ଶୋଇବା ପୂର୍ବରୁ ପାଣି କାହିଁକି ପିଇବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

୧. ସକାଳୁ ଉଠିବା ପରେ ଖାଲି ପେଟରେ ତିନି ଗ୍ଲାସ ପାଣି ପିଇବା ଦ୍ୱାରା ଅନ୍ତର ର ଶକ୍ତି ଜାଗ୍ରତ ହୋଇଥାଏ। ୨. ଗାଧୋଇ ସାରିବା ପରେ ଏକ ଗ୍ଲାସ ପାଣି ପିଇବା ଦ୍ୱାରା ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ରେ ରହିଥାଏ।

୩. ରାତି ରେ ଶୋଇବା ପୂର୍ବରୁ ଅଧ ଗ୍ଲାସ ପାଣି ପିଇ ଶୋଇଲେ ହୃଦ୍ଘାତ ହେବାର ସମ୍ଭାବନା କମ ଥାଏ। ୪. ପାଞ୍ଚଟି ଗୋଲମରିଚ, ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣ କୁ ବାଟି କେଶରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ। ୫. ମୁହଁରେ କଳା ଦାଗ ଥିଲେ ଦହି ରେ ବିଲାତି ରସ ମିଶାଇ ପନ୍ଦର ମିନିଟ ପର୍ଯ୍ୟନ୍ତ ଲଗାଇ ଧୋଇବା ପରେ ଦାଗ ଦୂର ହୋଇଥାଏ।

୬. ମୁହଁ ର ରଙ୍ଗ କୁ ସଫା କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଆଳୁ ରସ ଲଗାଇ ଶୋଇବା ଉଚିତ।

୭. ଦୁଇଟି ଗୁଜୁରାଣ କୁ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ରେ ମିଶାଇ ଖାଇବା ଦ୍ୱାରା କେଶ ମୂଳ ମଜବୁତ ହୋଇଥାଏ।

୮. ଅଣ୍ଟା ବିନ୍ଧା ଯଦି ହୋଇଥାଏ ତେବେ ୫ଟି ଖଜୁରୀ କୋଳି କୁ ମେଥି ଗୁଣ୍ଡ ସହିତ ସିଝାଇ ଖାଇବା ଦ୍ୱାରା ତାହା ଦୂର ହୋଇଥାଏ।

୯. ପେଟ ରେ ଗ୍ୟାସ ସମସ୍ୟା ସୃଷ୍ଟି ହେବା ଦ୍ୱାରା ଜୁଆଣି ରେ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ।

୧୦. ରାତିରେ ଶୋଇବା ପୂର୍ବରୁ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୧୧. ଭଙ୍ଗା ବାସନ ରେ କେବେବି ଖାଆନ୍ତୁ ନାହିଁ କିମ୍ବା ଏଥିରେ ରୋଷେଇ କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୧୨. ଘରେ ପଇସା ରଖୁଥିବା ଆଲମାରୀ କୁ ଘରର ଦକ୍ଷିଣ ଦିଗରେ ରଖିବା ଦ୍ୱାରା ଶୁଭ ହୋଇଥାଏ।

୧୩. ଘରର ଗାଧୁଆ ଘର କବାଟ ସବୁବେଳେ ବନ୍ଦ ରହିବା ଉଚିତ। ଏହାଦ୍ବାରା ମଙ୍ଗଳ ହୋଇଥାଏ।

୧୪. ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଅମଙ୍ଗଳ ହୋଇଥାଏ।

୧୫. ଶୋଇବା ସମୟ ରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ। ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *