି । ତେବେ ତାହା ଆପଣଙ୍କ ଘର ବିନଷ୍ଟ ହେବାର ଗୋଟିଏ କାରଣ ହୋଇଥାଏ ।

ତେଣୁ ସେହି ପରି ଭୋଜନ କରିବା ଅନୁଚିତ ଅଟେ । ସପ୍ତାହ କୁ ଥରେ ହେଲେ ଲୁଣ ପାଣିରେ ଘରକୁ ସଫା କରନ୍ତୁ , ଏହା ଦ୍ଵାରା ମା ‘ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ସର୍ବଦା ରହିଥାଏ । ଯେଉଁ ଘରେ ସ୍ତ୍ରୀ ରାତିରେ ଝାଡୁ କରନ୍ତି ସେହି ଘରେ ଧନର କ୍ଷତି ହୋଇଥାଏ ବହୁତ ଦରିଦ୍ରତା ଅବସ୍ଥାକୁ ଆସିଯାଇଥାନ୍ତି । ତେଣୁ ଏହି ଅଭ୍ୟାସ କୁ ପରିବର୍ତ୍ତନ କରିବା ନିହାତି ଦରକାର । ରାତିର ସମୟ ହେଉଛି ମା ‘ ଲକ୍ଷ୍ମୀଙ୍କର ବିଶ୍ରାମ ର ସମୟ ଅଟେ ।

ଯେଉଁ ମହିଳାମାନେ  ବିଳମ୍ବ ରେ ଉଠନ୍ତି , ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ ସ୍ଵାମୀ , ପିଲାମାନଙ୍କ ପାଇଁ ମଧ୍ୟ ଅମଙ୍ଗଳ ର କାରଣ ହୋଇଥାଏ । ଯେଉଁ ସ୍ତ୍ରୀ ମାନେ ସକାଳ ଉଠି ଘରର ଅଗଣା ରେ ପାଣି ଢାଳି ଝାଡୁ କରନ୍ତି ନାହିଁ ସେହି ଘରେ ମା ‘ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ତେଣୁ ଘରର ମହିଳାକୁ ସକାଳେ ଉଠିଲା ମାତ୍ର ଅଗଣା ରେ ପାଣି ପକେଇ ଘରକୁ ସଫା କରିବା ଦ୍ଵାରା ମା ‘ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।  ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *