Ajira Anuchinta- ବୁଧବାର ମାଂସ ଖାଉଛନ୍ତି କି ? ଆଜି ହିଁ ଛାଡି ଦିଅନ୍ତୁ…

ନମସ୍କାର ବନ୍ଧୁଗଣ, ଆମିଷ  ବିନା ଆଜିକାଲି କୌଣସି ଖାଇବା ଖାଇ ହେଉନାହିଁ ବା ରୁଚିକର ମନେ ହେଉନାହିଁ । ଏହା ଆପଣଙ୍କର ଅଭ୍ୟାସ ପାଇଁ ହେଉଛି ଆଉ କୌଣସି କାରଣ ପାଇଁ ନୁହେଁ । ତେଣୁ ଆପଣ ଚାହିଁଲେ ଆମିଷ ଛାଡି ପାରିବେ ଆଜି ଆମେ ଆପଣ ମାନଙ୍କୁ ଆମିଷ ଭକ୍ଷଣ କରିବା ଦ୍ଵାରା କଣ ହୋଇଥାଏ ଏବଂ  ଏହା ସହିତ ଆହୁରି ବହୁତ କିଛି ନିୟମ ତଥା ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଯାହା ଆପଣଙ୍କୁ ଦଣ୍ଡ ଦେଇପାରେ ଭବିଷ୍ୟତରେ । ତେବେ ଆସନ୍ତୁ ଜାଣିବା ।

1- ଆପଣ କୌଣସି ଏକ ଶୁଭ କାମ କରିବା ପାଇଁ ଚାହୁଁଛନ୍ତି ତାହା ଆପଣଙ୍କ ପାଇଁ ହେଉ ବା ଅନ୍ୟ ପାଇଁ ହେଉ କିନ୍ତୁ ତାହା ପୁରା ହୋଇପାରୁ ନାହିଁ । କିଛି ନା କିଛି କାରଣ ଆପଣଙ୍କୁ ସେହି କାମ କରିବାରୁ ଯଦି ପଛକୁ ଟାଣୁ ଥାଏ ତେବେ ଆପଣ ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ ଗାଧୋଇସାରି ଗୋଟା ପାନ ପତ୍ର ହନୁମାନଙ୍କ ପାଦ ପାଖରେ ଅର୍ପଣ କରନ୍ତୁ । ଏହା କରିବା ଫଳରେ ଖୁବ ଶୀଘ୍ର ଆପଣଙ୍କ କାମ ହୋଇଯିବ ।

2- ତୁଲସୀ ଚଉରା ପାଖରେ କୌଣସି ବସ୍ତ୍ର ସୁଖାନ୍ତୁ ନାହିଁ । ଯଦି ସୁଖାଉଛନ୍ତି ତେବେ ଚଉରା ଠାରୁ ସାତ ଆଠ ହାତ ଛାଡି ସୁଖାନ୍ତୁ । 3- ଚାଉଳ ଗହମ କେବେ ମଧ୍ୟ ଛାତ ଉପରେ ଧୁଅନ୍ତୁ ନାହିଁ କିମ୍ବା ଲୁଗା ମଧ୍ୟ କେବେ ଛାତ ଉପରେ ସଫା କରନ୍ତୁ ନାହିଁ । କାରଣ ଛାତ ଉପରକୁ କେତୁର ଦୃଷ୍ଟି ଥାଏ ।

4- ମନ୍ଦିର ପାଖରେ ରଖିଥିବା ଆପଣଙ୍କ ଜୋତା ଯଦି ଚୋରୀ ହୁଏ ତେବେ ମନ ଦୁଃଖ କରନ୍ତୁ ନାହିଁ । କାରଣ ସେହିଦିନ ଠାରୁ ଆପଣଙ୍କ ଶୁଭ ଦିନର ଆରମ୍ଭ ହୋଇଥାଏ । କିନ୍ତୁ ଯେଉଁଲୋକ ଜୋତା କରିଥାନ୍ତି ତାଙ୍କୁ ସେହିଦିନ ଠାରୁ ଶନି ଦଶା ପଡିଥାଏ । 5- ରବିବାର ଦିନ ଆପଣ ମସୁର ଡାଲି, ଅଦା ଏବଂ ଲାଲ ରଙ୍ଗର ଶାଗ କେବେ ମଧ୍ୟ ଖାଆନ୍ତୁ ନାହିଁ ।

6- ରବିବାର ଦିନଟି ଛୁଟି ବାର ହୋଇଥାଏ । ତେଣୁ ଏହିଦିନ ଚାକିରି ବାକିରି କରିଥିବା ଲୋକ ଛୁଟିରେ ଥାନ୍ତି ତାଙ୍କ ପାଟିରୁ ଲାଲ ଗଡିଥାଏ ସକାଳୁ ଉଠୁ ଉଠୁ ଆମିଷ ଖାଇବା ପାଇଁ । ତେଣୁ ଆମିଷ ଦୋକାନରେ ସେମାନେ ଭିଡ ଲଗାଇ ଥାନ୍ତି । ମନେରଖନ୍ତୁ ରବିବାର ଦିନ ଆମିଷ ଭୋଜନ କରୁଥିବା ଲୋକଙ୍କୁ ଆମିଷ ରାଜା ଦଣ୍ଡ ମିଳିଥାଏ ।

ରବିବାର ଦିନ ଆମିଷ ବର୍ଜନ କରିବା ଦ୍ଵାରା ଆପଣ ରାଜ ଦଣ୍ଡରୁ ମୁକ୍ତ ହୋଇଥାନ୍ତି । ରବିବାର ଦିନ ଆପଣ ଆମିଷ ଛାଡି ଦିଅନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *