ରାତି 3 ରୁ 5 ମଧ୍ୟରେ ଯଦି ଆପଣଙ୍କ ନିଦ ଭାଙ୍ଗିଯାଏ, ତ ଆପଣଙ୍କୁ କଣ ସୂଚନା ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

୧. ସକାଳୁ ଉଠିବା ପରେ ନିଜ ମୁହଁକୁ ଆଇନା ରେ ଦେଖିବା ଉଚିତ ନୁହେଁ। ନଚେତ ଆପଣଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ୨. ସକାଳୁ ଉଠିବା ପରେ ଆପଣ ପ୍ରଥମେ ନିଜ ହାତ ପାପୁଲି କୁ ଦେଖିବା ଦ୍ଵାରା ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଆପଣଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିଥାଏ।

୩. ସକାଳୁ ଉଠିବା ପରେ ଗାୟତ୍ରୀ ମନ୍ତ୍ର, ଶଙ୍ଖ ଧ୍ୱନି ବା ମନ୍ଦିର ର ଘଣ୍ଟି ର ଆବାଜ ଶୁଣିବା ଶୁଭ ହୋଇଥାଏ।ଏହା ଆପଣଙ୍କ ଘରେ ଥିବା ଅଶୁଭତ୍ୱ ଦୂର କରିଥାଏ। ୪. ସକାଳୁ ଉଠି ଦାନ୍ତ ଘଷିବା ପରେ ସର୍ବ ପ୍ରଥମେ ଚା କିମ୍ବା କଫି ପିଇବା ଉଚିତ ହୋଇନଥାଏ।ଏହାଦ୍ବାରା ଆପଣଙ୍କ ଉପରେ ରାହୁ ଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ। ବିନା କାରଣରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

୫. ନିଜେ ପିନ୍ଧିଥିବା ଘଣ୍ଟା କୁ କେବେ ଅନ୍ୟକୁ ଦେବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଆପଣଙ୍କ ଜୀବନ ରେ ସମସ୍ୟା ସୃଷ୍ଟି ହୋଇଥାଏ।

୬. ନିଜ ସମ୍ପର୍କୀୟ ବା ବନ୍ଧୁ ବାନ୍ଧବ ଙ୍କ ସହିତ ପଇସା ର ଲେନ୍ ଦେନ୍ କରିବା ଉଚିତ ହୋଇନଥାଏ। କାରଣ ଏହାଦ୍ବାରା ସମ୍ପର୍କ ନଷ୍ଟ ହେବାର ସମ୍ଭାବନା ଥାଏ।

୭. ନିଜେ ବ୍ୟବହାର କରୁଥିବା କଲମ ଅନ୍ୟ କୁ ଦେବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ଜୀବନ ରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।

୮. ରାତି ନଅ ଟା ରୁ ଏଗାରଟା ପର୍ଯ୍ୟନ୍ତ ଚେଉଁଥିବା ବ୍ୟକ୍ତି ଚିନ୍ତା ରେ ରୁହନ୍ତି ଏବଂ ସେମାନଙ୍କ ମାନସିକ ସ୍ଥିତି ଦୁର୍ବଳ ଥାଏ। ତେଣୁ ଶୋଇବା ପୂର୍ବରୁ ଧ୍ୟାନ କରିବା ଉଚିତ।

୯. ଯେଉଁ ବ୍ୟକ୍ତି ମାନଙ୍କ ନିଦ ରାତି ଏଗାରଟା ରୁ ଗୋଟାଏ ଭିତରେ ଭାଂଗିଥାଏ ସେମାନେ ମାନସିକ ଦୁର୍ବଳ ହୋଇଥାନ୍ତି।

୧୦. ରାତ୍ରି ସମୟ ରେ ତିନି ଘଟିକା ସମୟ ରେ ନିଦ ଭାଙ୍ଗିବା ଦ୍ୱାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ। ଏହା ଅଶୁଭ ହୋଇଥାଏ।

୧୧. ଯଦି ଆପଣଙ୍କ ନିଦ ରାତ୍ରି ସମୟରେ ତିନି ଘଟିକା ରୁ ପାଞ୍ଚ ଘଟିକା ମଧ୍ୟରେ ଭାଂଗିଥାଏ ତେବେ ଏହା ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ଆପଣଙ୍କୁ କୌଣସି ଦିବ୍ୟ ଶକ୍ତି ସଙ୍କେତ ପ୍ରଦାନ କରୁଛନ୍ତି।

୧୨. ଯେଉଁ ବ୍ୟକ୍ତି ନିଜ ଆୟ ଠାରୁ ଅଧିକ ଖର୍ଚ୍ଚ କରିଥାଏ ଏବଂ କଥା କଥା ରେ ଝଗଡ଼ା କରିଥାଏ ସେହି ବ୍ୟକ୍ତି କେବେବି ଖୁସି ରେ ରହିପାରେ ନାହିଁ।

୧୩. ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଘରର ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ଉଚିତ। ଏହାଦ୍ବାରା ଆପଣଙ୍କ ଘରେ ମାତାଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ।

୧୪. ଘରେ ରୋଷେଇ ଘରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ପୂର୍ବରୁ ଗାଧୋଇବା ନିହାତି ଆବଶ୍ୟକ। ଏହାଦ୍ବାରା ଘରେ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ।

୧୫. ପ୍ରତ୍ୟେକ ଦିନ ଘରେ ତୁଳସୀ ଗଛ କୁ ପୂଜା କରିବା ଉଚିତ ଏବଂ ସକାଳେ ଓ ସନ୍ଧ୍ୟା ସମୟ ରେ ଘିଅ ଦୀପ ଜଳାଇବା ଉଚିତ। ଏହାଦ୍ବାରା କେବେବି ଆର୍ଥିକ ସମସ୍ୟା ସୃଷ୍ଟି ହୋଇନଥାଏ।

୧୬. ଘରେ ମହିଳା ମାନେ ଖାଦ୍ୟ ଖାଇବା ପୂର୍ବରୁ ଭଗବାନ ଙ୍କୁ ସମର୍ପଣ କରି ଖାଇବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ମିଳିଥାଏ।

୧୭. କୌଣସି ବ୍ୟକ୍ତି ଙ୍କୁ ଲୁହା ଜାତୀୟ ଦ୍ରବ୍ୟ, ରୁମାଲ ଓ ପାଣି ଜାତୀୟ ପଦାର୍ଥ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ବହୁତ କ୍ଷତି ହୋଇଥାଏ।

୧୮. ଯେଉଁ ବ୍ୟକ୍ତି ଅଧିକ ଭ୍ରମଣ, ଉପବାସ ଏବଂ ପରିଶ୍ରମ କରିଥାଏ ସେହି ବ୍ୟକ୍ତି ଶୀଘ୍ର ବୁଢ଼ା ହୋଇଯାଇଥାଏ।

୧୯. ଠାକୁର ପୂଜା କରିବା ସମୟ ରେ କେବେବି ପିଢ଼ା ବା ପାଠ୍ୟ ରେ ବସି ପୂଜା କରନ୍ତୁ ନାହିଁ। ସର୍ବଦା କୁଶ ଆସନ ରେ ବସି ପୂଜା କରନ୍ତୁ।

୨୦. ନିଜର ଦେହ ଛାଇ, ତୀର୍ଥ ସ୍ଥାନ ଓ ସ୍ମଶାନ ରେ ପରିଶ୍ରା କରିବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ଅମଙ୍ଗଳ ହୋଇଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *