Jyotish Shastra- ଜୁଲାଇ ମାସରେ ୫ ଟି ରାଶିକୁ ଭୋଲେନାଥ ନିଜେ କରିବେ ମାଲାମାଲ, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଅଛି ତ ?

ଦେବ ର ଦେବ ମହାଦେବ ଙ୍କ ବାର ହେଉଛି ସୋମବାର । ସୋମବାର ଦିନ ମହାଦେବ ଙ୍କୁ ପ୍ରସନ୍ନ କରିବା ଦିନ ଅଟେ । ମହାଦେବ ଙ୍କ ଭକ୍ତ ମାନଙ୍କୁ ମୃତ୍ୟୁ, ଦୁଃଖ, ଓ ଶୋକ ଆଦି ର ଡର ନ ଥାଏ । ଶିବ ତତ୍ୱ ଦ୍ୱାରା ଶିବଙ୍କ ଭକ୍ତ ମାନଙ୍କ ମଧ୍ୟରେ ଡର ଶବ୍ଦ ର କୌ ଜାଗା ନାହିଁ । ଶିବ ତତ୍ୱ ର କେବଳ ଗୋଟିଏ ମାଧ୍ୟମ ଅଛି , ତାହା ହେଉଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର ।

ଏହି ମନ୍ତ୍ର ର ପାଠ କରିବା ଦ୍ୱାରା ମଣିଷ ର ସବୁ କଷ୍ଟ ଦୂର ହୋଇଥାଏ । ଶାସ୍ତ୍ର ରେ ମଧ୍ୟ ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ କଷ୍ଟ ନିବାରଣ ମନ୍ତ୍ର ମଧ୍ୟ କୁହାଯାଏ । ପ୍ରଭୁ ମହାଦେବ ଙ୍କ ବାହନ ହେଉଛି ବୃଷଭ । ଯାହା ଧର୍ମା ର ପ୍ରତୀକ କୁହାଯାଏ।  କାମ ଓ ମୋକ୍ଷ କୁ ଧର୍ମା କୁହାଯାଏ । ମହାଦେବ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତା ମନ ବାଞ୍ଛା ପୂର୍ଣ୍ଣ ହେବାର ଆଶ୍ରିବାଦ କରନ୍ତି । ମହାଦେବ ନିଜ ଭକ୍ତ ଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି ।

କେବେବି କୌଣସି ବିପଦ ବା କୌଣସି କଷ୍ଟ ମହାଦେବଙ୍କ ଭକ୍ତ ମାନଙ୍କୁ ସ୍ପର୍ଶ କରି ପାରି ନଥାଏ । ଯଦି କେହି ସ୍ୱଚ୍ଛ ମନ ରେ ମହାଦେବ ଙ୍କୁ ପୂଜା କରେ ବା ସ୍ମରଣ କରେ ତେବେ ତାହାର ମନ ର ଆଶା ପୁରା ହୋଇଥାଏ । ତେବେ ଆସନ୍ତା ଜୁନ ୨୮ ତାରିଖ ସୋମବାର ପର ଠୁ ୫ ଟି ରାଶି ଉପରେ ମହାଦେବଙ୍କ କୃପା ଦୃଷ୍ଟି ରହିବ । ଏହି ସୋମବାର ଏହି ମାସ ର ଶେଷ ସୋମବାର ଅଟେ ।

ଏହି ସୋମବାର ଦିନ ଠାରୁ ଏହି ୫ ଟି ରାଶିଙ୍କ ଭାଗ୍ୟ ବଦଳିଯିବ । ପ୍ରଥମ ମେଷ ରାଶି । ଆପଣଙ୍କୁ ଅପାର ଖୁସି ମିଳିବ । ଘରେ ଶାନ୍ତି ର ବାତାବରଣ ରହିବ । ଆପଣଙ୍କ ଧାର କରଜ ଆଦି ସୁଝି ହେଇ ଯିବ। ଧନ ପ୍ରାପ୍ତି ହେବ ।

ଦ୍ଵତୀୟ ଟି ହେଲା ସିଂହ ରାଶି । ଆପଣଙ୍କ ର ବ୍ୟବସାୟ ଉନ୍ନତି ହେବ। ଆପଣ ଯଦି କାହାକୁ ପଇସା ଧାର ଦେଇଥାନ୍ତି ତେବେ ତାହା ମିଳିଯିବ । ଆପଣଙ୍କ ର ଅର୍ଥ ପରିସ୍ଥିତି ସୁଦୃଢ ହେବ।

ତୃତୀୟ ରାଶି ବୃଷ ରାଶି । ଆପଣଙ୍କୁ ବହୁତ ଖୁସି ଖବର ମିଳିବ। ଆପଣ ନିଜ ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଆର୍ଥିକ ସ୍ଥିତି ର ପରିବର୍ତ୍ତନ ହେବ । ଚାକିରୀ ର ପଦୋନ୍ନତି ହେବ ।

ଚତୁର୍ଥ ରାଶି ଟି ହେଲା କନ୍ୟା ରାଶି । ଆପଣଙ୍କ ଉପରେ ମା ଲଷ୍ମୀଙ୍କ କୃପା ରହିବ । ଚାକିରୀ ରେ ସହଯୋଗୀ ଙ୍କ ସାହାଯ୍ୟ ମିଳିବ । ଘରେ ଖୁସି ଓ ଶାନ୍ତି ରହିବ । ପରିବାର ରେ ସଂମ୍ପର୍କ ମଜବୁତ ହେବ ।

ପଞ୍ଚମ ରାଶି କୁମ୍ଭ ରାଶି । କୁମ୍ଭ ରାଶି ଆପଣଙ୍କ ଉପରେ ମହାଦେବଙ୍କ କୃପା ଓ ଆର୍ଶୀବାଦ ରହିବ । ଆପଣଙ୍କୁ ଧନ ପ୍ରାପ୍ତି ହେବ । ବ୍ଯବସାୟ ରେ  ଉତ୍ତମ ଲାଭ ହେବ । ଏହି ୫ ଟି ରାଶି ଙ୍କ ଉପରେ ୨୮ ଜୁନ ପର ଠାରୁ ମହାଦେବ ଙ୍କ କୃପା ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *