ଶ୍ରାବଣ ମାସରେ ଭୁଲରେ ବି ବ୍ରତ ରଖନ୍ତୁ ନାହିଁ ଏହି 5 ମହିଳା, ହୋଇଥାଏ ଅନର୍ଥ

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ । ଯେଉଁଥିରେ ସେ ମନୁଷ୍ୟ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଆବଶ୍ୟକୀୟ ଉପଦେଶ ଦେଇଛନ୍ତି । ସେ ଯାହା ଯାହା ମଧ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି, ଆଜିର ଜୀବନରେ ତାହା ଶହେ ପ୍ରତିଶତ ସତ୍ୟ ପ୍ରମାଣିତ ହୋଇ ସାରିଛି ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ଏତେ ବିଦ୍ଵାନ ବ୍ୟକ୍ତି ଥିଲେ ସେ ନିଜ ନୀତି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜ ଗାଦିରେ ବସାଇ ଦେଇଥିଲେ । ତେବେ ତାଙ୍କ ଲିଖିତ ନୀତି ଅନୁଯାୟୀ ସେ କିଛି ମହିଳାଙ୍କୁ ଭୁଲରେ ମଧ୍ୟ  ବ୍ରତ ନ ରଖିବାକୁ ଉପଦେଶ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ସେ କେଉଁ ସ୍ତ୍ରୀ ମାନଙ୍କୁ ବ୍ରତ ରଖିବାରୁ ବାରଣ କରିଛନ୍ତି । ଆପଣ ସମସ୍ତେ ଜାଣିଛନ୍ତି କି ସ୍ତ୍ରୀ ବ୍ରତ ରଖିବା ଦ୍ଵାରା ସ୍ଵାମୀର ଆୟୁ ବୃଦ୍ଧି ପାଇଥାଏ ।

କିନ୍ତୁ ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀ ବ୍ରତ ରଖିବା ଦ୍ଵାରା ଏହାର ବିପରୀତ ସ୍ଵାମୀର ଆୟୁ ହାନି ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ତା ସ୍ଵାମୀର କୌଣସି କଥା ମାନେ ନାହିଁ ବା ଅଣଶୁଣା କରେ, ତାଙ୍କ ପରାମର୍ଶ ନେବା ବିନା ସମସ୍ତ କାର୍ଯ୍ୟ କରେ ଓ କେବଳ ପଶ୍ଚାତାପ ଛଡା ଆଉ କିଛି କରେ ନାହିଁ, ଏପରି ସ୍ତ୍ରୀ ସ୍ଵାମୀର ମୃତ୍ୟୁର କାରଣ ବନିଥାଏ ।

ଏପରି ସ୍ତ୍ରୀ ବ୍ରତ ରଖିବା ଦ୍ଵାରା ସ୍ଵାମୀର ଆୟୁ କମିଯାଏ । ଆଉ ମଧ୍ୟ ଯେଉଁ ସ୍ତ୍ରୀ ସକାଳୁ ଉଠିବ ମାତ୍ରେ ପତିଙ୍କ ସହ ହେଉ, ପିଲାଙ୍କ ସହ କିମ୍ବା ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଝଗଡା କରିଥାଏ, ଏପରି ସ୍ତ୍ରୀ ମଧ୍ୟ ଭୁଲରେ ବ୍ରତ ରଖିବା ଉଚିତ ନୁହେଁ ।

ଏପରି କଳିହୁଡୀ ସ୍ତ୍ରୀ ଦ୍ଵାରା ରଖା ଯାଇଥିବା ବ୍ରତ ତା ସ୍ବାମୀର ମୃତ୍ୟୁର ସବୁଠୁ ବଡ କାରଣ ହୋଇଥାଏ । ସେମାନେ ବ୍ରତ ରଖିବା ଦ୍ଵାରା ସ୍ବାମୀଙ୍କ ଆୟୁ ଶହେ ଭାଗରୁ ତିରିଶ ଭାଗ କମିଯାଏ । ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କାହାକୁ ନ କହି ଘରୁ ବାହାରକୁ ଯାଏ, ବହୁତ ଅଳି ଅଝଟ କରେ ଓ ବିନା କାରଣରେ ମେକଅଫ ବା ସଜବାଜ ହୁଏ, ଏପରି ସ୍ତ୍ରୀ ମଧ୍ୟ ସ୍ଵାମୀର ମୃତ୍ୟୁର କାରଣ ହୁଏ ।

ଆଜିକାଲି ଆପଣ ଜାଣିଥିବେ ସ୍ତ୍ରୀ ମାନେ କେତେ ଅଧିକ ନଖରା କରନ୍ତି ଓ ବିନା କାରଣରେ ମେକଅଫ ମଧ୍ୟ କରନ୍ତି । ମାତ୍ର ଯେଉଁ ମେକଅଫ କରିବା ଦ୍ଵାରା ସ୍ତ୍ରୀ ର ସୌନ୍ଦର୍ଜ୍ୟ ବୃଦ୍ଧି ହୁଏ, ସେହି ମେକଅଫ ମଧ୍ୟ ସ୍ଵାମୀର ମୃତ୍ୟୁର କାରଣ ବନିପାରେ ।

ଆଚାର୍ଯ୍ୟ ଚାଣକ୍ୟ ଆହୁରି ମଧ୍ୟ କୁହନ୍ତି ଯେଉଁ ସ୍ତ୍ରୀ ପତିଠୁ ଲୁଚାଇ ବା ତା ମନରେ କଷ୍ଟ ଦେଇ ପର ପୁରୁଷ ସହ ଅଧିକ କଥା ବାର୍ତ୍ତା ହୁଏ କିମ୍ବା ସମୟ ଅତିବାହିତ କରେ, ସେହିପରି ସ୍ତ୍ରୀ ମଧ୍ୟ ବ୍ରତ ରଖିବା ଉଚିତ ନୁହେଁ । କାରଣ ସ୍ତ୍ରୀର ଏହିପରି ଆଚରଣ ତା ସ୍ଵାମୀ ପ୍ରତି ବିପଦ ଆଣି ଦିଏ । ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *