Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ବହି ଓ ଜାଣନ୍ତୁ ଆପଣଙ୍କ ମୃତ୍ୟୁ କେବେ ଓ କେଉଁଠି ହେବ ? ସତ ଶୁଣିବାର ସାହସ ଅଛି ତ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜନ୍ମ ଓ ମୃତ୍ୟୁ ହେଉଛି ଏହି ଦୁନିଆର ସବୁଠାରୁ ବଡ ସତ୍ୟ କଥା । ଯେତେବେଳେ ଜନ୍ମ ହେବାର ଥିବା ତାହାକୁ କେହି ଅଟକାଇ ପାରିବେ ନାହିଁ । ଏହା ସହିତ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେବାର ଥିବା ତାହାକୁ ମଧ୍ୟ କେହି ଅଟକାଇପାରିବେ ନାହିଁ । ଆଜି ଆପଣ ମାନେ ଜୀବନର ସବୁଠାରୁ କଡା ସତ୍ୟ ବିଷୟରେ ଜାଣିବାକୁ ପାଇବେ । ତାହା ହେଉଛି ମୃତ୍ୟୁ ସମ୍ବଦ୍ଧୀୟ କେତେକ ତଥ୍ୟ ଜାଣିବାକୁ ପାଇବେ ।

୨ ଟି ବହିରୁ ଗୋଟିଏ ବହି ବାଛିନିଅନ୍ତୁ । ପ୍ରଥମ ବହି ;- ଯେଉଁ ମାନେ ମଧ୍ୟ ପ୍ରଥମ ବହିକୁ ବାଛିଚନ୍ତି । ସେମାନେ ବର୍ତ୍ତମାନ ସମୟରେ ବହୁତ ବ୍ୟସ୍ତରେ ରହୁଛନ୍ତି । ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତ ବିବ୍ରତ ହୋଇଯାଉଛନ୍ତି । ନିଜ ଜୀବନରେ ବହୁତ କିଛି ସଂଘର୍ଷ କରି ବର୍ତ୍ତମାନ ସମୟରେ ଯେଉଁ ସଫଳତା ପାଇଛନ୍ତି । ଏହି ସଫଳତାକୁ ଦେଖି ଆପଣଙ୍କୁ ବହୁତ ଲୋକ ଈର୍ଷା କରୁଛନ୍ତି ।

କାରଣ ସେମାନେ ଭାବୁଛନ୍ତି । ଆପଣ ମାନେ ନିଜ ଜୀବନରେ ସହଜରେ ବହୁତ କିଛି ସଫଳତା ପାଇଯାଉଛନ୍ତି । ଯଦି ଆପଣଙ୍କର ମୃତ୍ୟୁ ବିଷୟରେ ଆଲୋଚନା କରିବା । ତେବେ ଯେତେବେଳେ ଆପଣଙ୍କର ମୃତ୍ୟୁ ହୋଇବ । ସେତେବେଳେ ଆପଣ ଜୀବନରେ ବହୁତ କିଛି ହାସଲ କରିଦେଇଥିବେ। ଜଣେ ବ୍ୟକ୍ତି  ଖୁସିରେ ରହିବା ପାଇଁ ଯେଉଁ ସବୁ ଜିନିଷର ଦରକାର କରିଥାଏ । ତାହା ମଧ୍ୟରୁ କିଛି ପ୍ରାପ୍ତ କରି ଦୁନିଆକୁ ଭଲ ଭାବରେ ଉପଭୋଗ କରି ଏହି ଧରାପୃଷ୍ଟରୁ ଚାଲିଯିବେ ।

ଦିତୀୟ ବହି ;- ଯେଉଁ ମାନେ ଦିତୀୟ ବହିକୁ ବାଛିଚନ୍ତି । ଏହି ଲୋକ ମାନେ ଧାର୍ମିକ ସ୍ଵଭାବର ଅଟନ୍ତି । ଏହି ଲୋକମାନେ ଅନ୍ୟକୁ ସାହାଜ୍ଯ କରିବାକୁ କେବେବି ପଛଘୁଞ୍ଚା ଦେଇନଥାନ୍ତି । ଆପଣଙ୍କର ସରଳତାର ଫାଇଦା ନେବାକୁ ଯାଇ ବହୁତ ଲୋକ ଆପଣଙ୍କ ବିଶ୍ବାସ ସହିତ ମଧ୍ୟ ଖେଳି ଚାଲିଯାଇଥାନ୍ତି। ତେଣୁ ଆପଣ ବିଶ୍ବାସଯୋଗ୍ୟ ହେବା ସହିତ ସବୁ କାର୍ଯ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ।

ଯଦି ଆପଣଙ୍କ ମୃତ୍ୟୁର କଥା ଆଲୋଚନା କରିବାକୁ ଯିବା । ତେବେ ଯେହେତୁ ଭଗବାନଙ୍କ ଉପରେ ଆପଣଙ୍କର ବହୁତ ଆଶା ଓ ଭରଷା ରହିଛି । ସେଥିପାଇଁ ଆପଣଙ୍କର ମୃତ୍ୟୁ ସମୟରେ ଆପଣଙ୍କ ମୁହଁରେ ଇଶ୍ଵରଙ୍କର ନାମ ରହିଥିବ । ଆପଣଙ୍କର ଆୟୁଷଦୀର୍ଘାୟୁ ହୋଇଥିବାରୁ ଦୁନିଆକୁ ଭଲ ଭାବରେ ଯାନିଯାଇଥିବେ ।

ଯେତେବେଳେ ଶେଷ ସମୟ ଆସିଯିବ । ଆପଣ ଖୁସିରେ ମୃତ୍ୟୁକୁ ସ୍ଵୀକାର କରିବେ । ସ୍ଵାସ୍ଥ ଜନିତ କୌଣସି କାରଣରୁ ଆପଣଙ୍କର ମୃତ୍ୟୁ ହେବାର ସମ୍ଭାବନା ରହୁଛି । ନିଜ ପରିବାରର ସବୁ କିଛି ଦାୟିତ୍ଵ ସମାପନ କରି ନିଜର ଶେଷ ମୂହୁର୍ତ୍ତ ଭଗବାନଙ୍କ ସମୟରେ ଅଧିକ ସମୟ କାଟି ଏହି ଧରାପୃଷ୍ଟରୁ କାର୍ଯ୍ୟ ସାରି ଫେରିଯିବେ । ତେଣୁ ଆପଣ ବ୍ୟସ୍ତ ନହୋଇ ପୁରା ଆରାମରେ ନିଜ ଜୀବନକୁ ବଞ୍ଚନ୍ତୁ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *