ସ୍ଵାମୀ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ ! କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ?

ନମସ୍କାର ବନ୍ଧୁଗଣ, ଗର୍ଭରେ ଥିବା ସନ୍ତାନ ସୁସ୍ଥ ହୋଇ ଜନ୍ମ ନେଉ ବୋଲି ସମସ୍ତଙ୍କର ଆଶା ରହିଥାଏ । କିନ୍ତୁ ବାପା ମାଆଙ୍କ ଠାରେ କୌଣସି କମି ନଥାଇ ମଧ୍ୟ ପିଲା ବିକଳାଙ୍ଗ ହୋଇ ଜନ୍ମ ନେଉଥିବାର ଦେଖାଯାଏ । ଏହି ବିକଳାଙ୍ଗ ହେବା ପଛରେ ସ୍ଵାମୀ ସ୍ତ୍ରୀଙ୍କ ଭୁଲ ସାମିଲ ଥାଏ । ତେବେ ସ୍ଵାମୀ ସ୍ତ୍ରୀ କେଉଁ ଭୁଲ କରିବା ଦ୍ଵାରା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ନେଇଥାଏ ତାହା ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣମାନଙ୍କୁ ଏହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।

ନାରୀମାନେ ଗର୍ଭଧାରଣ କରିଥିବା ସମୟରେ ଯଦି ଶିବ ମନ୍ଦିର ଯାଇ ଶିବ ଦର୍ଶନ କରନ୍ତି ତେବେ ତାଙ୍କ ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ନେଇଥାଏ କିମା ଅଳପ ଆୟୁ ବିଶିଷ୍ଠ ହୋଇଥାନ୍ତି । ପୂର୍ଣମୀ କିମ୍ବା ଅମବାସ୍ୟା ଦିନ ସ୍ଵାମୀ ସ୍ତ୍ରୀଙ୍କ ମିଳନ ଫଳରେ ସନ୍ତାନ ଉତ୍ପତ୍ତି ହେଲେ ସେହି ସନ୍ତାନ ବିକଳାଙ୍ଗ ହୋଇଥାଏ । ସେହି ସନ୍ତାନ ଅକାଳରେ ମୃତ୍ୟୁ ମୁଖରେ ପଡିଥାଏ ।

ନାରୀ ଋତୁମତୀ ହେବାର ତିନି ଦିନ ମଧ୍ୟରେ ଯଦି ସ୍ଵାମୀ ସ୍ତ୍ରୀଙ୍କ ମିଳନ ହୁଏ ତେବେ ସନ୍ତାନ ବିକଳାଙ୍ଗ ହୋଇ ଦୁନିଆକୁ ଆସିଥାଏ । କିମ୍ବା ମୃତ ସନ୍ତାନ ଗର୍ଭରୁ ଜନ୍ମ ନେଇଥାଏ । ସେହିଭଳି ନାରୀର ଋତୁମତୀ ହେବାର ୪ ଦିନରେ ଯଦି ସ୍ଵାମୀ ସ୍ତ୍ରୀ ସହ ସମ୍ପର୍କ ରଖେ ତେବେ ସନ୍ତାନର ଆୟୁ କମିବା ସହ ସେହି ସନ୍ତାନ ଦରିଦ୍ର ହୋଇ ଜୀବନ କାଟିଥାଏ ।

ଋତୁସ୍ରାବର ୫ ଦିନରେ ଯଦି ମିଳନ ହୁଏ ତେବେ ସୁନ୍ଦର ସନ୍ତାନ ଟିଏ ଜନ୍ମ ନେଇ ଦୁନିଆକୁ ଆସିଥାଏ । ସୁସ୍ଥ ସବଳ ମଧ୍ୟ ଥାଏ । ଯଦି ଋତୁସ୍ରାବର ୬ ଦିନରେ ମିଳନ ହୁଏ ତେବେ ସନ୍ତାନ ମଧ୍ୟରେ ବହୁତ ବଡ ଗୁଣ ରହିଥାଏ । ଋତୁସ୍ରାବର ୭ ଦିନରେ ଯଦି ମିଳନ ହୁଏ ତେବେ ସନ୍ତାନଟି ଅପୁତ୍ରିକ ହୋଇଥାଏ । ଏବଂ ଯଦି କନ୍ୟା ସନ୍ତାନ ଜାତ ହୁଏ ତେବେ ପର ପୁରୁଷ ପ୍ରତି ତାହାର ସର୍ବଦା ଲାଳସା ରହିଥାଏ ।

ଯଦି ୮ ଦିନରେ ମିଳନ ହୁଏ ତେବେ ସନ୍ତାନ ଧନବାନ ହେବା ସହ ଧାର୍ମିକ ଏବଂ ସୁଖି ଭାଗ୍ୟ ନେଇ ଜନ୍ମ ନେଇଥାଏ । ୯ ଦିନରେ ମିଳନ ହେଲେ ସନ୍ତାନ ସୁନ୍ଦର ହୁଏ । ସନ୍ଧ୍ୟା ୬ରୁ ରାତି ୯ ଭିତରେ ସମ୍ବନ୍ଧ ରଖିବା ଫଳରେ ଜାତ ହୋଇଥିବା ସନ୍ତାନ ମୃତ୍ୟୁ ମୁଖରେ ପଡିଥାଏ ।

ଦିନ ସମୟରେ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ ଗର୍ଭରେ ରହିଲେ ସେହି ସନ୍ତାନର ଆୟୁଷ ଖୁବ କମ ହୋଇଥାଏ ଏବଂ ସେହି ସନ୍ତାନ ପାପୀ ମଧ୍ୟ ହୋଇ ଜନ୍ମ ନେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *