Astrology- ସିଂହ ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ କଥା ! ଜାଣନ୍ତୁ କେବେ ମିଳିବ ଆପଣଙ୍କୁ ସଫଳତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ସିଂହ ରାଶିର ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ଯାଏଁ ସବୁ କଥା ବିଷୟରେ । ସିଂହ ରାଶିକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା ୧୦/୫ ମଘା ନକ୍ଷତ୍ର ସିଂହ ରାଶି । ଏମାନେ ହେଉଛନ୍ତି ଦାନବ ଗଣ । ୧୧/୫ ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି । ଏମାନେ ଏହୁଛନ୍ତି ମାନବ ଗଣ । ରାଜସିକ ଭକ୍ତିରେ ଏମାନେ ପ୍ରିୟ ହୋଇଥାନ୍ତି । ୧୨/୫ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି ।

ଏମାନେ ହେଉଛନ୍ତି ମାନବ ଗଣ । ସିଂହ ରାଶିର ବ୍ୟକ୍ତିଙ୍କର ଭଲ ଗୁଣ ହେଉଛି ଏମାନେ ସାହସୀ, ଗୁଣବାନ, ବିଚାରବନ୍ତ, ଉଦାର ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ମନ୍ଦ ଗୁଣ ହେଉଛି ଗର୍ବୀ, ଅଭିମାନୀ ଓ ଆମିଷପ୍ରିୟ ହୋଇଥାନ୍ତି । ଏମାନଙ୍କର ରୋଗ ହେଉଛି ବାତ, ଦାନ୍ତ, ଶୀର, ଉଦାର, ଜ୍ଵର ରୋଗ ଇତ୍ୟାଦି ।

ଏମାନଙ୍କର କର୍ମ ହେଉଛି ଏମାନେ ସରକାରୀ କର୍ମଚାରୀ, ବେସରକାରି କର୍ମଚାରୀ, ଧାତୁ ରତ୍ନ ବ୍ୟବସାୟ, ଇଞ୍ଜିନିୟର, ଧର୍ମ ପ୍ରଚାରକ, କବି, ଲେଖକ, ଜ୍ଯୋତିଷ ହୋଇଥାନ୍ତି । ଏମାନଙ୍କର ଗ୍ରହ ହେଉଛି ରବି ଗ୍ରହ । ଏମାନେ ରବିବାରରେ ସୁନା ବା ରୂପା ପୂଜା କରି ପୀଢିଲେ ଶୁଭ ହୋଇଥାଏ । ହଋ ବଂଶ ପୁରାଣ ପାଠ କରିଲେ ଶୁଭ ହୋଇଥାଏ ।

ଏମାନଙ୍କର ଶୁଭ ରଙ୍ଗ କମଳା । ବିଦ୍ୟା କମ ଥିଲେ ଚତୁର ହୋଇଥାନ୍ତି । ଏମାନେ ଉଦାର ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ବୁଦ୍ଧିରେ କର୍ମ କରିଥାନ୍ତି । କୌଣସି କାମରେ ତାଲିମ ପାଇ ପ୍ରତିସ୍ଥିତି ହୋଇଥାନ୍ତି । ସୁସମ୍ପର୍କ ସ୍ଥାପନ କରିବା ଓ ବିଚାରବନ୍ତ ହୋଇଥାନ୍ତି । କ୍ଷତ୍ରିୟ ସ୍ଵଭାବର ହୋଇଥାନ୍ତି ।

ଏମାନଙ୍କର ପ୍ରତି ବର୍ଷ ଦ୍ଵିତୟ ମାସର ୩,୧୮, ୨୪, ୨୯ ଦିନ ଗୁଡିକ ଅଶୁଭ ଅଟେ । କର୍କଟ, ମୀନ ରାଶି କ୍ଷତିକାରକ ଅଟନ୍ତି । ସିଂହ ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ପରାକ୍ରମୀ ହୋଇଥାନ୍ତି । ଏମାନେ ଜୀବନରେ ଅନେକ ଉନ୍ନତି ଓ ସଫଳତା ହାସଲ କରିଥାନ୍ତି । ଏମାନଙ୍କର ପାରିବାରିକ ଜୀବନ ଓ ଦାଂପତ୍ଯ ଜୀବନ ସାନଦାର ରହିଥାଏ ।

ଏମାନେ ଯାହାକୁ ଭଲ ପାଇଥାନ୍ତି ସେମାନଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ନିଜ ପ୍ରେମ ପାଇଁ ଏମାନେ କିଛି ବି କରିପାରନ୍ତି । ଏମାନଙ୍କୁ ଜୀବନରେ ଉଚ୍ଚ ଧରଣର ସଫଳତା ମିଳିବାରେ କେହି ବି ଅଟକାଇ ପାରନ୍ତି ନାହି । ଏମାନେ ନିଜର ମେହନତରେ ସବୁ କିଛି ପାଇବାକୁ ଚେଷ୍ଟା କରନ୍ତି । ଯାହା ବି କରନ୍ତି ଭାବି ଚିନ୍ତି କରନ୍ତି ।

ଏମାନଙ୍କର ଜୀବନ ସାଥି ବହୁତ ଭଲ ମିଳିଥାନ୍ତି । ଜୀବନ ସାଥିଙ୍କ ସହ ବହୁତ ଭଲ ସମୟ ବ୍ଯତୀତ କରିଥାନ୍ତି । ଏମାନଙ୍କର ବନ୍ଧୁ ମାନଙ୍କର ସଂଖ୍ୟା ଅଧିକ ହୋଇଥାଏ । ଏମାନେ ବନ୍ଧୁ ମାନଙ୍କୁ ସାହାଜ୍ଯ କରିବାରେ ସବୁବେଳେ ଆଗରେ ରହିଥାନ୍ତି । ଏମାନେ ନିଜ ମାତା ପିତାଙ୍କୁ ବହୁତ ସମାନ କରିଥାନ୍ତି ।

ଏମାନଙ୍କର ସମାଜସେବା ରେ ଅଧିକ ରୁଚି ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *