Vastu Tips- ଭୁଲରେ ବି ଶୁକ୍ରବାର ଦିନ କରିବେ ନାହିଁ ଏହି 5 ଟି କାମ, ପୁରା ଘର କାଙ୍ଗାଳ ହେଇଯାଏ, ଲାଗିଥାଏ ମହାପାପ

ନମସ୍କାର ବନ୍ଧୁଗଣ, ଜୀବନକୁ ସରସ ସୁନ୍ଦର ଏବଂ ସମୃଦ୍ଧିଶୀଳ କରିବା ପାଇଁ ଆମକୁ ସର୍ବଦା ନୀତି ନିୟମର ପାଳନ କରିବା ଆବଶ୍ୟକ ହୋଇଥାଏ । କାରଣ ଏହି ନୀତି ନିୟମର ପ୍ରଭାବରେ ହିଁ ଜୀବନରେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଶୁକ୍ରବାର ଦିନ କେଉଁ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଘୋର ଦାରିଦ୍ରତା ଗ୍ରାସ କରିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ କାର୍ଯ୍ୟ ସମ୍ପର୍କରେ ।

1- ଆପଣ ଶୁକ୍ରବାର ଦିନ ଆପଣ କେବେ କାହାକୁ ଚିନି ଧାର ଦେବା ଉଚିତ ନୁହେଁ । କାରଣ ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଶୁକ୍ର ଗ୍ରହ କମଜୋର ହୋଇଯାଇଥାଏ । ଯାହାଫଳରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ଧନ ସମ୍ପତ୍ତିର ନାଶ ହୋଇଯାଏ । 2- ଶୁକ୍ରବାର ଦିନ ଆପଣ କାହାକୁ ପଇସା ଧାର ଦେବା ଦ୍ଵାରା କିମ୍ବା ଆଣିବା ଦ୍ଵାରା ଘରର ଲକ୍ଷ୍ମୀ ଚାଲି ଯାଇଥାନ୍ତି ।

ଆପଣ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି ଏବଂ ଆପଣଙ୍କ ଘରେ ଅଭାବ ହେବା ଆରମ୍ଭ ହୋଇଯାଏ । 3- ଶୁକ୍ରବାର ଦିନ ଆପଣଙ୍କୁ ଆପଣଙ୍କ ଘରକୁ ଭଲ ଭାବରେ ସଫା ସୁତୁରା କରିବା ଆବଶ୍ୟକ । ଏହାଦ୍ୱାରା ମାତା ଲକ୍ଷ୍ମୀ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି ।

4- ଶୁକ୍ରବାର ଦିନ ମହିଳା, କନ୍ୟା ଏବଂ କିନ୍ନରଙ୍କ ଅପମାନ କେବେ ମଧ୍ୟ କରିବା ଉଚିତ ନୁହେଁ । କାରଣ ମାତା ଲକ୍ଷ୍ମୀ ନାରୀଙ୍କ ଅସମ୍ମାନ ହେଉଥିବା ସ୍ଥାନରେ କେବେ ମଧ୍ୟ ବାସ କରିନଥାନ୍ତି । 5- ଶୁକ୍ରବାର ଦିନ ଧଳା ଗାଈକୁ ଅଟା ଖୁଆଇବା ଉଚିତ । ଅନ୍ଧ ବ୍ୟକ୍ତିଙ୍କୁ ଆପଣ ଏହିଦିନ ଧଳା ବସ୍ତ୍ର ଓ ଧଳା ମିଠା ଦାନ କରିବା ଉଚିତ ।

6-  ଶୁକ୍ରବାର ଦିନ ଚଢେଇ ମାନଙ୍କୁ ଚାଉଳ ଦାନା ଖାଇବାକୁ ଦେବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଆପଣ କରିଥିବା ଖରାପ କର୍ମର ଦଣ୍ଡ କମିଥାଏ । ଜୀବନରେ ଅନେକ ସୁଖର ପ୍ରାପ୍ତି ହୋଇଥାଏ । 7- ଶୁକ୍ରବାର ଦିନ ଆପଣ ପୂଜା କରୁଥିବା ସମୟରେ ଯଦି ଆପଣଙ୍କୁ ଅଚାନକ ଝିଟିପିଟି ଦେଖାଦିଏ ତେବେ ଏହାକୁ ବହୁତ ଶୁଭ ମନାଯାଏ । କାରଣ ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଏ ।

8- ଶୁକ୍ରବାର ଦିନ ଯଦି ଆପଣଙ୍କ ଉପରେ ଝିଟିପିଟି ପଡିଯାଏ କିମ୍ବା ଆପଣଙ୍କ ସ୍ଵପ୍ନରେ ଝିଟିପିଟି ଦେଖା ଦିଏ ତେବେ ଏହାର ସଙ୍କେତ ହୋଇଥାଏ କି ମହାଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳିବାକୁ ଯାଉଛି । 9-  ଧ୍ୟାନ ରଖିବେ ଘରେ ଝାଡୁ କରିବା ସମୟରେ କଥା ହେବା ଉଚିତ ନୁହେଁ । ନୀରବ ହୋଇ ଝାଡୁ କରିବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *