୧୦୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ ? ହାତ,ଗୋଡ,ଗଣ୍ଠି ଏବଂ କମର ବିନ୍ଧା ପୁରା ଗାୟବ ହେଇଯିବ, କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ନିଜର ନିତ୍ୟ ଜୀବନ ରେ କାମ କରିବା ପରେ ବହୁତ ଥକି ଯାଇଥାଉ ଏବଂ ଆମ ଶରୀରରେ କୌଣସି କାର୍ଯ୍ୟ କରିବା ନିମନ୍ତେ ଇଚ୍ଛା ଓ ଶକ୍ତି ରହି ନଥାଏ ।

ଏହାର ମୁଖ୍ୟ କାରଣ ହେଉଛି ଶରୀର ରେ କ୍ୟାଲସିୟମ ର ଅଭାବ । ଆଜିକାଲି କେବଳ ବୃଦ୍ଧ ବ୍ୟକ୍ତି ଙ୍କୁ ହିଁ ନୁହେଁ ଛୋଟ ପିଲା ମାନଙ୍କ ମଧ୍ୟରେ ବି କ୍ୟାଲସିୟମ ର ଅଭାବ ଦେଖିବାକୁ ମିଳୁଛି । ଏହା ସାଧାରଣ କଥା ନୁହେଁ । ଯଦି ଆପଣ ଏଥିପ୍ରତି ସତର୍କ ରହିବେ ନାହିଁ ତେବେ ଭବିଷ୍ୟତ ରେ ଆପଣଙ୍କୁ ଅନେକ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡ଼ିବ ।

ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀର ରେ କ୍ୟାଲସିୟମ ଅଭାବ ରହିବ ନାହିଁ ଏବଂ ଏହାସହିତ ଆଣ୍ଠୁ ଗଣ୍ଠି ବିନ୍ଧା ଓ ଥକାପଣ ମଧ୍ୟ ଦୂର ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ,ଆପଣଙ୍କୁ ଯେଉଁ ସାମଗ୍ରୀ ଗୁଡ଼ିକ ର ଆବଶ୍ୟକତା ରହିଛି ତାହା ହେଉଛି, ଧଳା ଖସା, ପିସ୍ତା ବାଦାମ, ଏକ ଗ୍ଲାସ ପାଣି ଓ ଏକ ଗ୍ଲାସ କ୍ଷୀର । ଧଳା ଖସା ରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀର କୁ କ୍ୟାଲସିୟମ ମିଳିଥାଏ ଏବଂ ଏହା ଆମ ମାଂସପେଶୀ କୁ ମଜବୁତ କରିଥାଏ । ପିସ୍ତା ବାଦାମ ରେ ଥିବା ପୋଷକ ତତ୍ତ୍ୱ ଆମ ଶରୀର କୁ ଶକ୍ତି ଯୋଗାଇଥାଏ ଏବଂ ଥକାପଣ କୁ ଦୂର କରିଥାଏ । କ୍ଷୀର ରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ତେବେ ଆପଣ ପ୍ରଥମେ ଧଳା ଖସା କୁ ଭଲ ଭାବରେ ଗୁଣ୍ଡ କରି କୌଣସି ଜାର୍ ରେ ରଖି ଦିଅନ୍ତୁ । ପିସ୍ତା ବାଦାମ କୁ ରାତି ସାରା ପାଣି ରେ ଭିଜାଇ ରଖି ଦିଅନ୍ତୁ ଏବଂ ସକାଳେ ଏହି ଉପଚାର କୁ ପ୍ରୟୋଗ କରିବା ସମୟ ରେ ପିସ୍ତା ବାଦାମ ର ଚୋପା ଛଡ଼ାଇ ରଖନ୍ତୁ ।

ଏହି ସାମଗ୍ରୀ ଦ୍ଵାରା ଆପଣଙ୍କୁ ଦିନରେ ଦୁଇ ଥର ଏହି ଉପଚାର ର ପ୍ରୟୋଗ କରିବାକୁ ପଡ଼ିବ । ପ୍ରଥମେ ସକାଳ ସମୟ ରେ ଆପଣ କିଛି ପିସ୍ତା ବାଦାମ କୁ ଭଲ ଭାବରେ ଚୋବାଇ ଖାଇ ଦିଅନ୍ତୁ ଏବଂ ଏହାପରେ ଏକ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର ରେ ଭିଟାମିନ ର ଅଭାବ ରହିବ ନାହିଁ ଏବଂ ଆପଣ ଦିନ ସାରା ଏନର୍ଜେଟିକ୍ ରହିବେ ।

ଦ୍ଵିତୀୟ ରେ ଆପଣ ସନ୍ଧ୍ୟା ସମୟ ରେ ଏକ ଗ୍ଲାସ ସାଧା ପାଣି ରେ ଧଳା ଖସା ର ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଆପଣଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ରହିବ ନାହିଁ ଏବଂ ଏହା ସହିତ ଯଦି ଆପଣଙ୍କ ଶରୀର ର କୌଣସି ସ୍ଥାନରେ ଯନ୍ତ୍ରଣା ହେଉଛି ତାହା ମଧ୍ୟ ଦୂର ହେବ । ଏହି ଉପଚାର କୁ ଲଗାତାର ପ୍ରୟୋଗ କରିବା ପରେ ଆପଣ ସ୍ୱୟଂ ନିଜ ମଧ୍ୟରେ ହେଉଥିବା ପରିବର୍ତ୍ତନ କୁ ଜାଣି ପାରିବେ । ତେଣୁ ଏହି ଘରୋଇ ଉପଚାର କୁ ଆପଣ ମାନେ ନିଶ୍ଚିତ ଭାବରେ ନିଜର ନିତ୍ୟ ଜୀବନରେ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *