Chanakya Niti- ସ୍ତ୍ରୀ ମାନେ ସକାଳୁ ଉଠି ସ୍ବାମୀଙ୍କ ସହ ନିଶ୍ଚୟ କରନ୍ତୁ ଏହି 1 କାମ, ହେଇଯିବେ କୋଟିପତି

ଆମ ଭାରତୀୟ ସମାଜ ରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଧର୍ମ ଓ ଶାସ୍ତ୍ର କୁ ମାନନ୍ତି । ଅନେକ ଲୋକମାନେ ଏପରି ଅଛନ୍ତି ଯେଉଁ ମାନେ ଧର୍ମ ଓ ଶାସ୍ତ୍ରକୁ ମାନନ୍ତି ନାହିଁ । ତେବେ ଆମ ଶାସ୍ତ୍ର, ଧର୍ମ ଆଦି ରେ ବହୁତ ଗ୍ରନ୍ଥ, ପୁସ୍ତକ , ପୋଥି ଆଦି ରହିଛି । ସେହି ସବୁଥିରେ ଏପରି କିଛି ଜିନିଷ ଅଛି ଯାହା ମଣିଷ ର ମଙ୍ଗଳ ପାଇଁ ରଚା ଯାଇଛି ।

ତେବେ ଆମ ଶାସ୍ତ୍ର ରେ ଚାଣକ୍ୟ ନୀତି ମଧ୍ୟ ଅଛି । ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ । ଏଥିରେ ମଣିଷ ର ମଙ୍ଗଳ ପାଇଁ ବହୁତ କଥା ଅଛି । କେଉଁ କାର୍ଯ୍ୟ କରିବା କଥା ଓ କେଉଁ କାର୍ଯ୍ୟ କରିବା ଦରକାର ଏହି ସବୁ ଉଲ୍ଲେଖ ଅଛି । ତେବେ ଚାଣକ୍ୟ ନୀତି ରେ ଚାଣକ୍ୟ ଏପରି କିଛି କଥା କହି ଛନ୍ତି ଯାହାକି ସବୁ ନାରୀଙ୍କୁ ସକାଳୁ ଉଠିବା ମାତ୍ରେ କରିବା ଦରକାର । ତେବେ ପ୍ରତ୍ୟେକ କାର୍ଯ୍ୟ ର ନିର୍ଦ୍ଧିଷ୍ଟ ସମୟ ରେ କରା ଯାଏ ।

ସକାଳୁ ଉଠିବା ମାତ୍ରେ କିଛି କାର୍ଯ୍ୟ କରିବା ଦ୍ୱାରା ଏହାର ଭଲ ପ୍ରଭାବ ଆମ ଜୀବନରେ ପଡି ଥାଏ । କିଛି କାର୍ଯ୍ୟ ଅଛି ଯାହା ନ କରିବା ଦ୍ୱାରା ଆମ ଜୀବନରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ କାର୍ଯ୍ୟ ସବୁ ଅଛି ଯାହା କରିବା ଦରକାର । ସକାଳୁ ଉଠିବା ମାତ୍ରେ ନାରୀ ମାନେ ପାଣି ପିଇବା ଦରକାର । କେବଳ ନାରୀ ମାନେ ନୁହଁନ୍ତି ପ୍ରତ୍ୟେକ ବ୍ୟକ୍ତି, ପିଲା ମାନେ ସକାଳୁ ଉଠି ପାଣି ପିଇବା ଦରକାର ।

ଅନେକ ଲୋକ ବେଡ଼ ଟି ପସନ୍ଦ କରନ୍ତି କିନ୍ତୁ ଯଦି ଆପଣ ସକାଳୁ ଉଠି ପାଣି ପିଅନ୍ତି ତେବେ ଏହା ଆପଣଙ୍କ ପେଟ ପରିଷ୍କାର ରଖିଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ଶାସ୍ତ୍ର ଅନୁସାରେ ମଧ୍ୟ ସକାଳୁ ଉଠି ପାଣି ପିଇବା ଉଚିତ ବୋଲି କୁହା ଯାଇଛି । ସକାଳୁ ଉଠି ସ୍ନାନ କରିବା । ଏହା କରିବା ଦ୍ୱାରା ପରିବାର ରେ ସୁଖ ଓ ଶାନ୍ତି ରହିଥାଏ । ଆଗ ର ନାରୀମାନେ ସ୍ନାନ କରିବା ପରେ ରୋଷେଇ ଘରେ ପଶି ଥାନ୍ତି।

ତୁଳସୀ ଗଛ ଥିଲେ ପ୍ରତ୍ୟେକ ଦିନ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ସହ ଧନ ପ୍ରାପ୍ତି ମଧ୍ୟ ହୋଇ ଥାଏ । ଓ ସେହି ଘରେ ଦେବାଦେବୀ ମାନେ ଆଗମନ କରନ୍ତି। ପ୍ରତ୍ୟେକ ଦିନ ସକାଳୁ ଉଠି ନିଜ ପସନ୍ଦ ର ଗୀତ ଶୁଣିବ, ଏହା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହେ ଓ ପୁରା ଦିନ ଟି ସାରା ମନ ପ୍ରଫୁଲିତ ରହେ ।

ସବୁଦିନ ସକାଳୁ ଉଠିବା ପରେ ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କୁ କିଛି ସମୟ ପ୍ରେମ ଦେବା ଦରକାର ଏହା ଦ୍ୱାରା ବୈବାହିକ ଜୀବନରେ ସୁଖ ଓ ଶାନ୍ତି ଓ ପ୍ରେମ ରହିଥାଏ । ଓ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ମଧୁର ଓ ମଜବୁତ ରହେ । ଦାମ୍ପତ୍ୟ ଜୀବନ ଶାନ୍ତି ରେ ବିତିଥାଏ । ଉପରୋକ୍ତ କାର୍ଯ୍ୟ ଗୁଡିକ ନାରୀ ମାନେ କରିବା ଦ୍ୱାରା ତାଙ୍କ ପରିବାର ରେ ସୁଖ ଓ ଶାନ୍ତି ରହିଥାଏ । ଓ ସେହି ଘରେ ମା ଲଷ୍ମୀଙ୍କ କୃପା  ସର୍ବଦା ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *