Health Tips- ପ୍ରତିଦିନ ଖାଆନ୍ତୁ ଏହି ଜିନିଷ, କେବେ ବି ହେବ ନାହିଁ Nerve Blockage, ହାର୍ଟଟାକ, Cholesterol ଓ Diabetes

ନମସ୍କାର ବନ୍ଧୁଗଣ , ମଣିଷ ର ଜୀବନରେ ରୋଗର କୋଣସି ଅଭାବ ରହୁ ନାହିଁ । ମଣିଷ ଯେତେ ଧନ ଉପାର୍ଜନ କରିଥାଏ , ତାହାର ରୋଗ ମଧ୍ୟ ସେତେ ଅଧିକ ବଢି ଥାଏ । ଏହାର ଉପକରଣ ପାଇଁ ଆମେ ଅନେକ ଉପାୟ ଓ ଔଷଧ ର ସେବନ କରିଥାଉ । କିନ୍ତୁ କିଛି ବି ପ୍ରଭାବ ହୋଇନଥାଏ । ଯଦି ଆପଣଙ୍କର ଶିରା ରେ ରକ୍ତଜମିବା , ଶରୀରରେ ମନ୍ଦ କଲୋଷ୍ଟ୍ରୋଲ ର ବୃଦ୍ଧି ହେବା  , ହାର୍ଟ ଆଟାର୍କ , ରକ୍ତଚାପ , ଦିନକୁ ଦିନ ଶରୀରର ଓଜନ ବଢିବା ଆଦି ସମସ୍ୟାର ର ସମାଧାନ ପାଇଁ ଏକ ଘରୋଇ ଉପକାର ରହିଛି ।

ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ସାଲିମ ଜଲିଦ ଏପରି ଏକ ଉପାୟ କୁ କହିଛନ୍ତି । ଯାହାକୁ କରିବା ଦ୍ଵାରା ଏହି ସବୁ ସମସ୍ୟା  ମୂଳରୁ ସମାଧାନ ହୋଇଥାଏ । ଆମ ଶରୀରରେ ଶିରାର ବାଧା ସୃଷ୍ଟି ହେବା ଏକ ବହୁତ କ୍ଷତିକାରକ ଅଟେ । ତେଣୁ ଆମେ ଜାଣିବା ଉଚିତ୍ , ଯେ ଏହା କେଉଁଠି ପାଇଁ ହୋଇଥାଏ ଓ ଏହାର କାରଣ ଗୁଡିକ କଣ ।

ପ୍ରଥମ କାରଣ ହେଉଛି ଆମ ଶରୀରରେ ମନ୍ଦ କଲୋଷ୍ଟ୍ରୋଲ ବୃଦ୍ଧି ହେବା HDL  ଯାହା ଭଲ କଲୋଷ୍ଟ୍ରୋଲ ଓ LDL ଯାହା ମନ୍ଦ କଲୋଷ୍ଟ୍ରୋଲ ଏହାର ଅଧିକ ବୃଦ୍ଧି ହୋଇ ଆମ ଭିତର ନଳୀରେ ଯାଇ ଲାଗିଯାଇଥାନ୍ତି ଓ ଏହା ଦ୍ଵାରା ଶିରାରେ ବାଧା ସୃଷ୍ଟି ହୋଇଥାଏ । ଯଦି ଆମେ ଅଧିକ ପରିମାଣରେ ଚିନି ର ସେବନ କରିଥାଉ ଏହା ମଧ୍ୟ ଆମ ଶିରା ରେ ବାଧା ସୃଷ୍ଟି ହେବାର କାରଣ ହୋଇଥାଏ । ଯଦି ଆମ ଶରୀରର ଶିରା ଶକ୍ତ ହୋଇଯାଏ ବା ମୋଟା ହୋଇଯାଆନ୍ତି । ଏହା ମଧ୍ୟ ଆମ ଶିରା ରେ ବାଧା ହୋଇଥାଏ ।

କାରଣ ଶରୀରରେ ଶିରା ବହୁତ ନରମ ଥିବା ଦରକାର ତେବେ ହିଁ ଆମ ରକ୍ତ ଭଲଭାବରେ ପ୍ରବାହିତ ହୋଇଥାଏ । କିନ୍ତୁ ଆମ ବୟସ ବଢିବା ଯୋଗୁ ଆମ ଶିରା ଶକ୍ତ ହୋଇଯାଇଥାଏ । ତେଣୁ ଏହି ସମସ୍ୟା ମାନ ଦେଖାଯାଇଥାଏ । ଏହାକୁ ଯଦି ଆପଣ ପରିବର୍ତ୍ତନ କରିବାକୁ ଚାହୁଛନ୍ତି , ତେବେ ପ୍ରଥମେ ଆପଣଙ୍କ  ଜୀବନ ଶୈଳୀ କୁ ପରିବର୍ତ୍ତନ କରନ୍ତୁ । କାରଣ ଯେତେ ଉପାୟ ଓ ଔଷଧ କରିଲେ ମଧ୍ୟ କିଛି କାମ ହୋଇନଥାଏ ।

ତେଣୁ କରି ସବୁ ଦିନ ବାୟାମ , ଯୋଗ ସ୍ଵାସ୍ଥ ପାଇଁ ଉପଯୁକ୍ତ ଖାଦ୍ୟ ଯେମିତିକି ଫଳ , ପନିପରିବା ଆମ ଶରୀର କୁ ବହୁତ ପରିମାଣରେ ଭିଟାମିନ , କାଲସିୟମ ଓ ଶରୀର ର ଅନେକ ଉପକାର ସାଧନ କରିଥାଏ । କଲୋଷ୍ଟ୍ରୋଲ କୁ ବୃଦ୍ଧି କରୁଥିବା ଖାଦ୍ୟ ର ସେବନ କରିବେ ନାହିଁ । ଏହି ଘରୋଇ ଉପାୟ କରିବା ପାଇଁ କେବଳ ଦୁଇଟି ଜିନିଷ ର ଆବଶ୍ୟକ ହୋଇଥାଏ ।

ମେଥି ଓ ଡାଲ ଚିନି ପ୍ରଥମେ ଅଧା ଚାମୁଚ ମେଥି କୁ ରାତିରେ  ପାଣି ପକେଇ ଦେବେ ଓ ଏଥିରେ ଡାଲଚିନି ର ଏକ ଖଣ୍ଡ ପକେଇ ସକାଳୁ ଏହାର ପାଣି କୁ ସେବନ କରିବେ । ଏହା ପରେ ଯେଉ ବିଜେଇଥିବା ମେଥି ଓ ଡାଲଚିନି ରହିଥାଏ ଏହାକୁ ପେଶୀ ଦେଇ ଏହାକୁ ପେଷ୍ଟ କରିନେବେ ସ୍ଵାଦ ପାଇଁ ମହୁ ମିଶେଇ ପାଣି ପିଇବାର ଅଧ ଘଣ୍ଟା ପରେ  ଖାଇଦିଅନ୍ତୁ । ଏହି ଉପଚାର କୁ ନିହାତି ଦୁଇରୁ ତିନି ସପ୍ତାହ କରିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କୁ ଏହାକୁ ଶେୟାର କରି ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *