ସୋମବାର ଦିନ ଶିବଲିଙ୍ଗରେ ଚୁପଚାପ ଚଢେଇ ଦିଅନ୍ତୁ ଏହି 1 ଜିନିଷ, ସାତ ଜନ୍ମର ଦରିଦ୍ରତା ହୋଇଯିବ ଦୂର

ନମସ୍କାର ବନ୍ଧୁଗଣ ,  ସୋମବାର ଦିନ ଶିବଲିଙ୍ଗ ଉପରେ ରଖି ଦିଅନ୍ତୁ ଏହୁ ଜିନିଷ ଜନ୍ମ ଜନ୍ମ ପାଇଁ ଶେଷ ହୋଇଯାଇଥାଏ ଗରିବତା । ଆମେ ଯଦି ମହାଦେବଙ୍କର ପୂର୍ଣ୍ଣ ଭକ୍ତି ଶ୍ରଦ୍ଧା ସହ ଉପାସନା କରୁ ତେବେ ଆମେ ନିଜର ମନର  ଇଛା ଫଳ ପ୍ରାପ୍ତ କରିଥାଉ ।  ମହାଦେବ ଆମ ଗୋଟାଏ ଲୋଟା ପାଣି ଅର୍ପର୍ଣ କରିଲେ ମଧ୍ୟ ଏଥିରେ ପ୍ରସନ୍ନ ହୋଇଯାଇଥାନ୍ତି । ସୋମବାର ଦିନ ହେଉଛି ମହାଦେବଙ୍କର ପ୍ରିୟ ଦିନ ଅଟେ ।

ତେଣୁ ମୁଁ ଆଜି ଆପଣଙ୍କୁ ସୋମବାର ଦିନ କିଛି ବିଶେଷ ଜିନିଷ କୁ ଅର୍ପଣ କରିବା ଦ୍ଵାରା ଆପଣଙ୍କ ଦୁଃଖ ଦରିଦ୍ରତା , ସମସ୍ୟା ସବୁ ଦିନ ପାଇଁ ଶେଷ ହୋଇଥାଏ । ଏହି ସମସ୍ତ  ବିଷୟ ସହିତ ଯଦି ଆମେ ନିଜର  ଭକ୍ତି ଶ୍ରଦ୍ଧା କୁ ମିଶେଇ କରିଥାଉ , ତେବେ ତୁରନ୍ତ ଫଳ ମିଳିଥାଏ । ଯଦି ଆପଣ ଆପଣଙ୍କ ଜୀବନରେ ମନ ଇଛା ଜୀବନ ସାଥି , ସୁନ୍ଦର ବର ର ଆଶା ରଖିଥାନ୍ତି , ତେବେ ସୋମବାର ଦିନ ଶୀଘ୍ର ଉଠି ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର ରେ ମିଶ୍ରି ମିଶେଇ ମହଦେବଙ୍କୁ ଅର୍ପଣ କରିବା ଦ୍ଵାରା ଆପଣଙ୍କୁ ଉତ୍ତମ ଜୀବନ ସାଥି ମିଳିଥାଏ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ବିବାହ କୁ ନେଇ ଯେଉଁ ବାଧା ବିଗ୍ନ ରହିଥାଏ ତାହା ଦୂର ହୋଇଥାଏ । ଯଦି ଜୀବନରେ ଅପାର ଧନ ପ୍ରାପ୍ତି କରିବାକୁ ଚାହୁଛନ୍ତୁ ତେବେ ସୋମନର ଦିନ ମାଛ ମାନଙ୍କୁ ଅଟାର ଗୋଳା ଖାଇବାକୁ ଦିଅନ୍ତୁ ଏବଂ ମାଛ କୁ ଖାଇବା ଦେବା ସମୟରେ ମନରେ ମହାଦେବଙ୍କୁ ସ୍ମରଣ କରନ୍ତୁ ଓ ,ମହାଦେବଙ୍କ ପଚାକ୍ଷର ମନ୍ତ୍ର କୁ ଜପ କରି କରିବା ଦ୍ଵାରା ଆପଣଙ୍କ  ଜୀବନରେ ଧନ ଆସିବାକୁ ଦେଉ ନଥିବା ବାଧା ବିଗ୍ନ ଦୂର ହୋଇ ଆପଣଙ୍କ ଜୀବନରେ ରହିଯାଇଥିବା ଧନ ଘର କୁ ଆସିଥାଏ ।

ବ୍ୟବସାୟ ରେ ପ୍ରଚୁର ଲାଭ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ସୁଖ , ସମବୃଦ୍ଧି ଚାହିଥାନ୍ତି ତେବେ ଆପଣଙ୍କୁ ସୋମବାର ଦିନ ତାଙ୍କ ପ୍ରିୟ ଗାଈ କୁ ଘାସ ଖୁଆଇବା ଉଚିତ୍ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ମହାଦେବଙ୍କ କୃପା ରହିଥାଏ ଏବଂ ଘରେ ସବୁ ବେଳେ ସୁଖ , ସମବୃଦ୍ଧି ରହିଥାଏ । ଯଦି ଆପଣଙ୍କ ଘରେ କେବେ ବି ଅନ୍ନ ର ଅଭାବ ନ ରୁହେ ଓ ଆପଣ ସବୁ ବେଳେ ଖୁସି ରେ ରହିବାକୁ ଚାହୁଛନ୍ତି । ତେବେ ସୋମବାର ଦିନ ଦୀନ ଦରିଦ୍ର କୁ ଭୋଜନ କରାଇବା ଦ୍ଵାରା ଆପଣଙ୍କ ଘରେ କେବେ ବି ଅନ୍ନପୂର୍ଣ୍ଣା ଙ୍କର ଅଭାବ ହୋଇନଥାଏ ।

ଯଦି ଆପଣ ଦରିଦ୍ରତା କୁ ସବୁ ଦିନ ପାଇଁ ଘରୁ ଦୂର କରିବାକୁ ଚାହନ୍ତି ତେବେ ଆପଣଙ୍କ ଘରେ ଶିବଲିଙ୍ଗ  ସ୍ଥାପନ କରି ସବୁ ଦିନ ଏହାର ପୂଜା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ପ୍ରବେଶ କରି ନ ଥାଏ ଏବଂ ଆପଣଙ୍କୁ ଅଭାବ ପରିଲକ୍ଷିତ ହୋଇନଥାଏ । ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *