ସ୍ବାମୀର ନାମ କାହିଁକି ଧରେ ନାହିଁ ସ୍ତ୍ରୀ ? ଜାଣନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ, ପ୍ରତିଦିନର ଜୀବନଶୈଳୀ ଆମ ଭବିଷ୍ୟତକୁ ତିଆରି କରିଥାଏ । ଆମେ ଆଜି ପାଳନ କରୁଥିବା ନୀତି ନିୟମର ଅନୁସରଣ ଆମ ଠାରୁ ଜନ୍ମ ହୋଇଥିବା ପିଲାମାନେ କରନ୍ତି ଯାହା ଫଳରେ ସେମାନେ ତାଙ୍କ ଜୀବନରେ ଖୁସିରେ ରହିଥାନ୍ତି । କାରଣ ନୀତି ନିୟମ ପାଳନ କରିବା ଦ୍ଵାରା ତାହାର ଶୁଭ ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ସମ୍ପର୍କରେ ଯାହାର ପାଳନ ଆପଣ କାହିଁକି କରିବା ଆବଶ୍ୟକ ତାହା ମଧ୍ୟ ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ ।

1- ଲେମ୍ବୁରସ ସହିତ ସୋରିଷ ତେଲ ମିଶାଇ ପାଦରେ ମାଲିସ କଲେ ଭଲ ନିଦ ହୋଇଥାଏ । 2- ଶ୍ଵାସ ବଢିଗଲେ ପାଚିଲା କଦଳୀକୁ ଗରମକରି ଗୋଲ ମରୀଚ ମିଶାଇ ଖାଇଲେ ଆରାମ ମିଳିଥାଏ । 3-କବାଟକୁ କେବେ ଗୋଦା ମାରି ଖୋଲନ୍ତୁ ନାହିଁ କି ବନ୍ଦ କରନ୍ତୁ ନାହିଁ । ଏହାଦ୍ୱାରା ମାନସିକ ସ୍ଥିତି ବିଗିଡିଥାଏ । 4- ସ୍ତ୍ରୀଲୋକ ଘରର ଦୁଆର ବନ୍ଧକୁ ଲାଗିକରି ଖାଇଲେ ଦାରିଦ୍ରତା ବୃଦ୍ଧି ହୋଇଥାଏ ।

5- ଠାକୁର ଘରେ କାଳୀ, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତ୍ତି ରଖନ୍ତୁ ନାହିଁ । 6- ରୁଟି କରିସାରିବା ପରେ ରୁଟି କେବେ ଗଣନ୍ତୁ ନାହିଁ କିମ୍ବା ହଟକେସ ଖୋଲନ୍ତୁ ନାହିଁ । 7- ଶିବଙ୍କୁ ପୂଜା କରିବା ସମୟରେ କେବେ ଶଙ୍ଖ ଫୁଙ୍କନ୍ତୁ ନାହିଁ । 8-  ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ପାଣି ଟେକିବା ଦ୍ଵାରା ମଙ୍ଗଳ ହୋଇଥାଏ ।

9- ସ୍ତ୍ରୀଲୋକ ମାନେ ନିଜର କାଜଲ, ବିନ୍ଦି, ସିନ୍ଦୁର, ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ଉପରୁ ସ୍ଵାମୀଙ୍କ ଆକର୍ଷଣ କମିଯାଏ । 10- ଖସା ଲଡୁ ଓ ତୁଲସୀ ଦ୍ଵାରା ଶିବଙ୍କ ପୂଜା କରନ୍ତୁ ନାହିଁ । 11- ରାତିରେ ପଇଡ ଏବଂ କଇଁଥ ଖାଇବା ଅମଙ୍ଗଳ ହୋଇଥାଏ । 12- ଗାଧୋଇବା ବେଳେ ସର୍ବଦା ପୂର୍ବଦିଗ ଆଡକୁ ମୁହଁ କରି ଗାଧୋଇବା ମଙ୍ଗଳ ହୋଇଥାଏ ।

13-  ମଙ୍ଗଳ ଦୋଷ ଥିଲେ ଅର୍ଦ୍ଧନାରୀଶ୍ଵର ଫଟ ବା ମୂର୍ତ୍ତି ପୂଜାକଲେ ତାହା ଦୂର ହୁଏ । 14-  ସ୍ଵାମୀ ସ୍ତ୍ରୀ ଖାଇବା ବେଳେ ସ୍ତ୍ରୀ ସ୍ଵାମୀର ବାମ ପଟରେ ବସି ଖାଇବା ଉଚିତ । 15-  ସ୍ତ୍ରୀ ସ୍ଵାମୀର ନାମ ଧରି ନ ଡାକିଲେ ସ୍ଵାମୀର ଲମ୍ବା ଆୟୁଷ ହୋଇଥାଏ । 16- ପୁରୁଷଙ୍କ ଆଖି ପତାର ଚୁଟି କେବେ ମଧ୍ୟ କାଟନ୍ତୁ ନାହିଁ । ଏହାଦ୍ୱାରା ଆୟ କମିଯାଏ ।

17- ଅଁଳା ଖାଇଲେ ଆୟୁଷ ବଢିଥାଏ ଏବଂ ଅଁଳା ରସ ଲଗାଇଲେ ଦରିଦ୍ର ଦୋଷ କଟିଥାଏ । 18- ଶୋଇବା ବେଳେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ ଏବଂ ଡଷ୍ଟବିନ ରଖନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିହାତି ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *