Health Tips- ସକାଳେ ଚା ‘ ବଦଳରେ ଏହାକୁ ପିଇ ନିଅନ୍ତୁ, Diabetes, Cholesterol, Joint Pain ଓ ହାର୍ଟରୋଗ ଭଳି 80 ରୋଗ ମୂଳରୁ ହେବ ଶେଷ

ମଣିଷ ଜୀବନରେ ସବୁ ବେଳେ ସୁସ୍ଥ ସବଳ ଓ ଖୁସିରେ ନିଜ ଜୀବନକୁ ଅତିବାହିତ କରିବାକୁ ଚାହିଥାଏ । କିନ୍ତୁ ଆମ ଜୀବନ ଶୈଳୀ ର ପରିବର୍ତ୍ତନ ଦ୍ଵାରା ଆମକୁ ଅନେକ ରୋଗ କଷ୍ଟ ଦେଇ ଯିବାକୁ ପଡିଥାଏ । ଅନେକ ପ୍ରକାରର ରୋଗ ରେ ଆକ୍ରାନ୍ତ ହୋଇ ନିଜର କାମ ମଧ୍ୟ କରିପାରି ନ ଥାଉ । କିନ୍ତୁ ଏମିତି କିଛି ଉପାୟ ରହିଛି ଯାହାକୁ କରିବା ଦ୍ଵାରା ଆମେ ସମସ୍ତ ପ୍ରକାରର ରୋଗରୁ ମୁକ୍ତି ପାଇଥାଉ ।

ଆସନ୍ତୁ ଜାଣିବା ଏହି  ବିଷୟରେ ଡାକ୍ତର . ସାଲିମ ଜାଇଦି ଏମିତି ଏକ ଘରୋଇ ଉପକରଣ କହିଛନ୍ତି । ଯାହାକୁ ପ୍ରୋୟଗ କରିବା ଦ୍ଵାରା ଆମ ସମସ୍ତ ପ୍ରକାରର ରୋଗ ଦୂର ହୋଇଥାଏ । ଯେମିତିକି ଡାଇବେଟିସ , ହୃଦୟ ରୋଗ , ହଜମ ପ୍ରକ୍ରିୟା ରେ ବାଧା , ରକ୍ତର ସମସ୍ୟା ସମ୍ପୁର୍ଣ୍ଣ ଭଲ ହୋଇଥାଏ । ଏହି ଉପକରଣ ପାଇଁ ଆବଶ୍ୟକ ଜିନିଷ ଆପଣମାନେ ଆପଣଙ୍କ ରୋଷେଇ ଘରରୁ ପାଇଁ ପାରିବେ ।

ଏଥି  ପାଇଁ ଆବଶ୍ୟକ ଜିନିଷ ହେଲା ଗୁଳୁଚି , ଡାଲ ଚିନି , ହଳଦୀ ଓ ଗୋଲ ମରୀଚ । ଗୁଳୁଚି ଏକ ଉପକାରୀ ଔଷଧ ଭାବରେ କାମ କରିଥାଏ ଏହା ଆମ ଶରୀରରେ ଇମ୍ମୁନିଟି  କୁ  ବଡାଇଥାଏ ଓ ତାହା ସହିତ ଶରୀରର ବାଧା କଷ୍ଟ କମ୍ ହୋଇଥାଏ । ଗୁଳିଛି ଦ୍ଵାରା ଶରୀରର ଆବର୍ଜନା ମଧ୍ୟ ବାହାରକୁ ଆସିଥାଏ । ଡାଲ ଚିନି ଏହା ଆପଣଙ୍କ ହୃଦୟକୁ ଠିକ୍ ଭାବରେ ରଖିଥାଏ , ରକ୍ତଚାପ କୁ ମଧ୍ୟ ନିୟମିତ ରଖିଥାଏ ।

ଏହା ଛଡା ଶରୀରର ଓଜନକୁ ବୃଦ୍ଧି ହେବାକୁ ଦେଇନଥାଏ । ଆଣ୍ଠୁ ବିନ୍ଧା ଥିବା ବ୍ୟକ୍ତି ପାଇଁ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ । ଆପଣଙ୍କ ସ୍କିନ ଓ ଚୁଟି ପାଇଁ ମଧ୍ୟ ଏହା ବହୁତ ଭଲ ଔଷଧ ଅଟେ । ହଳଦୀ ମଧ୍ୟ ଏକ ପ୍ରାଚୀନ  ଔଷଧ ଏହା ଆପଣଙ୍କ ରକ୍ତ କୁ ପରିଷ୍କାର କରିଥାଏ । ଆପଣଙ୍କ ଆଣ୍ଟୁ ବିନ୍ଧାକୁ ମଧ୍ୟ ଦୂର କରିଥାଏ  । ଆମ ହୃଦୟରେ ବୃଦ୍ଧି ହେଉଥିବା କଲୋଷ୍ଟ୍ରୋଲ କୁ ମଧ୍ୟ ଏହା ନିୟନ୍ତ୍ରଣ ରେ ରଖିଥାଏ ।

ଗୋଲ ମରୀଚ ଆମ ଶରୀରରେ କାମ କରୁଥିବା ସମସ୍ତ ଅଙ୍ଗକୁ ଅଧିକ ଶକ୍ତି ଯୁକ୍ତ କରିଥାଏ । ଏହି ସମସ୍ତ ବିଷୟକୁ ଯଦି ଆପଣ ଏକ ମିଶ୍ରିତ କରି ଏହାକୁ ବ୍ୟବହାର କରିବେ । ତେବେ ଏହା ବହୁତ ଭଲ ଘରୋଇ ଉପଚାର ଅଟେ । ପ୍ରଥମେ ଆପଣ ଅଧ ଚାମୁଚ ଗୁଳୁଚି ଗୁଣ୍ଡ ନେବେ ଓ ଅଧା ଚାମୁଚ ଡାଲ ଚିନି ଗୁଣ୍ଡ , ଅଧା ଚାମୁଚ ହଳଦୀ ଓ ଦୁଇ ଚାମୁଚ ଗୋଲ ମରୀଚ ନେବେ ଏହି ସବୁ କୁ ଏକ ଗ୍ଳାସ ପାଣି ରେ ପକାଇ ଏକ ପାତ୍ର ରେ ଗ୍ୟାସ ଉପରେ ବସେଇ ଦିଅନ୍ତୁ ।

ଏହାକୁ ତେବେ ଯାଏ ରଖିବେ ଯେତେ ଯାଏ ଏହା ଏକ ଗ୍ଳାସ ପାଣି ଅଧା ଗ୍ଳାସ ପରିଣତ ନ ହୁଏ । ଏବେ  ଏହାକୁ ଛାଣି ନେଇ ନଖ ଉଷୁମ ରେ ଏହାକୁ ସେବନ କରିବେ । ଯଦି ଏହାକୁ ଚା ‘ ବଦଳରେ ପିଇବେ ଦେଖିବେ ଏହା ଆପଣଙ୍କୁ ରୋଗ ଦାୟୀରୂ ରକ୍ଷା କରିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *