ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ? ଜାଣନ୍ତୁ ଏହିପରି କିଛି ଅଦ୍ଭୁତ ସ୍ଵପ୍ନ ଓ ତାହାର ଶୁଭ ଅଶୁଭ ଫଳ ବିଷୟରେ

ବନ୍ଧୁଗଣ କୁହା ଯାଇଥାଏ ଯେ ସ୍ଵପ୍ନ ଅକ୍ଷର ସମାନ ଅଟେ । ଯାହା ଚେତନା ମନରେ ଦେଖା ଯାଇଥାଏ । ଯଦି ଏହାର ସଠିକ ଭାବେ ଚିହ୍ନଟ କରାଯାଏ ତେବେ ଏହା ସ୍ଵପ୍ନରେ ଆସିବାର ଅର୍ଥ ସଫା ସଫା ବୁଝି ପାରିବା । ସ୍ଵପ୍ନ ଭଲ ବା ମନ୍ଦ ଅନେକ ପ୍ରକାରର ହୋଇଥାଏ । କାହାକୁ ସ୍ଵପ୍ନରେ ଜୀବନ ସହ ଜଡିତ ସ୍ଵପ୍ନ ଆସେ ତ ଆଉ କାହାକୁ ଭୟଙ୍କର ସ୍ଵପ୍ନ ଆସେ ତ ଆଉ କାହାକୁ ଗଛଲତା ଜୀବଜନ୍ତୁ ଙ୍କ ସ୍ଵପ୍ନ ମଧ୍ୟ ଆସେ ।

କିନ୍ତୁ ଅନେକ ଲୋକଙ୍କୁ ସ୍ଵପ୍ନରେ ମହାଦେବଙ୍କ ସମ୍ବଧିତ ଜିନିଷ ଦେଖାଯାଏ । ଆଜି ଆମେ ଆପଣଙ୍କୁ କହିବୁ ସ୍ଵପ୍ନରେ ମହାଦେବଙ୍କ ସହ ଜଡିତ ବସ୍ତୁକୁ ଦେଖିବାର ଅର୍ଥ କଣ ହୋଇଥାଏ । ୧- ସ୍ଵପ୍ନରେ ଶିବଲିଙ୍ଗ ଦେଖିବା ମାନେ ଏହା ଆପଣଙ୍କୁ ଧ୍ୟାନ ମଗ୍ନ ହେବା ପାଇଁ କହୁଛି ।

ପୂର୍ବ ଜନ୍ମରେ ମହାଦେବଙ୍କୁ ଦେଖିବାର ବା ପୂଜା କରିବାର ଇଚ୍ଛା ରହିଥିଲେ ଏହି ସ୍ଵପ୍ନ ସଂକେତ ଭଳି ଆସିଥାଏ । ଧ୍ୟାନ କରିବା ଦ୍ଵାରା ମହାଦେବଙ୍କୁ ସ୍ପଷ୍ଟ ଭାବେ ଦେଖି ହୁଏ । ତେଣୁ ଯଦି ଆପଣଙ୍କ ସ୍ୱନରେ ଶିବଲିଙ୍ଗ ଦେଖନ୍ତି ତେବେ ଧନର ବୃଦ୍ଧି, ସବୁ କାମରେ ବିଜୟୀ ହେବେ ।

୨- ସ୍ଵପ୍ନରେ ଭଗବାନ ଶିବ ଓ ମା ପାର୍ବତୀଙ୍କୁ ଏକା ସହ ଦେଖିବାର ଅର୍ଥ ନୂଆ ନୂଆ ବାଟ ଆପଣଙ୍କ ପାଇଁ ଅପେକ୍ଷାରେ ରହିଛି । ବହୁତ ଜଲ୍ଦି ଆପଣଙ୍କୁ ଲମ୍ବା ଯାତ୍ରା ଓ ଭୋଜନର ପ୍ରାପ୍ତି ହେବ । ଧନ ବଢିବାରେ ଲାଗିବ । ମହାଦେବ ମା ପାର୍ବତୀଙ୍କୁ ଏକ ସହ ଦେଖିବା ସବୁଠାରୁ ବଡ ଶୁଭ ସଂକେତ ଅଟେ ।

୩- ଯଦି ଆପଣ ମହାଦେବଙ୍କୁ ତାଣ୍ଡବ କରୁଥିବାର ସ୍ଵପ୍ନରେ ଦେଖିବେ ତେବେ ଏହାର ଅର୍ଥ ଆକ୍ରମଣର ସଂକେତ ଅଟେ । ଆପଣଙ୍କୁ ଏଭଳି ସ୍ଵପ୍ନ ଆସିଲେ ସବୁ ସମସ୍ୟାର ଅନ୍ତ ହେବାର ଅଛି । କଠିନ ପରିଶ୍ରମ କରିଲେ ଆପଣଙ୍କୁ ଧନ ଲାଭ ହେବ ।

୪- ଯଦି ସ୍ଵପ୍ନରେ ମହାଦେବଙ୍କ ମନ୍ଦିର ଦେଖାଯାଏ ଏବେ ଏହାର ଅର୍ଥ ଆପଣଙ୍କୁ ୨ଟି ପୁତ୍ର ସନ୍ତାନ ପ୍ରାପ୍ତି ହେବ । ଏହାର ଅର୍ଥ ଏହା ମଧ୍ୟ ଅଟେ ଯେ ଆପଣ କୌଣସି ରୋଗରୁ ବହୁତ ଜଲ୍ଦି ଦୂର ହୋଇଯିବ ।

୫- ଯଦି ସ୍ଵପ୍ନରେ ମହାଦେବଙ୍କ ତ୍ରିଶୂଳ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ପୂର୍ବ, ଆଗାମୀ ଜନ୍ମ ଓ ଏ ଜନ୍ମ ବା ମୃତ୍ୟୁ ସହ ସମ୍ପର୍କ ରହିଛି । ତ୍ରିଶୂଳ ଆପଣଙ୍କୁ ସବୁ ପ୍ରକାରର କଷ୍ଟ ଓ ସଙ୍କଟରୁ ଉକ୍ତି ଦେଇଥାଏ । ଏହା ଏକ ଶୁଭ ସ୍ଵପ୍ନ ଅଟେ ।

୬- ସ୍ଵପ୍ନରେ ଯଦି ଭଗବାନ ଶିବଙ୍କର ଅଧ ଚନ୍ଦର ଦେଖନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ବଡ ଜରୁରୀ ନିସ୍ପତି ନେବାର ଅଛି । ଏହାର ସମ୍ପର୍କ ଆପଣଙ୍କ ଶିକ୍ଷା ସହ ରହିଛି ।

୭- ଯାହାକୁ ଟଙ୍କା ପଇସାର ଲାଭ ମିଳିବାର ଅଛି ଯଦି ସାପ ଫଣା ଟେକିଛି ତେବେ ଯଦି ଆପଣ ଏହାକୁ ପଛ ଆଡୁ ଦେଖିଲେ ଶୁଭ ଫଳ ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *