ସ୍ତ୍ରୀର ଏହି ଭୁଲ୍ ସ୍ୱାମୀ ଜୀବନକୁ କରିଦେଇଥାଏ ନର୍କ ! Shastra Gyan

ଘରର ମହିଳାଙ୍କୁ ଲକ୍ଷ୍ମୀଙ୍କର ପ୍ରତିରୂପ ବୋଲି କୁହାଯାଇଥାଏ । ତେଣୁ ମହିଳା ମାନଙ୍କ ହାତରେ ଘରଟି ସ୍ଵର୍ଗ ହୋଇଯାଉଥିବା ବେଳେ କିଛି ମହିଳାଙ୍କ ପାଇଁ ଘର ନର୍କ ପରି ହୋଇ ବର୍ବାଦ ମଧ୍ୟ ହୋଇଯାଇଥାଏ । ମହିଳା ମାନେ ଯଦି ଘରର ସଠିକ ଭାବେ ଦେଖାଶୁଣା କରିବା ସହ ଠିକ ସମୟରେ ଠିକ ଭାବେ କାର୍ଯ୍ୟ କରିବେ । ତେବେ ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର ସବୁବେଳେ ପ୍ରସନ୍ନତା ରହିଥାଏ । ସେଭଳି ଘର ବହୁତ ଉନ୍ନତି ମଧ୍ୟ କରିଥାଏ ।

ହେଲେ ଯଦି ମହିଳା ମାନେ ନିଜ ଜାଣତରେ ବା ଅଜାଣତରେ କିଛି ଏଭଳି ଭୁଲ କାର୍ଯ୍ୟ କରି ବସିଥାନ୍ତି । ତେବେ ସେଥିପାଇଁ ସେପରି ଘର ଉପରୁ ମା’ ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ହଟିଯାଇଥାଏ । ତେବେ ମହିଳା ମାନଙ୍କର କେଉଁ ସବୁ ଭୁଲ ତାଙ୍କ ସ୍ଵାମୀ ଜୀବନକୁ ବର୍ବାଦୀ ଆଡକୁ ନେଇଯାଇଥାଏ ଏଠାରେ ଜାଣନ୍ତୁ ।

1- ଅନେକ ମହିଳା ସିନ୍ଦୁରକୁ ନିଜ ସାଇଡ ମଥାରେ ପିନ୍ଧିଥାନ୍ତି । ଏଭଳି ଭାବେ ସିନ୍ଦୁର ଲଗାଉଥିବା ମହିଳାଙ୍କ ସ୍ଵାମୀର ଭଲ ହେବା ବଦଳରେ ଖରାପ ହୋଇଥାଏ । ସ୍ତ୍ରୀ ର ଏହି କାର୍ଯ୍ୟ ଦ୍ଵାରା ସ୍ଵାମୀ ମାନଙ୍କର ଅମଙ୍ଗଳ ବି ହୋଇଥାଏ । ତେଣୁ ମହିଳା ମାନଙ୍କୁ ନିଜ ମଝି ସିନ୍ଥିରେ ସିନ୍ଦୁର ଲଗେଇବାକୁ ଚେଷ୍ଟା କରିବା ଉଚିତ ।

2- ଅନେକ ମହିଳା ନିଜ ହାତର ଆଙ୍ଗୁଳିରେ ନିଜ ମଥାରେ ସିନ୍ଦୁର ପିନ୍ଧିଥାନ୍ତି । ଏହା କରିବା ତାଙ୍କ ପାଇଁ ବହୁତ ବଡ ଭୁଲ ହୋଇଥାଏ । ତେଣୁ ହାତ କିମ୍ବା ଲୁହା କଣ୍ଟାରେ ସିନ୍ଦୁର ପିନ୍ଧିବା ଅନୁଚିତ । କାରଣ ଲୁହା କଣ୍ଟାରେ ସିନ୍ଦୁର ପିନ୍ଧିବା ଦ୍ଵାରା ସ୍ଵାମୀ ଉପରେ ଶନିଦେବଙ୍କର କୁ-ଦ୍ରୁଷ୍ଟି ପଡିଥାଏ । ଯାହା ତାଙ୍କ ସ୍ଵାମୀର ଅମଙ୍ଗଳ କରାଇଥାଏ । ତେଣୁ ଝିଙ୍କ କଣ୍ଟା ବା ରୂପାକାଠିରେ ସିନ୍ଦୁର ଲଗାନ୍ତୁ ।

3- ଅନେକ ମହିଳା ପୂଜା ଅର୍ଚନା କରିବା ସମୟରେ ଭୂମୀ ଉପରେ ବସି ପୂଜା ପାଠ କରିଥାନ୍ତି । ହେଲେ ଏଭଳି ଭାବେ ପୂଜା କରିବା ଦ୍ଵାରା ତାଙ୍କର ଭଲ ଜାଗାରେ କ୍ଷତି ହୋଇଥାଏ । ତେଣୁ ପୂଜା କରିବା ସମୟରେ କାଠ ପିଢା ବା ପରିଷ୍କାର ଆସନରେ ବସି ପୂଜା କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

4- ଅନେକ ନାରୀ ସ୍ନାନ ସମୟରେ ନିଜ ଦେହରେ କିଛି ବି କପଡା ରଖି ନଥାନ୍ତି । ଏହିଭଳି ଭାବେ ଉଲଗ୍ନ ହୋଇ ସ୍ନାନ କରୁଥିବା ମହିଳା ଜୀବନକୁ ବହୁତ ଶୀଘ୍ର ଦୁର୍ଭାଗ୍ୟ ଚାଲି ଆସିଥାଏ । ଯେଉଁ ସ୍ଥାନରେ ବି ସ୍ନାନ କରନ୍ତୁ । ହେଲେ ଦେହରେ କପଡା ରଖି ସ୍ନାନ କରନ୍ତୁ । ଯେପରି ମାଆ ଲକ୍ଷ୍ମୀଙ୍କର ଶୁଭ ଦ୍ରୁଷ୍ଟି ଆପଣ ତଥା ଆପଣଙ୍କ ସଂପୂର୍ଣ୍ଣ ପରିବାର ଉପରେ ପଡିବ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *