ପୁତ୍ର ସନ୍ତାନ ପାଇଁ ଇଚ୍ଛୁକ କି ! ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ ! Astrology

ବନ୍ଧୁଗଣ ପ୍ରତ୍ଯେକଟି ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହେଲା ପରେ ତାଙ୍କର ସନ୍ତାନ ପ୍ରାପ୍ତି ପାଇଁ ଇଛା ରହିଥାଏ । ତେବେ ସେ ପୁଅ ହେଉ ଅବା ଝିଅ ହେଲେ ସନ୍ତାନଟି ଘରକୁ ଖୁବ ଶୀଘ୍ର ଆସୁ ବୋଲି ସବୁ ଦମ୍ପତ୍ତି ଚାହିଁଥାନ୍ତି । ତେବେ ଅନେକ କ୍ଷେତ୍ରରେ ଅନେକ ବାପା ମାଆ ତଥା ପରିବାର ଲୋକ ପୁତ୍ର ସନ୍ତାନ ପ୍ରତିର ଆଶା ରଖିଥାନ୍ତି । ତେବେ ଯେଉଁ ଦମ୍ପତ୍ତି ଏକ ପୁତ୍ର ସନ୍ତାନ ପ୍ରାପ୍ତିର ଆଶା ରଖିଥାନ୍ତି । ସେମାନଙ୍କୁ ଆମେ ଯେଉଁ ଉପାୟ କହିବ ପାଇଁ ଯାଉଛୁ । ଯେଉଁ ଦମ୍ପତ୍ତି ସେହି ଉପାୟ ପାଳନ କରିବେ ।

ତେବେ ତାଙ୍କର ପୁତ୍ର ସନ୍ତାନ ହେବାର ବହୁତ ସମ୍ଭାବନା ରହିଥାଏ । ତେବେ କଣ କଣ ସବୁ ପୁତ୍ର ପ୍ରାପ୍ତିର ଉପାୟ ରହିଛି ଚାଲନ୍ତୁ ଜାଣିବା । ଯେଉଁ ଦମ୍ପତ୍ତି ପୁଅଟିଏ ଚାହୁଁଥାଏ । ସେମାନେ ମନରେ ପୁତ୍ର ପ୍ରାପ୍ତିର କାମନା ରଖି ଭଗବାନଙ୍କ ନିକଟରେ ପ୍ରାଥନା କରି ପ୍ରତି ସୋମବାର ଓ ଶନିବାରରେ 2 ଟି ଲେଖାଏଁ ଘିଅ ଦୀପ ନିଜ ପୂଜା ଘରେ ଅବଶ୍ୟ ଜାଳନ୍ତୁ । ପୁତ୍ର ସନ୍ତାନ ପ୍ରାପ୍ତିର ଦିତୀୟ ଉପାୟଟି ହେଉଛି।

ଦମ୍ପତ୍ତି ନିଜ ବେଡ୍ ରୁମ୍ ରେ ଥିବା ଖଟର ସାମ୍ନା ପଟେ ସୁନ୍ଦର ଶିଶୁର ଫୋଟ ନିଶ୍ଚୟ ଲଗାନ୍ତୁ । ଯାହା ଦ୍ଵାରା ସେହି ଦମ୍ପତ୍ତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଏହି ଉପାୟଟି ବହୁତ ସାହାଜ୍ଯ କରିଥାଏ । ଯେଉଁ ଲୋକ ମାନେ ଅର୍ଥାତ ଯେଉଁ ବିବାହିତ ଦମ୍ପତ୍ତି ପୁଅଟି ଏ ହେବା ପାଇଁ ଇଛା ରଖିଥାନ୍ତି। ନିଜ କୋଳରେ ପୁତ୍ର ସନ୍ତାନ ଦେଖିବାକୁ ବହୁତ ଇଛା କରିଥାନ୍ତି । ତେବେ ସେମାନେ ସପ୍ତାହକ କେଉଁ ବାରରେ ଆମିଷ ଖାଉଥାନ୍ତୁ କି ନଖାଉଥାନ୍ତୁ । ହେଲେ ସପ୍ତାହର ରବିବାର ଦିନ ଆମିଷ ବିଲକୁଲ ବି ଖାଇବା ଉଚିତ ନୁହେଁ ।

ଯେଉଁ ଲୋକମାନେ ପୁଅ ସନ୍ତାନଟିଏ ପାଇବାକୁ ଚାହୁଁଥାନ୍ତି । ସେମାନେ କଦାପି ରବିବାରକୁ ଆମିଷ ସେବନ କରିବା ଉଚିତ ନୁହେଁ । କାରଣ ରବିବାର ଦିନଟି ଭଗବାନ ସୂର୍ଯ୍ୟଦେବଙ୍କୁ ସମର୍ପଣ ହୋଇଥାଏ । ଏହି ଦିନ ଦମ୍ପତ୍ତି ସୂର୍ଯ୍ୟ ଭଗବାନଙ୍କୁ ନିଜର ପୁତ୍ର ପ୍ରାପ୍ତିର ମନୋସ୍କାମନା ବିଷୟରେ ଜଣାନ୍ତୁ ।

ଭଗବାନ ସୂର୍ଯ୍ୟଦେବତାଙ୍କୁ ପୁତ୍ରପ୍ରାପ୍ତି ପାଇଁ ପ୍ରାଥନା କରନ୍ତୁ । ଏଥିସହ ରବିବାର ଦିନଟିରେ ସେହି ଦମ୍ପତ୍ତି ଆମିଷ ଖାଇବା ବନ୍ଦ କରି ଦିଅନ୍ତୁ । ଯେଉଁ ଦମ୍ପତ୍ତି ନିଷ୍ଠାର ସହ ଓ ବିଶ୍ବାସ ସହକାରେ ଏହି ସବୁ ଉପାୟକୁ ପାଳନ କରିବା ସହ ମନରେ ଦୃଢ ଇଛା ଶକ୍ତି ରଖିଥାଏ ।

ସେହି ଦମ୍ପତ୍ତିଙ୍କୁ ଖୁବ ଶୀଘ୍ର ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *