ତମ ସନ୍ତାନ ତମ କଥା ନ ମାନିଲେ କ’ଣ କରିବେ ତା’ର ପ୍ରତିକାର ? ପିଲାମାନେ ଦୁଷ୍ଟ ହେଉଥିଲେ ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ , ସନ୍ତାନ ହେଉଛନ୍ତି ଭଗବାନଙ୍କ ଅମୂଲ୍ୟ ଦାନ । ଆଉ ସେହି ସନ୍ତାନ ଆପଣକ କଥା ମାନିବେ ବା ନାହି ଏହା ଆପଣକ ଜାତକରେ ହିଁ ଥିବ । ଜାତକର ପଞ୍ଚମ ଜାଗାର ଅଧିପତି ଯଦି ତ୍ରି ଜାଗାରେ  ଆସିଗଲେ । ବା ଛଅ ଏବଂ ଅଷ୍ଟମ ଘରେ ରହିଗଲେ ତେବେ ଏହି କ୍ଷେତ୍ରରେ ସନ୍ତାନ କଷ୍ଟ ଦେଖାଯାଇଥାଏ ।ପଞ୍ଚମରେ ଯଦି କୋର ଗ୍ରହ ରହିଲେ ବିଶେଷ ଭାବରେ ପଞ୍ଚମରେ ଆପଣକର କେତୁ ଥାଆନ୍ତି ନା ଏହା ପିତାମାତା ଓ ସନ୍ତାନ ଗୋଟିଏ ସହରରେ ରହି ମଧ୍ୟ ସନ୍ତାନ ପିତାମାତାକ ଠାରୁ ଦୂରରେ ରହିଥାନ୍ତି ।

କାରଣ କେତୁ ଏହି କ୍ଷେତ୍ରରେ ଏମାନକୁ ଦୂରେଇ ରଖିଥାନ୍ତି ।ବେଳେ ବେଳେ ଯେବେ ସନ୍ତାନ କଷ୍ଟ ଆମାନକୁ ଆସିଥାଏ ଯେବେ ସନ୍ତାନ ଆମ କଥା ମାନନ୍ତି ନାହି ଚଗଳା ହୁଅନ୍ତି , ପାଠ ପଡନ୍ତି ନାହି । ଯେତେ ବେଳେ ପିତାମାତାମାନେ ତାଙ୍କୁ ଆକଟ କରିଥାନ୍ତି । ତେବେ ସେମାନେ ବାପା ମା ‘ ନିଜର ଶତ୍ରୁ ମାନନ୍ତି । ସେହି କ୍ଷେତ୍ରରେ ଆପଣମାନେ କଣ କରିବା ଉଚିତ ।

କ’ଣ କଲେ ଆପଣମାନକ ସନ୍ତାନ ଆପଣକ କଥା ମାନିବେ । ତେଣୁ ଆପଣମାନେ କଣ କରିବେ ନା ଗୁରୁପୁଷ୍ୟା ଦିନ ବା ଏହା ଗୁରୁବାର ଦିନ ପଡିଥାଏ । ତେଣୁ କରି ଏହା କେତେ ସମୟ ଯାଏ ରହିଥାଏ । ଏହାକୁ ଜାଣି ସେହି ଦିନ  ଆପଣ କର୍ପୁର ନେବେ ଓ ତାହା ସହ ଲବଙ୍ଗ ତିନୋଟି ଆଣିବେ । ଏହା ପ୍ରତି ଧ୍ୟାନ ଦେବେ ଯେ ଲବଙ୍ଗରେ ଫୁଲ ଥିବା ନିହାତି ଜରୁରୀ ଅଟେ ନ ହେଲେ ଏହା ଅଶୁଭ ହୋଇଥାଏ । ଗୋଟିଏ  ପାତ୍ର ନେଇ ଏଥିରେ କର୍ପୁର ଓ ଲବଙ୍ଗକୁ ନେଇ ସେଥିରେ ଜାଳି ଦେବେ ।

ଜାଳି ଦେବା ପରେ ତା’ର ଯେଉଁ ପାଉଶ ରହିଥାଏ । ତାହାକୁ ଏକ ପେପର୍ ରେ ରଖିବେ । ଯେତେବେଳେ ବି ଆପଣ ପିଲାମାନକ ସହ ସାମ୍ନା ସାମନା ହେଉଛନ୍ତି । ସେତେବେଳେ ସେହି ପାଉଶରେ ଗୋଲାପ ଜଳ ମିଶେଇକି ନିଜର ପରୀ ଅଙ୍ଗୁଳିରେ ଏହାକୁ ଭଲଭାବରେ ମିଶେଇବେ । ଏବଂ ଏହାକୁ ଭଲରେ ମିଶେଇକି ଆପଣକ ମଥାରେ ଏବଂ ନାଭିରେ ଲଗାଇବେ ।

ଏବଂ ଯେତେ ବେଳେ ଏହାକୁ ଆପଣକ ମଥାରେ ଏବଂ ନାଭିରେ ଲଗାଇବେ ତେବେ ଆପଣମାନେ ପୂର୍ବ କଥା ଆପଣକ ସନ୍ତାନ ତମ କଥା ମାନୁଥିଲେ । ସେଇ ସମୟକୁ ସ୍ମରଣ କରି । ଏହା ପରେ ଆପଣକ କଥା ମାନିବେ ଏହା ବିଶ୍ଵାସ କରି ମଥାରେ ଲଗାଇବେ । ଏହା ନିଜକୁ କହିବେ ଯେ ଏହା ପରେ ମୋ ସନ୍ତାନ ମୋ କଥାର ଆଦର କରିବ ।

ଯେତେ ବେଳେ ଆପଣ ଏହାକୁ ପୂର୍ଣ ବିଶ୍ଵାସ ସହକାରେ କରିବେ । ଏହା ସନ୍ତାନ ପାଖକୁ ଯାଇଥାଏ । ଏହି ଉପାୟକୁ କରି ଯେତେବେଳେ ପିଲାଙ୍କୁ ପ୍ରେମ ସହ ଆଦର ଓ ସ୍ନେହ ସହକାରେ ବୁଜେଇଥାନ୍ତି । ଧୀରେ ଧୀରେ ସନ୍ତାନ ଆପଣକ କଥାର ମାନିଥାଏ । ତେଣୁ ଏହାକୁ ଶ୍ରଦ୍ଧାର ସହିତ କରନ୍ତୁ । ଏଭଳି ଉପଯୋଗୀ ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *