ନଖକୁ ବଢାଇବା ଉଚିତ ନା ଅନୁଚିତ ! ନଖ କାଟିବାର ଶ୍ରେଷ୍ଠ ଦିନ କଣ ? Jyotish Gyan

ବନ୍ଧୁଗଣ ଅନେକ ଲୋକ ଖୁସିରେ ନଖ ବଢାଇବାକୁ ପସନ୍ଦ କରନ୍ତି । ଆମ ଶରୀରରୁ ବାହାରୁଥିବା ନଖ ମଧ୍ୟ ଶରୀରର ଏକ ଅଂଶ ହୋଇଥାଏ । ତେଣୁ ନଖ ଆପେ ଆପେ ହିଁ ଶରୀରରୁ ବାହାରି ବଡ ହୋଇ ବାହାରିବାକୁ ଲାଗିଥାଏ । ତେଣୁ ଯେଉଁ ଜିନିଷ ଆପେ ଆପେ ବଢିବାକୁ ଲାଗୁଛି । ତାହାକୁ ବଡ କରି ରଖିବା ଉଚିତ ନୁହେଁ । ତେଣୁ ନଖକୁ ଦରକାର ମୁତାବକ କାଟି ସାଇଜ ଓ ପରିଷ୍କାର କରି ରଖନ୍ତୁ । ତେବେ ଆମେ ମାନେ ନଖକୁ ଯେ କୌଣସି ବାର, ସମୟରେ କାଟି ଦେଇଥାଉ ।

ହେଲେ ନଖକୁ କାଟିବାର ମଧ୍ୟ ଏକ ନିର୍ଦ୍ଧିଷ୍ଠ ବାର ଓ ସମୟ ସବୁ ରହିଥାଏ । ଯାହାକୁ ମାନି ନଖ କାଟିଲେ ନଖ କାଟିବାର କୌଣସି କୁ ପ୍ରଭାବ ଆମ ଉପରେ ଆଉ ପଡିନଥାଏ । ତେବେ ନଖ କାଟିବା ପାଇଁ ସପ୍ତାହକ ସାତ ବାର ମଧ୍ୟରୁ ବୁଧବାରରେ ନଖ କାଟିବାର ସବୁଠାରୁ ଭଲ ଦିନ ହୋଇଥାଏ । ନଖକୁ କାଟିକି କେବେ ହେଲେ ବି ଇଆଡେ ସିଆଡେ କରି ଫିଙ୍ଗନ୍ତୁ ନାହିଁ । କାରଣ ନଖକୁ କେହି ମାଡିକି ଯିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

ସୂର୍ଯ୍ୟାସ୍ତ ପରେ ଭୁଲରେ ବି ନଖକୁ କାଟନ୍ତୁ ନାହିଁ । ମଙ୍ଗଳବାର ଦିନ ନଖ କାଟିବା ଅନୁଚିତ । ହେଲେ ଯେଉଁ ମାନେ ବହୁତ ଲୋନର ଚାପରେ ଚାହନ୍ତି । ବହୁତ ଲୋନ କରି ଦେଇଛନ୍ତି । ସେମାନେ ଯଦି ମଙ୍ଗଳବାର ଦିନ ନଖ କାଟି ଘରର ବାହାରେ ଦକ୍ଷିଣ ଦିଗରେ ସେହି ନଖକୁ ଫୋପାଡି ଦିଅନ୍ତୁ । ଯେପରି ସେହି ନଖ ଉପରେ କେହି ଚଢି ପାରିବେ ନାହିଁ ।

ତେବେ ରୁଣଗ୍ରସ୍ତରେ ଚିନ୍ତିତ ଥିବା ଲୋକ ମଙ୍ଗଳବାର ଦିନ ନଖ କାଟି ଦକ୍ଷିଣ ଦିଗରେ ପକାଇଲେ । ରୁଣଚିନ୍ତାରୁ ଧୀରେ ଧୀରେ ମୁକ୍ତି ମିଳିବାକୁ ଲାଗିବ । ନଖ ବଡ ବଡ କରି ହାତ କିମ୍ବା ଗୋଡରେ ରଖିଲେ । ସେଥିରେ ମଇଳା ଜମା ହୋଇ ରହିଥାନ୍ତି । ମଇଳାରେ ରାହୁ ରହିଥାନ୍ତି ।

ରାହୁ ଜିଏକି ଲୋକଙ୍କୁ ଚିଡିଚିଡା ସ୍ଵଭାବର କରିଦେଇଥାନ୍ତି । ତେଣୁ ବଡ ବଡ ନଖ ରଖିଲେ । ସେଥିରେ ଜମି ରହୁଥିବା ମଇଳା ଆମ ଖାଦ୍ୟ ଖାଇବା ଦ୍ଵାରା ପେଟକୁ ଯାଇଥାନ୍ତି । ଯାହାକି ସ୍ଵାସ୍ଥଗତ ସମସ୍ଯା ସୃଷ୍ଟି କରିବା ସହ ନଖର ମଇଳାରେ ଥିବା ରାହୁ ବ୍ୟକ୍ତିକୁ ଚିଡିଚିଡା ସ୍ଵଭାବର କରିଦେଇଥାଏ ।

ତେଣୁ ନଖକୁ କାଟିବା ସହ ନଖକୁ ପରିଷ୍କାର ପରିଚ୍ଛନ କରି ରଖନ୍ତୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *