ସ୍ତ୍ରୀମାନେ ପିରିୟଡ୍ସ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି 1 କାମ, ମାଡି ଆସେ ବିପଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ଜୀବନକୁ ସରସ ସୁନ୍ଦର କରିବା ପାଇଁ ଆପଣମାନଙ୍କୁ କିଛି ଏପରି ବିଶେଷ କାର୍ଯ୍ୟ କରିବାକୁ ପଡିବ । ଯେଉଁ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କର ବର୍ତ୍ତମାନ ସହ ଆଗାମୀ ଭବିଷ୍ୟତ ଉଜ୍ଜଳ ହେବ । ଆପଣଙ୍କର ଓ ଆପଣଙ୍କ ଘର ପରିବାରର ମଙ୍ଗଳ ହେବ । ଭଲ କର୍ମର ଫଳ ସର୍ବଦା ଭଲ ଓ ଖରାପ କର୍ମର ଫଳ ସବୁବେଳେ ଖରାପ ହିଁ ହୋଇଥାଏ । ସେହିପରି ବିଶେଷ ନିୟମ ଉପରେ ଆଜି ଏଥିରେ ସୂଚନା ଦେବା ପାଇଁ ଯାଉଅଛୁ ।

ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଆଖିରେ କାଜଲ ଲଗାଇଥାଏ, ତାର ସନ୍ତାନ ଅନ୍ଧ ହୋଇ ଜନ୍ମ ଲାଭ କରିଥାଏ ।  ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଶରୀରରେ ତେଲ ମାଲିସ କରିଥାଏ, ତାର ସନ୍ତାନ ନିକମା ଓ ଅଳସୁଆ ହୋଇ ଜନ୍ମଲାଭ କରିଥାଏ ।ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଅଧିକ ବାୟୁ ସେବନ କରିଥାଏ, ତାର ସନ୍ତାନ ପାଗଳ ହୋଇ ଜନ୍ମଲାଭ କରିଥାଏ।

ରଜସ୍ଵଳା ଥିବା ଅବସ୍ଥାରେ ନାରୀ ଅଧିକ ଚିତ୍କାର ଶୁଣିଥିଲେ । ସେହି ନାରୀର ସନ୍ତାନ ବଧୀର ହୋଇ ଜନ୍ମ ହୋଇଥାଏ। ରଜସ୍ଵଳା ଥିବା ସମୟରେ ଯେଉଁ ନାରୀ ଅଧିକ ହସିଥାଏ । ସେହି ନାରୀର ସନ୍ତାନର ଜିହ୍ଵା ବଡ ଓ ଓଠ କଳା ହୋଇଥାଏ ।ଯେଉଁ ନାରୀ ମାନେ ରଜସ୍ଵଳା ଥିବା ସମୟରେ ଅଧିକ ଦୌଡ ଢପଦ କରିଥାଏ । ସେହି ନାରୀର ସନ୍ତାନ ଅଧିକ ଚଞ୍ଚଳା ମନ ପବୃତ୍ତିର ହୋଇ ଜନ୍ମଲାଭ କରିଥାଏ । ଯେଉଁ ନାରୀ ରଜସ୍ଵଳା ସମୟରେ ଧର୍ମ କଥା ଶ୍ରବଣ କରିଥାଏ ।

ସେହି ନାରୀର ସନ୍ତାନ ଧାର୍ମିକ ଓ ବୁଦ୍ଧିମାନ ହୋଇ ଜନ୍ମଲାଭ କରିଥାଏ । ଯେଉଁ ବିବାହିତା ନାରୀ ସମସ୍ତ ଓଷାବ୍ରତକୁ ନିଷ୍ଟାର ସହ ପାଳନ କରିଥାଏ । ସେହି ନାରୀ ଥିବା ଘରେ ସର୍ବଦା ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । ଯେଉଁ ନାରୀମାନେ ନିଜର ସ୍ଵାମୀକୁ ଦେବତା ଭଳି ପୂଜା କରିବା ସହ ତାଙ୍କ ମନ ଜାଣି କାମ କରିଥାନ୍ତି । ସେହି ଘରେ ଦେବାଦେବୀଙ୍କ ଆଶ୍ରୀବାଦ ସବୁବେଳେ ରହିଥାଏ ।

ଯେଉଁ ନାରୀମାନେ ନିଜ ସ୍ଵାମୀ ମନରେ ସବୁବେଳେ ଦୁଃଖ ଦେଇଥାଏ । ସେ ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ । ଯେଉଁ ବିବାହିତ ମହିଳା ମାନେ ନିଜ ଶାଶୁ ଓ ଶଶୁରଙ୍କୁ ସମ୍ମାନ କରି ତାଙ୍କର ସେବା କରିଥାନ୍ତି । ସେପରି ମହିଳା ଥିବା ଘର ସର୍ବଦା ସୁଖମୟ ରହିଥାଏ । ଯେଉଁ ମହିଳା ନିଜ ଶାଶୁ ଶଶୁରଙ୍କର ଅବମାନନା କରିଥାଏ । ତାର ସ୍ଵାମୀ ପ୍ରାୟତଃ ବିପଦରେ ପଡିଥାଏ।   ସ୍ଵାମୀ ମନ ଜାଣି କାର୍ଯ୍ୟ କରୁଥିବା ମହିଳା ମାନଙ୍କ ଉପରେ ଭଗବାନ ଶିବ ପାର୍ବତୀ ସର୍ବଦା ଶୁଭଦ୍ରୁଷ୍ଟି ରହିଥାଏ ।

ବିବାହିତ ନାରୀ ଶୋଇକି ଉଠିଲା ପରେ ପ୍ରଥମେ ସ୍ଵାମୀଙ୍କୁ ମୁଣ୍ଡିଆ ମାରିବା ଦ୍ଵାରା ତାର ତଥା ଘରର ମଙ୍ଗଳ ହୋଇଥାଏ । ପର ପୁରୁଷ ସହିତ ସମ୍ପର୍କ ରଖୁଥିବା ମହିଳା ମାନେ ସାତ ଜନ୍ମ ପାଇଁ ଦରିଦ୍ର କୂଳରେ ଜନ୍ମ ହୋଇଥାଏ । ନିଜ ସ୍ଵାମୀକୁ କଟୁ କଥା କହୁଥିବା ସ୍ତ୍ରୀ ନିଜ ବୟସର ଶେଷ ସମୟରେ ବହୁତ ଯନ୍ତ୍ରଣା ଭୋଗ କରିଥାଏ । ଯେଉଁ ପୁରୁଷ ବିନା କାରଣରେ ସ୍ତ୍ରୀ ଓ ପିଲାଙ୍କୁ ହତାଦର କରିଥାଏ । ସେ କେତେ ଜନ୍ମ ପର୍ଯ୍ୟନ୍ତ ନପୁଂସକ ହୋଇ ଜନ୍ମ ହୋଇଥାଏ ।

ଯେଉଁ ପୁରୁଷ ନାରୀମାନଙ୍କୁ ମିଠା ମିଠା କଥା କହି ତାର ଅନିଷ୍ଟ ଘଟାଇବା ପାଇଁ ଚେଷ୍ଟା କରିଥାଏ । ସେହି ବ୍ୟକ୍ତି ଆର ଜନ୍ମରେ ମାଇଚିଆ ହୋଇ ଜନ୍ମ ଗ୍ରହଣ କରିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *