Health Tips- ପ୍ରତିଦିନ ପିଅନ୍ତୁ କେବଳ 1 ଗ୍ଳାସ ନର୍ଭ ବ୍ଲକେଜ ହେଇଯିବ ମୂଳରୁ ସଫା, କେବେ ବି ହେବନି ହାର୍ଟ ରୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ବିଭିନ୍ନ ପ୍ରକାର ପ୍ରକ୍ରିୟା ଚାଲୁ ରହିଥାଏ । ସେହି ସବୁ ପ୍ରକ୍ରିୟା ଗୁଡିକ ଦିନ ରାତି ନୀରବିଚ୍ଛିନ ପ୍ରକ୍ରିୟାରେ ହୋଇଥାଏ । ଯଦି ସେହି ପ୍ରକ୍ରିୟା ଚାଲିବା ସମୟରେ କୌଣସି ଜାଗାରେ ବାଧା ଆସିଥାଏ । ତେବେ ସେଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ସ୍ଵାସ୍ଥଗତ ସମସ୍ଯା ଦେଖାଯାଇଥାଏ । ଶରୀରରେ ଥିବା ଧମନୀ, ଶିରା ଓ ପ୍ରଶିରାରେ ଅନବରତ ବ୍ଲଡ଼ ଓ ଅକ୍ଷିଜେନ ଶରୀରର ବିଭିନ୍ନ ଅଙ୍ଗକୁ ହୋଇଥାଏ।

ଯଦି ଶରୀରର ଯଦି କୋଲେଷ୍ଟ୍ରଲ ଜମା ହୋଇ ଓ ଅନ୍ୟାନ୍ୟ କାରଣ ପାଇଁ ସେଠାରେ ବ୍ଲକେଜ ସୃଷ୍ଟି ହୋଇଥାଏ । ତେବେ ମସ୍ତିସ୍କକୁ ଠିକ ସେ ବ୍ଲଡ଼ ଯୋଗାଣ ହୋଇପାରିନଥାଏ । ଯାହା ଫଳରେ ବ୍ରେନ ଷ୍ଟ୍ରୋକ ଭଳି ସମସ୍ଯା ଦେଖାଦେଇଥାଏ । ଯଦି ହାର୍ଟକୁ ଠିକ ସମୟରେ ବ୍ଲଡ଼ ଯୋଗାଣ  ହୋଇପାରିନଥାଏ । ତେବେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ ।

ତେବେ ଶରୀରରେ ଥିବା ଧମନୀ ତଥା ଶିରା ଓ ପ୍ରଶିରା ଗୁଡିକ ସଫା କରି ରଖିବା ପାଇଁ ଏହି ରେମିଡି ନିହାତି ଭାବେ ପ୍ରୟୋଗ କରନ୍ତୁ । ଏହି ଉପାୟ ପାଇଁ ପ୍ରଥମ ସାମଗ୍ରୀ ହେଉଛି ସେଓ । ସେଓରେ ପଲିଫିନୋଲ୍ସ ରହିଥାଏ । ଯାହାକି ଧମନୀରେ ଜମିଥିବା ଖରାପ କୋଲେଷ୍ଟ୍ରଲକୁ ସଫା କରିଥାଏ । ଦିତୀୟ ସାମଗ୍ରୀ ହେଉଛି ରଶୁଣ । ରଶୁଣ ରକ୍ତକୁ ପତଳା କରିବା ସହିତ ରକ୍ତରେ ଜମାଟ ବାନ୍ଧିବାକୁ ଦେଇନଥାଏ ।

ତୃତୀୟ ସାମଗ୍ରୀ ହେଉଛି ହଳଦୀ । ଏହା ମଧ୍ୟ ରକ୍ତ ସଂଚାଳନକୁ ଠିକ କରିଥାଏ। ଏହା ସହିତ ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରି ରଖିଥାଏ । ଚତୁର୍ଥ ସାମଗ୍ରୀ ହେଉଛି ଅଲିଭ ଅଏଲ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମାଇ ଭଲ କୋଲେଷ୍ଟ୍ରଲ ମାତ୍ରାକୁ ବଢାଇଥାଏ । ପଞ୍ଚମ ସାମଗ୍ରୀ ହେଉଛି ଗୋଲମରୀଚ ଓ ଷଷ୍ଠରେ କଞ୍ଚା ଲଙ୍କା ।

ଉପାୟକୁ କରିବା ପାଇଁ ପ୍ରଥମେ ସେଓକୁ କାଟି ଦିଅନ୍ତୁ , ରଶୁଣର ଗୋଟିଏ କୋଲା, ହଳଦୀରୁ ଅଳ୍ପ କିଛି ଏକ ବ୍ଲେଣ୍ଡରରେ ରଖନ୍ତୁ । ତାପରେ ସେଥିରେ 1 ଚାମଚ ଓଲିଭ ଅଏଲ, ଅଳ୍ପ ଗୋଲମରୀଚ ଗୁଣ୍ଡ, ଗୋଟିଏ କଞ୍ଚା ଲଙ୍କାକୁ ସେହି ବ୍ଲେଣ୍ଡରରେ ପକାଇ ଅଧ ଗ୍ଳାସ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାକୁ ଭଲ ଭାବରେ ଗ୍ରାଇଙ୍ଗିଙ୍ଗ କରି ସେଥିରେ ଅଳ୍ପ ଲେମ୍ବୁ ମିଶାଇ ପ୍ରସ୍ତୁତ କରନ୍ତୁ ।

ତାପରେ ଏହାକୁ ଆପଣ ସକାଳେ ଖାଇବା ପୂର୍ବରୁ କିମ୍ବା ଖାଇସାରିବା ପରେ ମଧ୍ୟ ସେବନ କରିପାରିବେ । ଏହାକୁ ୭ ଦିନ ଲଗାତର ସେବନ କରନ୍ତୁ । ତାପରେ ମଝିରେ ୩ ରୁ ୪ ଦିନ ଛାଡି ପୁଣି ଠାରେ ୭ ଦିନ ସେବନ କରନ୍ତୁ । ଏହିପରି କରି ୨ ରୁ ୩ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଖରାପ କୋଲେଷ୍ଟ୍ରଲ କମିବ । ବ୍ଲଡ଼ ପତଳା ହୋଇ ଠିକ ଭାବରେ ସବୁ ଅଙ୍ଗକୁ ଯୋଗାଣ ହୋଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *