ଆପଣ ରୁଟି ଖାଉଛନ୍ତି କି ? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା – Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ରୁଟି ଖାଇବାର ଅଭ୍ୟାସ ରହିଥାଏ । ରୁଟି ଖାଇବା ଦ୍ୱାରା ଆମ ଶରୀର କୁ ଏନର୍ଜୀ ପ୍ରାପ୍ତ ହୋଇଥାଏ । ଏଥିରେ ଭିଟାମିନ B2,B6,B12 ଭଳି ପୋଷକ ତତ୍ତ୍ୱ ରହିଥାଏ ।

ଅନେକ ଲୋକ ରୁଟି ତ ଖାଇଥାନ୍ତି କିନ୍ତୁ ଏହାକୁ ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ତାହା ଜାଣି ନଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରତିଦିନ ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଅଟା, ଗହମ ଓ ଚଣା ଆଦି ଭାରତ ରେ ତିଆରି ହୋଇଥାଏ । ଗହମ ରେ ଭରପୁର ମାତ୍ରାରେ ଆଇରନ ରହିଥାଏ । ତେଣୁ ଯଦି ଆପଣ ପ୍ରତିଦିନ ଗହମ ରେ ତିଆରି ରୁଟି ଖାଇବେ ତେବେ ଆପଣଙ୍କ ଶରୀର ରେ ରକ୍ତ ର ପରିମାଣ ବଢ଼ିଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଶରୀର ରକ୍ତ ର ଆବଶ୍ୟକତା କରିଥାଏ ସେମାନେ ପ୍ରତିଦିନ ଗହମ ରୁ ପ୍ରସ୍ତୁତ ରୁଟି ଖାଇବା ଉଚିତ । ଏହା ଶରୀର ରେ ରକ୍ତ ର ଅଭାବ କୁ ମେଣ୍ଟାଇ ଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ମାନଙ୍କୁ ଆଣ୍ଠୁ ଓ ଗଣ୍ଠି ଯଂତ୍ର ରହିଥାଏ ସେହି ବ୍ୟକ୍ତି ମାନେ ରୁଟି ଖାଇବା ଉଚିତ । କାରଣ ରୁଟି ଖାଇବା ଦ୍ଵାରା ଆମ ଶରୀର କୁ ପ୍ରୋଟିନ ଓ କ୍ୟାଲସିୟମ ମିଳିଥାଏ । ଯାହାଦ୍ୱାରା ଆମ ଶରୀର ର ହାଡ଼ ମଜବୁତ ରହିଥାଏ । ଯାହାଫଳ ରେ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ହୋଇ ନଥାଏ ।

୩. ବନ୍ଧୁଗଣ ତୃତୀୟତଃ, ରୁଟି ଖାଇବାର ସବୁଠାରୁ ଭଲ ଫାଇଦା ହେଉଛି ଏହା ଡାଇବେଟିସ ରୋଗ କୁ ସନ୍ତୁଳିତ ରଖିଥାଏ । ରୁଟି ଖାଇବା ଦ୍ୱାରା ଶରୀର ରେ ଇନ୍ସୁଲୀନ ଓ ଗ୍ଲୁକୋଜ ର ପରିମାଣ ସନ୍ତୁଳନ ହୋଇ ରହିଥାଏ । ଯାହାଦ୍ୱାରା ଡାଇବେଟିସ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ । ତେଣୁ ଡାଇବେଟିସ ରୋଗୀ ପ୍ରତିଦିନ ରୁଟି ଖାଇବା ଉଚିତ ।

୪. ବନ୍ଧୁଗଣ ଚତୁର୍ଥତଃ, ରୁଟି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ରେ ରହିଥାଏ । ରୁଟି ରେ ଭରପୁର ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ଶରୀର ରେ ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ ରଖିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ରୁଟି ଖାଇବା ନିହାତି ଆବଶ୍ୟକ ।

୫. ବନ୍ଧୁଗଣ ପଞ୍ଚମତଃ, ରୁଟି ରେ ସମସ୍ତ ପ୍ରକାର ପୌଷ୍ଟିକ ତତ୍ତ୍ୱ ରହିଥାଏ । ଯାହା ଆମ ଶରୀର କୁ ଶକ୍ତି ଯୋଗାଇଥାଏ ଏବଂ ଆମେ କାର୍ଯ୍ୟ କରିବା ପାଇଁ ସକ୍ଷମ ରହିଥାଉ । ତେଣୁ ଭାତ ଠାରୁ ମଧ୍ୟ ରୁଟି ଭଲ ବିକଳ୍ପ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କୁ ପ୍ରତିଦିନ ରୁଟି ଖାଇବା ଆବଶ୍ୟକ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *