Health Tips- କିଡନୀ ଫେଲ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି 6 ଟି ସଙ୍କେତ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ

ନମସ୍କାର ବନ୍ଧୁଗଣ , ମୁଁ ଆଜି ଆପଣମାନଙ୍କୁ କିଡନୀ ଫେଲ ହେଲେ କିପରି ଜାଣିବା  ଏବଂ ଏହାର କିଛି ସଂକେତ ଲକ୍ଷଣ ସମ୍ବନ୍ଧରେ ବିଷୟରେ ଅବଗତ କରାଇବି ।  ଯଦି ଆପଣଙ୍କୁ ଏହି ସମସ୍ତ ସଙ୍କେତ ହୋଇଥାଏ , ତେବେ ଭୁଲରେ ବି ଏହାକୁ ବେଖାତିର କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଭୋଗିବାକୁ ପଡିବ ଏହାର ଫଳ ଯାହା କି ବହୁତ ଭୟାନକ ହୋଇଥାଏ । ମଣିଷ ଜୀବନରେ କିଏ ବି ଜାଣେ ନା କି କେବେ ଆମକୁ ରୋଗ ଆକ୍ରାନ୍ତ କରେ ବୋଲି ।

ଏହାର ପ୍ରକୃତ କାରଣ ହୋଇଥାଏ ଠିକ୍ ଭାବରେ ଖାଦ୍ୟ ପେୟ ନ କରିବା ଓ ଶରୀର ପ୍ରତି ଯତ୍ନ ନ ନେବା । ତେଣୁ ଜଣେଇ ଦେଉଛୁ ଶରୀରର ଯତ୍ନ ନ ନେବେ ବହୁତ ବଡ ସମସ୍ୟା  ହୋଇପାରେ । କିନ୍ତୁ   ମୁଁ ଆଜି ଆପଣଙ୍କୁ କିଡନୀ ସମନ୍ଧୀୟ କିଛି ବିଷୟବସ୍ତୁ ନେଇଆସିଛି । କିଡନୀ ହେଉଛି ଆମ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଂଶ ଗୋଟିଏ ଖରାପ ହୋଇଗଲେ ମଧ୍ୟ ମଣିଷ ବଞ୍ଚିଥାଏ । କିନ୍ତୁ ଆପଣଙ୍କୁ ଯଦି ଏହାର ଲକ୍ଷଣ ଦେଖାଯାଇଥାଏ , ତେବେ ତୁରନ୍ତ ଡାକ୍ତର କୁ ଦେଖାଇ ଏହାର ଉପଚାର କରିବା ଦରକାର ।

କାରଣ ଏହା ବଡି ଧୀରେ ଧୀରେ ଆମ କୁ ମୃତ୍ୟୁ ଆଡକୁ  ନେଇଯାଇଥାଏ । କିଡନୀ ଫେଲ ହେବ ଦ୍ଵାରା ମଣିଷ ର ବଞ୍ଚିବା ବହୁତ କଷ୍ଟକର ହୋଇଯାଇଥାଏ । ଆସନ୍ତୁ ଜାଣିବା କିଡନୀ ଫେଲ ହେବାର ଲକ୍ଷଣ ସମ୍ବନ୍ଧରେ ଏହାର ଅନେକ ପ୍ରକାରର ଲକ୍ଷଣ  ରହିଛି । କିନ୍ତୁ ମୁଁ ଆଜି କିଛି ବିଶେଷ ଲକ୍ଷଣ ବିଷୟରେ କହିବି ଯାହାକୁ ଜାଣିବା ଦ୍ଵାରା ଆପଣ ସାବଧାନ ହୋଇପାରିବେ ଓ ତୁରନ୍ତ ଏହାର ନିରାକରଣ କରେଇବା ଦ୍ଵାରା ବହୁତ ଶୀଗ୍ର ଠିକ୍ ହୋଇଯିବେ  ।

ପ୍ରଥମରେ ପରିସ୍ରାରେ ରେ ଫେଣ ଆସିବା ଯଦି ଆପଣଏନକେ ପରିସ୍ରାରେ ଏହା ହୋଇଥାଏ , ତେବେ ଡେରି ନ କରି ଡାକ୍ତର କୁ ସାକ୍ଷାତ କରନ୍ତୁ ।ଯାହା ଦ୍ଵାରା ସବୁ ସମସ୍ୟା ର ସମାଧାନ ହୋଇଥାଏ । ଯଦି ଆପଣଙ୍କ ର କୋଣସି ଅଂଶ ଫୁଲିଯାଉଛି ତେବେ ସାବଧାନ ହୋଇଯିବେ  , କୁହାଯାଏ ରକ୍ତ ଖରାପ ହୋଇଗଲେ ଶରୀର ଫୁଲିବାକୁ ଲାଗିଯାଏ ।

ଏହା ମଧ୍ୟ କିଡନୀ ର ଏକ ଲକ୍ଷଣ ଅଟେ । ତେଣୁ ତୁରନ୍ତ ଡାକ୍ତର କୁ ଦେଖାଇ ଚିକିସ୍ରା କରିବା ଉଚିତ୍ ।  ତୃତୀୟ ରେ ଯଦି ଆପଣଙ୍କୁ କିଛି କାମ ନ କରି ଥକି ଯାଇଥାନ୍ତି ବା ବସି ବସି ଥକି ଯାଆନ୍ତି  ।ତେବେ ଏହି ଲକ୍ଷଣ ଭୟାନକ ହୋଇପାରେ ଏବଂ ଏହା ଆପଣଙ୍କୁ ଏହି ସୂଚନା ଦେଇଥାଏ କି ଆପଣ କୋଣସି ବଡ ରୋଗ ର ଶିକାର ହେବାକୁ ଯାଉଛନ୍ତି । ଚତୁର୍ଥ ରେ ସବୁ ବେଳେ ଥଣ୍ଡା ଲାଗିବା । କିଡନୀ ଖରାପ ହେବ ଯୋଗୁ ଯେଉଁ ଏନିମିଆ ରୋଗ ହୋଇଥାଏ ତାହା ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ଯଦି  ଆପଣଙ୍କୁ ମଧ୍ୟ ଏ ଭଳି ଥଣ୍ଡା ଲାଗୁଛି ତେବେ ତୁରନ୍ତ ଡାକ୍ତର କୁ ଦେଖାନ୍ତୁ ।

ଯଦି ଆପଣଙ୍କୁ ପରିସ୍ରାରେ ରକ୍ତ ପଡିଥାଏ । ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ସଂକେତ ଦେଇଥାଏ । ପରିସ୍ରାରେ କୋଣସି ପରିବର୍ତ୍ତନ ଦେଇଥାଏ ତେବେ ତୁରନ୍ତ ଡାକ୍ତର କୁ ଦେଖାନ୍ତୁ । କାରଣ ପରିସ୍ରାରେ ରକ୍ତ ପଡିବା ର ସଂକେତ ହେଉଛି ଆପଣଙ୍କ କିଡନୀ ପୁରା ଖରାପ ହେଇଛି । ତେଣୁ ଯଦି ଆପଣଙ୍କୁ ଏହି ଭଳି ଲକ୍ଷଣ ଦେଖା ଦେଇଥାଏ ,ତେବେ ତୁରନ୍ତ ଚିକିସ୍ରା କରାନ୍ତୁ । ଏ ଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *