Beauty Tips- ହଳଦୀରେ ବାସ ଏହାକୁ ମିଶେଇ ଲଗାନ୍ତୁ, ହିରା ଭଳି ଚମକିବ ଚେହେରା, ଏତେ ଗ୍ଲୋ କରିବ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ , ହଳଦୀ ରେ ଏହି ଗୋଟେ ଜିନିଷ କୁ ମିଶେଇ ଆପଣ ଆପଣଙ୍କ ମୁହଁ କୁ ଚମକାଇ ପାରିବେ । ଯଦି ଆପଣ ବାହାର କୁ ଯିବାକୁ ଚାହୁଛନ୍ତି ମାତ୍ର ପାର୍ଲର ଯିବାର ସମୟ ନ ଥାଏ । ତେବେ ଏହି ଭଳି ପରିସ୍ଥିତିରେ ଆପଣ ଏହି ଫେସ୍ ପ୍ୟାକ୍ କୁ ବ୍ୟବହାର କରି ଅଳ୍ପ ସମୟ ଭିତରେ ଚମତ୍କାରୀ ତେର୍ଜ୍ ମୁହଁ ପାଇପାରିବେ । ଏହ ପାଇଁ ଆପଣ କେବଳ ଏକ ଟଙ୍କା କର୍ଚ କରିବେ ମାତ୍ର ଏଥିରେ ବହୁତ ଫାଇଦା ପାଇବେ ।

ଏହି ଉପାୟ କୁ କରିବା ପରେ  ଆପଣଙ୍କ  ମୁହଁ ରେ ପାର୍ଲର ଭଳି ଚମକ ଆସିଥାଏ । ଆପଣ ଯେଉଁ ପାର୍ଟି କୁ ଯିବେ ତାହାର ଘଣ୍ଟାଏ ପୂର୍ବରୁ କରିବେ , ନଚେତ୍ ଏହାକୁ ରାତି କରି ଶୋଇବା ଦ୍ଵାରା ସକାଳ କୁ ଆପଣଙ୍କୁ ଅଧିକ ଚମକ ଦେଇଥାଏ । କାରଣ ରାତି ସମୟରେ ଆମେ ମୁହଁ କୁ ବିଶ୍ରାମ ଦେଇଥାଉ , ଏହା ଦ୍ଵାରା ଆମ ମୁହଁ ଚମକି ଥାଏ  ।

ଏହି ଉପାୟ କରିବା ପାଇଁ ଆପଣ ଗୋଟେ କଫି ପାଉଡର ନେବେ ଏକ କଫ ରେ ଏହି ପାଇଦାର କି ପକେଇ ନେବେ ଏବେ ଏଥିରେ ଏକ ଚାମୁଚ ବେସନ ପକାନ୍ତୁ ଏହା ଆମ ପାଇଁ ବହୁତ ଭଲ ହୋଇଥାଏ , ଏହା ଆମ ମୁହଁ ରେ ସ୍କ୍ରୋବ ଭଳି କାର୍ଯ୍ୟ କରିଥାଏ । ସ୍କିନ ରହିଯାଇଥିବା ଆବର୍ଜନା କୁ ବାହାର କରିବାର କାମ କରିଥାଏ ଏବଂ ମୁହଁ ରେ ଚମକ ବଢାଇଥାଏ ।

ଏବେ ଆମେ ଏଥିରେ ମିଶେଇ ବା ଏକ ଚାମୁଚ ମହୁ ଏହା  ଆମ ମୁହଁରେ ଥିବା ବ୍ରଣ ଦାଗ କୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏବେ ଆପଣ ଏଥିରେ ହଳଦୀ ଅଳ୍ପ ମିଶେଇବେ ଏହା ତ ଆମ ମୁହଁ ରେ ପ୍ରାକୃତିକ ସୁନ୍ଦରତା ପ୍ରଦାନ କରିଥାଏ ଏହା ଆମ ସମସ୍ତେ ଜାଣି ଥାଉ । ଶେଷ ରେ ଏଥିରେ  କଞ୍ଚା କ୍ଷୀର ମିଶେଇ ଏହି ସବୁ ଜିନିଷ କୁ ଭଲଭାବରେ ମିଶେଇ ଦେଇ ଏହାର ପେଷ୍ଟ କରିନେବେ ।

ଏହି ପ୍ୟାକ୍ କୁ ଆପଣ ମୁହଁ ରେ ତଳ ଆଡୁ ଲଗେଇବେ ଏହା ଦ୍ଵାରା ମୁହଁ ରେ ଭଲଭାବ ରେ ଲାଗିଥାଏ । ଏହା ଲଗେଇବା କିଛି ସମୟ ପରେ ଯେବେ ଏହା ଶୁଖି ଯାଇଥାଏ ତେବେ ଏହାକୁ ଓଧା ହାତ କରିକି । ଅଳ୍ପ ସମୟ ପାଇଁ ସ୍କ୍ରୋବ କରିନେବେ । ଏହି ଫେସ୍ ପ୍ୟାକ ଆପଣଙ୍କ ମୁହଁ ରେ ସ୍କ୍ରୋବିଙ୍ଗ ର କାର୍ଯ୍ୟ ମଧ୍ୟ କରିଥାଏ । ଏହାକୁ ସଫା କନା ଦେଇ ପୋଛି ଦେବେ ଦେଖିବେ ଆପଣ ମୁହଁ ଆଗ ଠାରୁ ଅଧିକ ଚମକି ଥାଏ । ଏହି ଉପାୟ କୁ ଆପଣ ଘରେ ନିଶ୍ଚିତ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *