ସ୍ତ୍ରୀ ସ୍ବାମୀର ନାମ କାହିଁକି ଧରିବା ଉଚିତ୍ ନୁହେଁ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲେମ୍ବୁରସ ସହିତ ସୋରିଷ ତେଲ ମିଶାଇ ପାଦରେ ମାଲିସ କରିଲେ । ଭଲ ନିଦ ଆସିଥାଏ । ଯେଉଁ ମାନଙ୍କର କେଶ ବହୁତ ଶୀଘ୍ର ଧଳା ହେଇଯାଉଥାଏ । ତେବେ ସେମାନଙ୍କୁ ୨ ମାଷ ପର୍ଯ୍ୟନ୍ତ ହିଡିମିଚା ଶାଗ ଖାଇବା ଉଚିତ । ଏପରି କରିବା ଦ୍ଵାରା କେଶ ପାଚିବା ସମସ୍ଯା ଦୂର ହୋଇଥାଏ । ଶ୍ଵାସ ବଢିଗଲେ । ପାଚିଲା କଦଳୀକୁ ଗରମ କରି ଗୋଲମରୀଚ ସହିତ ଖାଇଲେ ଆରାମ ମିଳିଥାଏ ।

କବାଟକୁ କେବେ ମଧ୍ୟ ଗୋଡ ମାରି ଖୋଲିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମାନସିକ ସ୍ଥିତି ବିଗିଡି ଯାଇଥାଏ । ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗି କରି ଖାଇଲେ । ଘରେ ଦରିଦ୍ରତା ବଢିଥାଏ । ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ଲୁଚାଇ ରଖିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିଥାଏ । ଠାକୁର ଘରେ କାଳୀ, ଶନି, ଭୈରବ ଓ ନଟରାଜ ମୂର୍ତ୍ତି ରଖନ୍ତୁ ନାହିଁ ।

ରୁଟି କରିସାରିବା ପରେ ରୁଟି କେବେ ମଧ୍ୟ ଗଣନ୍ତୁ ନାହିଁ । ରୁଟି ରଖୁଥିବା ଜାଗାକୁ କେବେ ଖାଲି ରଖନ୍ତୁ ନାହିଁ । ଶିବଙ୍କୁ ପୂଜା ଆରାଧନା କରିବା ସମୟରେ କେବେ ମଧ୍ୟ ଶଙ୍ଖ ବଜାଇ ପୂଜା କରିବା ଉଚିତ ହୋଇନଥାଏ । ସୂର୍ଯ୍ୟକୁ ଜଳ ଅର୍ପଣ କରୁଥିବା ପାତ୍ରଟି ତମ୍ବା ହୋଇଥିଲେ । ଅତ୍ୟନ୍ତ ଶୁଭ ହୋଇଥାଏ ।

ବିବାହିତ ସ୍ତ୍ରୀ ଲୋକମାନେ ନିଜର କାଜଲ, ବିନଦୀ, ସିନ୍ଦୁର, ମେହେନ୍ଦୀ ଓ ପାଉଁଜି ଅନ୍ୟକୁ ପିନ୍ଧାନ୍ତୁ ନାହିଁ । ଏପରି କରିବା ଦ୍ଵାରା ସ୍ଵାମୀଙ୍କର ନିଜ ସ୍ତ୍ରୀ ପ୍ରତି ଆକର୍ଷଣ କମିଯାଇଥାଏ । ଖସା ଲଡୁ ଓ ତୁଲସୀ ଦ୍ଵାରା ଶିବଙ୍କର ପୂଜା କରନ୍ତୁ ନାହିଁ । ରାତିରେ ପଇଡ ଏବଂ କଇଥ ଖାଆନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ । ରାତ୍ରି ସମୟରେ ଓସ୍ତ ବୃକ୍ଷ ମୂଳରେ ଠିଆ ହୁଅନ୍ତୁ ନାହିଁ ।

ଗାଧୋଇବା ସମୟରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧୋଇବା ଉଚିତ । ଏପରି କରିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ସୁନା, ଭୂମୀ ଓ କନ୍ୟା ଦାନ କରିବା ଅତି ଶୁଭ କଥା ଅଟେ । ଏପରି କରିବା ଦ୍ଵାରା ପୁରୁଣାରୁ ପୁରୁଣା ରୋଗ ଭଲ ହୋଇଥାଏ ।  କଣ୍ଠ ସ୍ଵରକୁ ମଧୁର କରିବା ପାଇଁ କଅଁଳିଆ ମୂଳା ଖାଇବା ଉଚିତ । ଧାତୁ ନଷ୍ଟ ହେଉଥିଲେ ।

ସୋଲାକୁ ପାଣିରେ ବତୁରାଇ ୭ ଦିନ ପର୍ଯ୍ୟନ୍ତ ଖାଇବା ଉଚିତ । ସ୍ତ୍ରୀ ସ୍ଵାମୀର ନାମ ଧରି ନଡାକିଲେ । ସ୍ଵାମୀର ଲମ୍ବା ଆୟୁଷ ହୋଇଥାଏ । ଛାଞ୍ଚୁଣୀ କାହା ଦେହରେ ବାଜିଗଲେ । ଛାଞ୍ଚୁଣୀ ଛିଡାନ୍ତୁ ନାହିଁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।ଅଁଳା ଖାଇଲେ ଆୟୁଷ ବଢିଥାଏ । ଏହା ସହିତ ଅଁଳା ରସ ଲଗାଇଲେ ଦରିଦ୍ରତା କଟିଥାଏ । 

ମଙ୍ଗଳ ଦୋଷ ରହୁଥିଲେ । ଅର୍ଦ୍ଧନାରୀସ୍ଵରଙ୍କର ଫୋଟ ବା ମୂର୍ତ୍ତି ପୂଜା କରିବା ଉଚିତ । ଅର୍ଦ୍ଦନାରୀସ୍ଵରଙ୍କର ସ୍ତୋତ୍ରମ ପାଠ କରିବା ଦ୍ଵାରା ସନ୍ତାନ କାମନା ପୂରଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *